Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆଜି ପ୍ରକାଶ ପାଇବ +2 ପରୀକ୍ଷା ଫଳ, ଆଉ କିଛି ସମୟର ଅପେକ୍ଷା..
ଭୁବନେଶ୍ବର : ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ଦିନ ସାଢେ ୧୨ଟାରେ ଏକାସଙ୍ଗେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ରେଜଲ୍ଟ ବାହାରିବ। ଛାତ୍ରଛାତ୍ରୀମାନେ www.orissaresults.nic.in ଓ www.chseodisha.nic.in ଓ୍ୱେବ୍ସାଇଟରେ ପରୀକ୍ଷା ଫଳ ଦେଖିପାରିବେ। ଏହାସହ ସାମସ୍…
ଚାଷୀଙ୍କୁ ମିଳିବ ଆଇଡି କାର୍ଡ; ମାତ୍ର ୨ ମିନିଟ୍ରେ ମିଳିବ ଚାଷୀ ଋଣ
ଭୁବନେଶ୍ବର : କିଏ ଅସଲି ଓ କିଏ ନକଲି ଚାଷୀ, ଆଉ ଖୋଜି ନାକେଦମ୍ ହେବେନି ସରକାର । ଏଣିକି ପ୍ରକୃତ ଚାଷୀଙ୍କୁ ମିଳିବ ଫାର୍ମର ଆଇଡି । ଏଥିରେ ଚାଷୀଙ୍କ ସଂପୂର୍ଣ୍ଣ ତଥ୍ୟ ରହିବ । ସରକାରୀ କର୍ମଚାରୀଙ୍କ ପରି ଏହି ଆଇଡି ଦ୍ୱାରା ୨ ମିନିଟ୍ରେ ଚାଷୀଙ୍କୁ ଋଣ ମିଳିପାରିବ । ସେପଟେ ରାଜ୍ୟରେ…
ରେକର୍ଡ ଭାଙ୍ଗୁଛି ତାତି : ଆସନ୍ତା ୪ ଦିନ ପର୍ଯ୍ୟନ୍ତ ହିଟୱେଭ ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଛି ।
ଭୁବନେଶ୍ବର : ଗ୍ରୀଷ୍ମପ୍ରବାହ ଯନ୍ତ୍ରଣାକୁ ଦୁଇଗୁଣ କରିଦେଉଛି ବିଦ୍ୟୁତକାଟ୍ । କୌଣସି ଆଗୁଆ ସୂଚନା ନଦେଇ ଘଣ୍ଟା ଘଣ୍ଟା ଧରି ବିଜୁଳି ଯାଉଛି । ପାଣି ବିନା ମାଛ ଭଳି ଲୋକେ ହାତ ବିଞ୍ଚଣା ଧରି ଛଟପଟ ହେଉଛନ୍ତି । ଗୋଟିଏ ପଟେ ସରକାରଙ୍କ ଚେତାବନୀ ଚୁଲିକୁ ଯାଇଛି, ଅନ୍ୟପଟେ ଜନଜୀବନ ତ୍ରାହି…
ଆସନ୍ତା କାଲି ରାଜ୍ୟର ସବୁ ଘରୋଇ ମେଡିସିନ ଷ୍ଟୋର ବନ୍ଦ ରହିବ।
ଭୁବନେଶ୍ବର :ବନ୍ଦ ରହିବ ଦେଶର ସବୁ ଔଷଧ ଦୋକାନ। ଘରୋଇ ମେଡିସିନ୍ ଷ୍ଟୋରରେ ପଡିବ ତାଲା। ଦିନ ତମାମ ଚାଲିବ ପ୍ରତିବାଦ। ଆଉ ଆଜି ଯଦି ଆପଣଙ୍କ ଔଷଧ ଶେଷ ହୋଇଯାଇଛି ତେବେ ତୁରନ୍ତ ଯାଇ କିଣିନିଅନ୍ତୁ । ନଚେତ ଆସନ୍ତା କାଲି ମେଡିସିନ୍ ପାଇଁ ନାକେଦମ ହେବାକୁ ପଡିପାରେ। କାରଣ ଆସନ୍ତାକାଲି ଦେଶର…
ଆସନ୍ତା ୨୦ରେ ଯୁକ୍ତ ଦୁଇ ରେଜଲ୍ଟ :ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ଵର : ଆସନ୍ତା ୨୦ ତାରିଖରେ ପ୍ରକାଶ ପାଇବ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ରେଜଲ୍ଟ। ଏ ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ କହିଛନ୍ତି ଯେ, ଏକାସଙ୍ଗେ କଳା, ବିଜ୍ଞାନ, ବାଣିଜ୍ୟ ଓ…
ଦେଶରେ ପ୍ରଚଣ୍ଡ ଖରା ମଧ୍ୟରେ ମୌସୁମୀର ଆଗମନ ନେଇ ଆସିଛି ଆଶ୍ୱସ୍ତିକର ଖବର।
ଭୁବନେଶ୍ବର : ଗ୍ରୀଷ୍ମ ପ୍ରବାହ ଓ ପ୍ରଚଣ୍ଡ ଖରା ମଧ୍ୟରେ ଆସିଛି ଆଶ୍ୱସ୍ତିକର ଖବର। ଆସନ୍ତା ମେ’ ୨୬ ତାରିଖରେ କେରଳ ଛୁଇଁପାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଶୁକ୍ରବାର ଏହି ଗୁରୁତ୍ୱପୂର୍ଣ୍ଣ ଆକଳନ କରାଯାଇଛି। ସ୍ୱାଭାବିକ ସମୟ ଅର୍ଥାତ୍ ଜୁନ୍ ୧…
ହିଂସାତ୍ମକ ଅପରାଧରେ ଓଡ଼ିଶା ପ୍ରଥମ, ମହିଳା ବିରୋଧୀ ଅପରାଧରେ ଦ୍ୱିତୀୟ
ନୂଆଦିଲ୍ଲୀ : ଦିନକୁ ଦିନକୁ ବଢୁଛି ଅପରାଧ, ଅଶାନ୍ତ ହେଉଛି ଓଡ଼ିଶା। ହିଂସାତ୍ମକ ଅପରାଧରେ ଓଡ଼ିଶାର ଅଲୋଡା ରେକର୍ଡ। ୨୦୨୪ ଏନସିଆରବି ତଥ୍ୟକୁ ନେଇ ବଢିଛି ଚିନ୍ତା। ୨୦୨୪ ମସିହାରେ ଓଡ଼ିଶା ସର୍ବାଧିକ ହିଂସାତ୍ମକ ଅପରାଧ ରେକର୍ଡ କରିଥିଲା ଏବଂ ମହିଳା ବିରୋଧୀ ଅପରାଧ ହାରରେ ଦେଶବ୍ୟାପୀ…
ସାରା ରାଜ୍ୟକୁ ବର୍ଷା ଓ ଘଡ଼ଘଡ଼ି ସତର୍କ ସୂଚନା ଜାରି।
ଭୁବନେଶ୍ୱର : ସାରା ରାଜ୍ୟକୁ ବର୍ଷା ଓ ଘଡ଼ଘଡ଼ି ନେଇ ସତର୍କ। ସୂଚନା ଜାରି କରିଛି ପାଣିପାଗ ବିଭାଗ। ଗଜପତି, ରାୟଗଡ଼ା, ମୟୂରଭଞ୍ଜ ଏବଂ ବାଲେଶ୍ବର ଜିଲ୍ଲାରେ ପବନ ସହ ଘଡ଼ଘଡ଼ି ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ବାକି ସବୁ ଜିଲ୍ଲାକୁ ବର୍ଷା ଘଡ଼ଘଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।…
ଆଦିବାସୀ ମହାସଂଘ ଦ୍ଵାରା ୨୮ ଏପ୍ରିଲରେ ସାରା ଓଡ଼ିଶାରେ ସମସ୍ତ ଜିଲ୍ଲା, ବ୍ଲକ ମୁଖ୍ୟାଳୟରେ ପ୍ରତିବାଦ ରାଲି ଅନୁଷ୍ଠିତ
ଭୁବନେଶ୍ବର : ତାରିଖ: ୩୦ ଏପ୍ରିଲ ୨୦୨୬ଆଦିବାସୀ ମହାସଂଘ, ଓଡ଼ିଶା ଏତଦ୍ଵାରା ସୁଚିତ କରୁଛି ଯେ ୨୮ ଏପ୍ରିଲ ୨୦୨୬ରେ ସାରା ଓଡ଼ିଶାରେ ସମସ୍ତ ଜିଲ୍ଲା, ବ୍ଲକ ମୁଖ୍ୟାଳୟ ଏବଂ ଜିଲ୍ଲା ମୁଖ୍ୟାଳୟରେ ବିଶାଳ ପ୍ରତିବାଦ ରାଲି ସଫଳତାର ସହିତ ଅନୁଷ୍ଠିତ ହୋଇଥିଲା।ରାୟଗଡା ଜିଲ୍ଲାର ସିଜ୍ଜିମାଲି…
ସ୍ବତନ୍ତ୍ର ବିଧାନସଭା ଅଧିବେଶନ ଆଜି
ଭୁବନେଶ୍ବର : ଭାରତୀୟ ଗଣତନ୍ତ୍ରରେ ମହିଳାମାନଙ୍କ ଯୋଗଦାନ ସମ୍ପର୍କରେ ଆଲୋଚନା ପାଇଁ ଗୁରୁବାର ଓଡ଼ିଶା ବିଧାନସଭାର ଏକଦିବସୀୟ ସ୍ବତନ୍ତ୍ର ଅଧିବେଶନ ବସିବ। ପୂର୍ବାହ୍ଣ ୧୧ଟାରୁ ଗୃହକାର୍ଯ୍ୟ ଆରମ୍ଭ ହେବ ଏବଂ ସନ୍ଧ୍ୟା ୭ଟାରେ ସାରିବାକୁ ସମୟ ନିର୍ଦ୍ଧାରଣ ହୋଇଛି। ସ୍ବତନ୍ତ୍ର ଅଧିବେଶନ ଆରମ୍ଭ…