Browsing Category

ବାଣିଜ୍ୟ

ନ୍ୟାସନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ- ଓଡ଼ିଶା ସରକାର ବୁଝାମଣାପତ୍ର

ଭୁବନେଶ୍ୱର : ଭାରତର ଅଗ୍ରଣୀ ଷ୍ଟକ ଏକ୍ସଚେଞ୍ଜ ନ୍ୟାସନାଲ ଏସଏମ୍‍ଇ ପ୍ଲାଟଫର୍ମ- ଇମର୍ଜକୁ ଉପଯୋଗ କରି ଆଇପିଓ ବ୍ୟବସ୍ଥାରେ ରାଜ୍ୟର ଏମଏସ୍‍ଏମଇଗୁଡିକ ମଧ୍ୟରେ ପାଣ୍ଠି ସଂଗ୍ରହ ସମ୍ପର୍କିତ ସଚେତନତା ପ୍ରସାର କରିବାକୁ ଏକ ବୁଝାମଣାପତ୍ର (ଏମ୍‍ଓୟୁ) ରାଜ୍ୟ ସରକାର ସ୍ୱାକ୍ଷର କରିଛନ୍ତି। ଓଡ଼ିଶା…

ବରିଷ୍ଠ ନାଗରିକ ଟ୍ରେନ୍ ଯାତ୍ରୀ ସଂଖ୍ୟା ୨୪% କମିଲା, ଟିକଟରେ ମିଳୁନି ରିହାତି

ନୂଆଦିଲ୍ଲୀ : ଗତ ଆର୍ଥିକ ବର୍ଷ (୨୦୨୧-୨୨)ରେ ଟ୍ରେନ୍‌ରେ ଯାତ୍ରା କରୁଥିବା ବରିଷ୍ଠ ନାଗରିକଙ୍କ ସଂଖ୍ୟାରେ ୨୪ ପ୍ରତିଶତ ହ୍ରାସ ହୋଇଛି। କରୋନା ମହାମାରୀର ପ୍ରଭାବ ଯୋଗୁ ଟ୍ରେନ୍ ଯାତ୍ରୀଙ୍କ ସଂଖ୍ୟା କମିଛି ବୋଲି ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଜଣାପଡ଼ିଛି। ଏହି ସମୟରେ…

ଏଣିକି ହ୍ବାଟ୍‌ସଆପ୍‌ରେ ଗ୍ରୁପ୍‌ ଚାଟ୍‌ ପାଇଁ ମ୍ୟୁଟ୍‌ ସର୍ଟକର୍ଟ ଅପ୍‌ସନ୍‌ ଉପଲବ୍ଧ ହେବ

ମୁମ୍ବାଇ: ହ୍ବାଟ୍‌ସଆପ୍‌କୁ ଆପଣ ସବୁଠାରୁ ଅଧିକ ଲୋକପ୍ରିୟ ମେସେଜିଂ ଆପ୍‌ ଭାବେ ଜାଣନ୍ତି। ଏହାର ନୂଆ ନୂଆ ନିଆରା ଫିଚର୍‌ ଗ୍ରାହକଙ୍କୁ ବାନ୍ଧି ରଖିବାରେ ସମର୍ଥ ହୋଇଥାଏ। କମ୍ପାନି ଏବେ ଏକ ନୂଆ ଫିଚର୍‌ ଲଞ୍ଚ୍‌ କରିବାକୁ ଯାଉଛି। ଏହି ଫିଚର୍‌ ଜରିଆରେ ଗ୍ରୁପ୍‌ ଚାଟ୍‌ ପାଇଁ ମ୍ୟୁଟ୍‌…

ଅନ୍‌ଲାଇନ୍‌ରେ ‘ନକଲି ସମୀକ୍ଷା’ ମହଙ୍ଗା ପଡ଼ିବ, ସରକାର ଆଣିଲେ ଗାଇଡ୍‌ଲାଇନ୍

ନୂଆଦିଲ୍ଲୀ : ଅନ୍‌ଲାଇନ୍‌ରେ ଉତ୍ପାଦ ବିକ୍ରି କରୁଥିବା ଏବଂ ସେବା ଯୋଗାଉଥିବା କଂପାନିଗୁଡ଼ିକ ଯେଉଁ ସମୀକ୍ଷା ପ୍ରକାଶ କରୁଛନ୍ତି ସେ ସମ୍ପର୍କିତ ନିୟମକୁ ସରକାର କଡ଼ାକଡ଼ି କରିଛନ୍ତି। ଅନଲାଇନ୍‌ ପ୍ଲାଟଫର୍ମରେ ପ୍ରକାଶ ପାଉଥିବା ଅଧିକାଂଶ ସମୀକ୍ଷା ନକଲି ଏବଂ ତାହା ଗ୍ରାହକମାନଙ୍କ କିଣାକିଣି…

୧୦ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବେ ସରକାରୀ ବ୍ୟାଙ୍କ ମୁଖ୍ୟ

ମୁମ୍ବାଇ: ସରକାରୀ ବ୍ୟାଙ୍କ ମୁଖ୍ୟମାନେ ଏଣିକି ୧୦ ବର୍ଷ ପର୍ଯ୍ୟନ୍ତ ପଦବିରେ ରହିପାରିବେ। ୫ ବର୍ଷ ପର୍ଯ୍ୟନ୍ତ ସର୍ବାଧିକ କାର୍ଯ୍ୟ କରିବା ନେଇ ରହିଥିବା ନିୟମରେ ପରିବର୍ତ୍ତନ ଅଣାଯାଇଛି। ପରିଚାଳନା ନିର୍ଦ୍ଦେଶକ ଏବଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକମାନଙ୍କ ପାଇଁ ଏହି ନିୟମ ପ୍ରଯୁଜ୍ୟ ହେବ।…

ଅଜା ହେଲେ ମୁକେଶ ଅମ୍ବାନୀ, ଯାଆଁଳା ସନ୍ତାନଙ୍କ ମା ହେଲେ ଝିଅ ଇଶା ଅମ୍ବାନୀ

ମୁମ୍ବାଇ: ଦେଶର ସବୁଠାରୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ଘରେ ଆଜି ଖୁସିର ଲହରୀ ଖେଳିଯାଇଛି | ବାସ୍ତବରେ ମୁକେଶଙ୍କ ଝିଅ ଇଶା ଅମ୍ବାନୀ ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ଅମ୍ବାନୀ ପରିବାର ଏବଂ ପିରାମଲ ପରିବାର ପକ୍ଷରୁ ମିଳିଥିବା ସୂଚନା ମୁତାବକ ଇଶା…

ଆଗକୁ ଆର୍ଥିକ ମାନ୍ଦା ଅବସ୍ଥା ଆସୁଛି; ଟିଭି, ଫ୍ରିଜ୍‌ ନ କିଣି ଟଙ୍କା ରଖନ୍ତୁ: ଜେଫ୍ ବେଜୋସ୍‌

ନୂଆଦିଲ୍ଲୀ: ଆଗକୁ ଭୀଷଣ ଆର୍ଥିକ ମାନ୍ଦା ଅବସ୍ଥା ଆସିବାର ସମ୍ଭାବନା ଥିବାରୁ ଉତ୍ସବକାଳୀନ ଅବକାଶରେ (ଥ୍ୟାଙ୍କ୍‌ସ୍‌ଗିଭିଙ୍ଗ୍‌ରୁ ନବବର୍ଷ ପର୍ଯ୍ୟନ୍ତ) ବିପୁଳ ପରିମାଣର ସାମଗ୍ରୀ ଖରିଦ ନ କରିବାକୁ ‘ଆମାଜନ୍’ର ସଂସ୍ଥାପକ ତଥା ଖ୍ୟାତନାମା ଜେଫ୍‌ ବେଜୋସ୍‌ ଗ୍ରାହକ ଓ ବ୍ୟବସାୟ…

‘ଏଲ୍‌ପିଜି’ ଚୋରି ରୋକିବାକୁ ‘ସିଲିଣ୍ଡର୍‌’ରେ ଲାଗିବ ‘କ୍ୟୁଆର୍‌’ କୋଡ୍‌

ନୂଆଦିଲ୍ଲୀ: ‘ଲିକ୍ୟୁଫାଏଡ୍‌ ପେଟ୍ରୋଲିୟମ୍‌ ଗ୍ୟାସ୍‌’ ବା ରନ୍ଧନ ଗ୍ୟାସ୍‌ ଚୋରି ରୋକିବା ଲାଗି ସିଲିଣ୍ଡର୍‌ରେ ‘କ୍ୟୁଆର୍‌’ କୋଡ୍‌ ଲଗାଯିବ ବ‌ୋଲି ଆଜି ପେଟ୍ରୋଲିୟମ୍‌ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏକ ଭିଡିଓ ସେୟାର୍‌ କରି ସୂଚନା ଦେଇଛନ୍ତି। ବୁଧବାର ରାତିରେ ମନ୍ତ୍ରୀ ପୁରୀ…

ଛଟେଇ ସୁନିଶ୍ଚିତ କଲା ‘ଆମାଜନ୍‌’: ୧୦,୦୦୦ ପ୍ରଭାବିତ କର୍ମଚାରୀଙ୍କ ନିକଟକୁ ଇମେଲ୍‌ରେ ନୋଟିସ୍‌ ଜାରି

ନୂଆଦିଲ୍ଲୀ: ଗତ କିଛି ମାସ ହେବ ଲାଭ ହେଉ ନ ଥିବାରୁ ବ୍ୟୟ ହ୍ରାସ ନିମନ୍ତେ ‘ଆମାଜନ୍‌’ କର୍ମଚାରୀ ଛଟେଇ ଆରମ୍ଭ କରିଛି। ବିଶ୍ବବ୍ୟାପୀ ବିଭିନ୍ନ ବିଭାଗରୁ ଚଳିତ ସପ୍ତାହରେ ପ୍ରାୟ ୧୦,୦୦୦ କର୍ମଚାରୀଙ୍କୁ ଛଟେଇ କରିବା କଥା ମଧ୍ୟ ‘ଆମାଜନ୍’ କହିଛି। ଔପଚାରିକଭାବେ ସୂଚନା ଦିଆଯାଇ ନ ଥିଲେ…

ପକେଟ୍‌କୁ ବାଧୁଛି ସ୍ମାର୍ଟଫୋନ୍ ଦାମ୍: ହାରାହାରି ଦାମ୍ ୧୮,୦୦୦ ଟଙ୍କାକୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶର ସ୍ମାର୍ଟଫୋନ୍ ବଜାର ଏବେ ଭଲ ସମୟ ଦେଇ ଗତି କରୁନାହିଁ। ଫୋନ୍‌ ଦାମ୍‌ ଅଧିକ ଥିବା କାରଣରୁ ଗ୍ରାହକମାନେ ତାହାକୁ କିଣିବା ପୂର୍ବରୁ ଦୁଇ ଥର ଚିନ୍ତା କରୁଛନ୍ତି। ‌ସେଥିପାଇଁ ସ୍ମାର୍ଟଫୋନ୍ ଚାହିଦା ହ୍ରାସ ପାଇଥିବା ବେଳେ ବିକ୍ରି ମଧ୍ୟ ପ୍ରଭାବିତ ହୋଇଛି। ଫୋନ୍‌…