Sign in
Sign in
Recover your password.
A password will be e-mailed to you.
Browsing Category
ସ୍ୱାସ୍ଥ୍ୟ
ନିୟମିତ ଖାଆନ୍ତୁ ତୁଳସୀପତ୍ର
ତୁଳସୀ ବୃକ୍ଷର ଧାର୍ମିକ ସହ ଔଷଧୀୟ ମହତ୍ତ୍ୱ ମଧ୍ୟ ରହିଛି। ସଭିଁଙ୍କ ଘରର ଅଗଣାରେ ତୁଳସୀ ବୃକ୍ଷ ନିଶ୍ଚୟ ରହିଥାଏ। ସ୍ୱାସ୍ଥ୍ୟ ପାଇଁ ଏହା ଖୁବ ଉପକାରୀ। ଆୟୁର୍ବେଦରେ ତୁଳସୀ ବୃକ୍ଷକୁ ମନୁଷ୍ୟ ପାଇଁ ବରଦାନ ବୋଲି ମଧ୍ୟ କୁହାଯାଇଛି। ଏହାର ପତ୍ରର ବ୍ୟବହାର ଅନେକ ଔଷଧ ପାଇଁ କରାଯାଇଥାଏ।…
ବାରମ୍ବାର ପିଉଛନ୍ତି କି ଉଷୁମ ପାଣି ?
ଉଷୁମ ପାଣି ପିଇବା ଦ୍ୱାରା ଶରୀରର ଅନେକ ଉପକାର ହୋଇଥାଏ। ମାତ୍ର ଆବଶ୍ୟକତା ଠାରୁ ଅଧିକ ଉଷୁମ ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।
ଅଧିକ ଉଷୁମ ପାଣି ପିଇବା ଦ୍ୱାରା ଓଠ ଓ ପାଟି ଭିତରେ ଲାଲ ଦାଗ ସୃଷ୍ଟି ହୋଇଥାଏ।
ପାଚନ ତନ୍ତ୍ର ଉପରେ ଥିବା ନରମ ଆସ୍ତ୍ରରଣ ଉପରେ…
AIIMSର ବଡ଼ ଘୋଷଣା: ରୋଗୀଙ୍କ ଫୁସଫୁସ ପ୍ରତିରୋପଣ କରାଯିବ ମାଗଣାରେ
ନୂଆଦିଲ୍ଲୀ: ଆଜିର ସମୟରେ ଫୁସଫୁସ କ୍ୟାନସର ଏକ ଭୟଙ୍କର ରୋଗ । ପ୍ରତିବର୍ଷ ଏହି ରୋଗରେ ହଜାର ହଜାର ରୋଗୀ ମୃତ୍ୟୁବରଣ କରୁଛନ୍ତି । ଅନେକ ଲୋକ ଏଥିରେ ସଂକ୍ରମିତ ହୋଇ ଉପଯୁକ୍ତ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି । ତେବେ ସବୁଠାରୁ ମୁସ୍କିଲ କାର୍ଯ୍ୟ ହେଉଛି ଫୁସଫୁସ ପ୍ରତିରୋପଣ । ଏହା ଅଧିକ…
ଚଳିତ ବର୍ଷ ହିନ୍ଦି ଭାଷାରେ ହେବ MBBS ପାଠପଢ଼ା: କେନ୍ଦ୍ର ଗୃହମନ୍ତ୍ରୀଙ୍କ ଘୋଷଣା,
ନୂଆଦିଲ୍ଲୀ: ନିଟ୍ ୟୁଜି କାଉନସେଲିଂ ପୂର୍ବରୁ ମେଡିକାଲ ଆଡମିସନ କରିବାକୁ ଅପେକ୍ଷା କରି ରହିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ଚଳିତ ବର୍ଷ ନିଟ୍ ଜରିଆରେ ଏମବିବିଏସ ପାଠପଢ଼ା ହିନ୍ଦି ଭାଷାରେ ଆରମ୍ଭ ହେବ । ଗୃହମନ୍ତ୍ରୀ ଅମିତ ଶାହ ଏନେଇ ଘୋଷଣା କରିଛନ୍ତି । ଗୁଜରାଟର…
ସକାଳେ ଏଭଳି ଖାଦ୍ୟ ଖାଇବାର ଅଭ୍ୟାସ ଅଛି କି?
ସକାଳର ଆରମ୍ଭ ସର୍ବଦା ସ୍ୱାସ୍ଥ୍ୟକର ଖାଦ୍ୟରୁ ହେବା ଉଚିତ୍। ଯାହାଦ୍ୱାରା ଦିନଟି ଆପଣଙ୍କ ଭଲରେ କଟିବ। ମାତ୍ର ସ୍ୱାସ୍ଥ୍ୟକର ନହେଲେ ଦିନଯାକ ଥକ୍କାପଣ ଅନୁଭବ ହେବା ସହ କାର୍ଯ୍ୟ କରିବାକୁ ଆଗ୍ରହ ହୋଇନଥାଏ। ଫଳରେ ବିିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ଅନେକ ଲୋକେ ନିଜ ସକାଳର ଆରମ୍ଭ…
ପିଆଜ ଖାଇବା ପରେ ପାଟି ଦୁର୍ଗନ୍ଧ ଦୂର କରେ ଏହି ଘରୋଇ ଉପାୟ
ସାଲାଡରେ କଞ୍ଚା ପିଆଜ ଖାଇବାକୁ ଅନେକ ପସନ୍ଦ କରନ୍ତି। ମାତ୍ର ଉତ୍ସବ କିମ୍ବା ଅନେକ ସମୟରେ ପାଟି ଦୁର୍ଗନ୍ଧ କାରଣରୁ ଲୋକେ ଏହାକୁ ଖାଇବାକୁ ଇଚ୍ଛା କରନ୍ତି ନାହିଁ। କଞ୍ଚା ପିଆଜ ଖାଇବାର କିଛି ଘଣ୍ଟା ଯାଏଁ ପାଟି ଦୁର୍ଗନ୍ଧ ରହିଥାଏ। ପିଆଜରେ ଅନେକ ପୋଷକ ତତ୍ତ୍ୱ ରହିଛି। ଯାହା ସ୍ୱାସ୍ଥ୍ୟ…
ଛାତି ଯନ୍ତ୍ରଣାର ସମାଧାନ
ଛାତି ଭିତରେ ଥିବା ବିଭିନ୍ନ ଅଙ୍ଗ, ଯଥା- ହୃତ୍ପିଣ୍ଡ, ଫୁସଫୁସ୍, ମାଂସପେଶୀ, ଲସିକା ଗ୍ରନ୍ଥି, ଧମନୀ, ଶିରାରେ କିଛି ସମସ୍ୟା ହେଲେ ଛାତି ଯନ୍ତ୍ରଣା ହୁଏ। ନଚେତ ପାକସ୍ଥଳୀରେ ଘା’ (ପେପ୍ଟିକ ଅଲ୍ସର), ପ୍ରଦାହ (ପାକସ୍ଥଳୀ କର୍କଟ), ଖାଦ୍ୟନଳୀେର ଘା’, କର୍କଟ, ରିଫ୍ଲକ୍ସ (ଗ୍ୟାଷ୍ଟ୍ରୋ…
ମାନସିକ ଶାନ୍ତି ସହ ଅନେକ ସମସ୍ୟା ଦୂର କରେ ଏହି ୩ଟି ଜିନିଷ
କେଶର ଏକ ମହଙ୍ଗା ମସଲା। କେଶରର ବ୍ୟବହାର ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହାକୁ ସେବନ କରିବାର ସର୍ବୋତ୍ତମ ଉପାୟ ହେଉଛି ସାମାନ୍ୟ କେଶର ଏବଂ ମହୁ ମିଶ୍ରିତ ଉଷୁମ କ୍ଷୀର । ଏହା ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ଲାଭଦାୟକ ବୋଲି ବିବେଚନା କରାଯାଏ। କେଶରରେ ୧୫୦ ରୁ ଅଧିକ ଔଷଧୀୟ ଗୁଣ ରହିଛି।…
କଲରା ଖାଇବା ପରେ ଏସବୁ ସେବନ କରୁଥିଲେ ସାବଧାନ..
କଲରା ସ୍ୱାଦରେ ପିତା। ମାତ୍ର ଏହାର ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ଥିବାରୁ ଏହାକୁ ସେବନ କରିବାକୁ ପରାମର୍ଶ ଦିଆଯାଇଥାଏ। ସ୍ୱାସ୍ଥ୍ୟ ପାଇଁ ଏହା କୌଣସି ବରଦାନରୁ କମ ନୁହେଁ। ଏଥିରେ ଆଣ୍ଟି-ବ୍ୟାକ୍ଟେରିୟଲ ସହ ଅନ୍ୟାନ୍ୟ ବହୁ ପୋଷକ ତତ୍ତ୍ୱ ଗୁଣ ହୋଇଛି। ସ୍ୱାଦ ପିତା ହେଲେ ମଧ୍ୟ ଏହା ରକ୍ତକୁ…
ଏକାଠି ପିଅନ୍ତୁ କ୍ଷୀର ଓ ଘିଅ
କ୍ଷୀର ଓ ଘିଅର ଏକାଠି ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ମିଳିଥାଏ। କ୍ଷୀର ଓ ଘିଅ ଅନେକ ପୋଷକ ତତ୍ତ୍ୱର ଗୁଣରେ ଭରପୁର। ମାତ୍ର ଉଭୟଙ୍କୁ ଏକାଠି ସେବନ କରିବା ଦ୍ୱାରା ଏହାର ସ୍ୱାସ୍ଥ୍ୟ ଉପକାରୀ ଗୁଣ ଦ୍ୱିଗୁଣିତ ହୋଇଯାଏ। ଘିଅରେ ଭରପୁର ମାତ୍ରାରେ ଭିଟାମିନ ଏ ଓ କେ,ପ୍ରୋଟିନ ଓ…