Browsing Category

ରାଜ୍ୟ

ଗୃହରକ୍ଷୀଙ୍କ ଦୈନିକ ଭତ୍ତା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :ରାଜ୍ୟର ଗୃହରକ୍ଷୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଗୃହରକ୍ଷୀ ମାନଙ୍କ ଦୈନିକ ଭତ୍ତା ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟରେ କାର୍ଯ୍ୟରତ ଗୃହରକ୍ଷୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କାର୍ଯ୍ୟରତ…

୧୨ ବର୍ଷରେ ମୋଦି ସରକାର; କାଲି ମୋଦି ଭାଙ୍ଗିବେ ନେହରୁଙ୍କ ରେକର୍ଡ

ଭୁବନେଶ୍ବର : କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରକୁ ପୂରିଲା ୧୨ ବର୍ଷ। ମୋଦିଙ୍କ ତୃତୀୟ ଇନିଂସର ଦ୍ବିତୀୟ ବର୍ଷ ପୂର୍ତ୍ତି ଅବସରରେ ଦେଶର ବିକାଶ ଚିତ୍ରକୁ ନେଇ ପ୍ରତି ରାଜ୍ୟରେ ସାମ୍ବାଦିକ ସମ୍ମିଳନୀ କରିଛି ବିଜେପି। ଆଜି ଭୁବନେଶ୍ବରରେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ମୋଦି…

ବେଆଇନ ନିଶା କାରାବାର ବିରୋଧରେ ବାରମ୍ବାର ଚଢାଉ କରିବାକୁ ଅବକାରୀ ମନ୍ତ୍ରୀ ଦେଲେ ନିର୍ଦ୍ଦେଶ

ଭୁବନେଶ୍ୱର : ବେଆଇନ ନିଶାଦ୍ରବ୍ୟ ଓ ମାଦକ କାରବାର ବିରୋଧରେ ନିୟମିତ ଚଢ଼ାଉ ଏବଂ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ଅବକାରୀ ମନ୍ତ୍ରୀ।  ଭୁବନେଶ୍ବରର ନିର୍ମାଣ ସୌଧଠାରେ ଅବକାରୀ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଅବକାରୀ ଅଧିକ୍ଷକ…

ଏବେ ଖବରକାଗଜରେ ଖାଦ୍ୟ ବିକ୍ରି କରିବା ଦଣ୍ଡନୀୟ ଅପରାଧ!: କଡ଼ା କାର୍ଯ୍ୟାନୁଷ୍ଠାନ ନେବ FSSAI

ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ରାସ୍ତା କଡ଼ରେ ଠେଲା ଗାଡିରୁ ଖବରକାଗଜରେ ଗୁଡ଼ାଇ ଗରମ ଆଳୁ ଚପ, ବରା, ସିଙ୍ଗଡା, ପକୁଡି ଇତ୍ୟାଦି ଖାଇବାକୁ ପସନ୍ଦ କରନ୍ତି, ତେବେ ସତର୍କ ରୁହନ୍ତୁ। ଏହି ପସନ୍ଦ ଆପଣଙ୍କୁ ଗମ୍ଭୀର ଅସୁସ୍ଥ କରିପାରେ। ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ଏବେ…

ଓଡ଼ିଶାକୁ ମିଳିଲା ୫ ପଞ୍ଚାୟତ ପୁରସ୍କାର, ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ବର୍ଗରେ ଗଞ୍ଜାମ ଦ୍ୱିତୀୟ

ନୂଆଦିଲ୍ଲୀ : ଜାତୀୟ ସ୍ତରରେ ଓଡ଼ିଶାର ୫ଟି ପଞ୍ଚାୟତକୁ ପୁରସ୍କୃତ କରାଯାଇଛି । ଦୀନଦୟାଲ ଉପାଧ୍ୟାୟ ସତତ ବିକାଶ ପୁରସ୍କାର ଓ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାରରେ ୨୦୨୫ ବର୍ଷ ପାଇଁ ୫ଟି ପଞ୍ଚାୟତକୁ ଏହି ପୁରସ୍କାର ମିଳିଛି । ନୂଆଦିଲ୍ଲୀରେ ଏକ ଉତ୍ସବରେ ଏହି…

ଖରା ଛୁଟି ପୂର୍ବରୁ ପହଞ୍ଚିବ ବହି- ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଆଶ୍ବାସନା

ଭୁବନେଶ୍ବର: ଖରା ଛୁଟି ପୂର୍ବରୁ ସ୍କୁଲ ପିଲାଙ୍କ ପାଖରେ ବହି ପହଞ୍ଚିବ। ବହି ନେଇ ପିଲାଙ୍କ କିଛି ସମସ୍ୟା ହେବନି ବୋଲି ଆଶ୍ବାସନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେ କହିଛନ୍ତି ୯୦ ପ୍ରତିଶତ ବହି ଛପା ସରିଲାଣି।  ପିଲାଙ୍କ ପାଖରେ ପହଞ୍ଚୁଛି। ବାକି ୧୦…

ରାଜ୍ୟରେ ଆଜିଠୁ ଏସ୍‌ଆଇଆର୍‌

ଭୁବନେଶ୍ୱର: ରାଜ୍ୟରେ ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) କାର୍ଯ୍ୟକ୍ରମ ଆସନ୍ତାକାଲି ଶନିବାରଠାରୁ ଆରମ୍ଭ ହେବ। ଜୁନ ୨୮ ପର୍ଯ୍ୟନ୍ତ ବୁଥ୍‌ ସ୍ତରୀୟ ଅଧିକାରୀ(ବିଏଲ୍ଓ) ଭୋଟରଙ୍କ ଘରକୁ ଯାଇ ଦୁଇଟି ପରିଗଣନା ଫର୍ମ ବଣ୍ଟନ କରିବେ। ଏଥିପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ…

ବାଂଲା ଅନୁପ୍ରବେଶକାରୀଙ୍କୁ ନିସ୍ତାର ନାହିଁ : ଆଇନମନ୍ତ୍ରୀ ପୃଥ୍ବୀରାଜଙ୍କ ଚେତାବନୀ

ଭୁବନେଶ୍ଵର : ପଶ୍ଚିମବଙ୍ଗ ଛାଡ଼ୁଛନ୍ତି ବାଂଲାଦେଶୀ। ସୀମାରେ ହାଉଜାଉ ଅନୁପ୍ରବେଶକାରୀ। ଶୁଭେନ୍ଦୁ ସରକାରଙ୍କ ଚେତାବନୀ ପରେ ବାଂଲା ବର୍ଡରରେ ନାହିଁ ନଥିବା ଭିଡ଼। ପଶ୍ଚିମ ବଙ୍ଗର ବିଭିନ୍ନ ସୀମାବର୍ତ୍ତି ଜିଲ୍ଲାରେ ବେଆଇନ୍ ଭାବେ ରହୁଥିବା ବାଂଲାଦେଶୀ ଏବେ ଦେଶ ଛାଡ଼ିବାକୁ ତୟାର। ଜିନିଷପତ୍ର…

ଓଡିଶା ପୋଲିସରେ ବଡ ଘୋଷଣା

ଭୁବନେଶ୍ଵର : ଓଡିଶା ପୋଲିସରେ ବଡ ନିଯୁକ୍ତି ଘୋଷଣା  କରାଯାଇଛି । 7664 ପଦବୀ ପୂରଣ ପାଇଁ OUSSSCକୁ ଚିଠି ହୋଇଛି । ଏଥିରେ କନେଷ୍ଟବଳ ଓ ଏସଆଇ ପଦବୀରେ ନିଯୁକ୍ତି ହେବା ନେଇ ଘୋଷଣା ହୋଇଛି । ଏହି କ୍ରମରେ  4219 ସିଭିଲ କନେଷ୍ଟବଳ ପଦବୀ ପୂରଣ ହେବ । 2212 OISF କନେଷ୍ଟବଳ ପଦବୀ, 300…

ବଦଳିଲେ ୧୧ ଜିଲା ଏସ୍‌ପି

ଭୁବନେଶ୍ବର : ଆଇପିଏସ୍ ଏବଂ ଓପିଏସସ୍ତରରେ ରାଜ୍ୟ ସରକାର ଅଦଳବଦଳ କରିଛନ୍ତି। ୧୧ ଜିଲାରେ ନୂଆ ଏସ୍‌ପିଙ୍କୁ ନିଯୁକ୍ତ କରାଯାଇଛି। ନବରଙ୍ଗପୁର ଏସ୍‌ପି ମଡକର ସନ୍ଦୀପ ସମ୍ପତଙ୍କୁ ସିଆଇଡି-କ୍ରାଇମ୍‌ବ୍ରାଞ୍ଚ ଡିଆଇଜି ଭାବେ ବଦଳି କରାଯାଇଛି। ସିଆଇଡି-କ୍ରାଇମ୍‌ବ୍ରାଞ୍ଚ ଡିଆଇଜି ପରମାର ସ୍ମିତ…