Browsing Category

ରାଜ୍ୟ

୧୩ ଡିଗ୍ରି ତଳେ ରାଜ୍ୟର ୧୩ଟି ସହରର ତାପମାତ୍ରା

ଭୁବନେଶ୍ବର: ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଆରମ୍ଭ ହୋଇଯାଇଥିବା ବେଳେ ଆଜି ରାଜ୍ୟର ୧୩ଟି ସହରର ତାପମାତ୍ରା ୧୩ ଡିଗ୍ରି ତଳେ ରହିଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା କୋରାପୁଟ ଜିଲ୍ଲାର ସେମିଳିଗୁଡ଼ା ଓ କନ୍ଧମାଳ ଜିଲ୍ଲାର ଜି ଉଦୟଗିରି ଠାରେ ରେକର୍ଡ…

ସଚିବାଳୟରେ ପ୍ରଦର୍ଶିତ ହେବ ବାବୁସାନଙ୍କ ଅଭିନୀତ ‘ଦମନ’

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ବାବୁସାନଙ୍କ ଅଭିନୀତ ଯୁଗାନ୍ତକାରୀ ଚଳଚ୍ଚିତ୍ର ‘ଦମନ’ ସଚିବାଳୟରେ ପ୍ରଦର୍ଶିତ ହେବ। ଆଜି ସନ୍ଧ୍ୟା ୫ଟା ସମୟରେ ଏହି ଛବି ସଚିବାଳୟର କନଭେନସନ ହଲରେ ପ୍ରଦର୍ଶିତ ହେବ। ଏଥିରେ ଯୁଗ୍ମ ସଚିବ ପାହ୍ୟାରୁ ଉଚ୍ଚ ଅଧିକାରୀମାନେ ଅଂଶଗ୍ରହଣ କରିପାରିବେ। ଏନେଇ ରାଜ୍ୟ…

ଇଫିରେ ପ୍ରଦର୍ଶନ ଲାଗି ଦୁଇ ଓଡ଼ିଆ ଡିପ୍ଲୋମା ଫିଲ୍ମ ମନୋନୀତ

ଭୁବନେଶ୍ବର: ପୁଣି ଇଫି(ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ)ରେ ପ୍ରଦର୍ଶନ ଲାଗି ଓଡ଼ିଆ ସିନେମା ମନୋନୀତ ହୋଇଛି। ଏଥର ଦୁଇଟି ଛବିଙ୍କୁ ଭିନ୍ନ ଭିନ୍ନ କାରଣରୁ ପ୍ରଦର୍ଶନ ଲାଗି ଅନୁମତି ଦିଆଯାଇଛି। ଡିପ୍ଲୋମା ଫିଲ୍ମ ‘ଅସ୍ତରାଗ’ ଏହାର ସାଉଣ୍ଡ ଡିଜାଇନ୍ ପାଇଁ ଇଫି ରେ…

ଶିମିଳିଗୁଡ଼ା ରାଜ୍ୟର ସବୁଠାରୁ ଥଣ୍ଡା ଜାଗା, ୯ଟି ସହରର ତାପମାତ୍ରା ୧୪ ଡିଗ୍ରି ତଳେ

ଭୁବନେଶ୍ବର: ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଆରମ୍ଭ ହୋଇଯାଇଥିବା ବେଳେ ଆଜି ରାଜ୍ୟର ୯ଟି ସହରର ତାପମାତ୍ରା ୧୪ ଡିଗ୍ରି ତଳେ ରହିଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା କୋରାପୁଟ ଜିଲ୍ଲାର ଶିମିଳିଗୁଡ଼ାଠାରେ ରେକର୍ଡ ହୋଇଛି। ଏଠାରେ ତାପମାନ ୭.୬ ଡିଗ୍ରି…

କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାକୁ ମିଳିଲା ବଡ଼ ସଫଳତା, ରାଜସ୍ଥାନରୁ ଗିରଫ ହେଲେ ସାଇବର ଠକ ଗ୍ୟାଙ୍ଗ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାକୁ ମିଳିଲା ବଡ଼ ସଫଳତା | ରାଜସ୍ଥାନରୁ ପରିଚାଳିତ ଏକ ବିରାଟ ମଲ୍ଟି ଷ୍ଟେଟ୍ ସାଇବର / ଅର୍ଥନୈତିକ ଅପରାଧ ନେଟୱାର୍କ (ଠକେଇ / ଚାକିରି ରାକେଟ୍ / ସେକ୍ସଟୋର୍ସନ୍ / ଫିସିଂ / ନକଲି ବିଲିଂ) ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି। ଏହି…

ଖସୁଛି ପାରଦ: ଜି.ଉଦୟଗିରି ସବୁଠୁ ଥଣ୍ଡା ସହର

ଭୁବନେଶ୍ବର : ଖସୁଛି ପାରଦ। ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଆରମ୍ଭ ହୋଇଯାଇଥିବା ବେଳେ ଆଜି ରାଜ୍ୟର ୧୪ ସହରର ତାପମାତ୍ରା ୧୫ ଡିଗ୍ରି ତଳେ ରହିଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ ୯.୬ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ସମତଳ ଅଞ୍ଚଳମାନଙ୍କ ମଧ୍ୟରେ…

ଝାରଖଣ୍ଡ ଦେଇ ଓଡ଼ିଶା ଏବଂ ବିହାର ମଧ୍ୟରେ ୩୩ଟି ରୁଟରେ ଚଳାଚଳ କରିବ ବସ୍

କଟକ: ଓଡ଼ିଶା ଏବଂ ବିହାର ସରକାରର ପରିବହନ ବିଭାଗ ପ୍ରାୟ ୨୧୮୬୭ କିଲୋମିଟର ଅତିକ୍ରମ କରୁଥିବା ୩୩ଟି ରୁଟରେ ବସ ଚଳାଚଳର ଚୁକ୍ତିକୁ ନବୀକରଣ କରିଛନ୍ତି। ଝାରଖଣ୍ଡ ଦେଇ ୩୩ଟି ରୁଟରେ ଏସବୁ ବସ୍ ଚଳାଚଳ କରିବ। ଏହି ନୂତନ ଚୁକ୍ତି ଫଳରେ ବିହାରର ପାଟନା, ସରିଫ, ପ୍ରେଓଗର, ଗୟା, ଔରଙ୍ଗାବାଦ,…

ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ପାଇଁ ବଢ଼ୁଛି ସମର୍ଥନ

ସମ୍ବଲପୁର : ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିରେ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପୁଣି ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଧୀରେ ଧୀରେ ଜନ ସମର୍ଥନ ବଢ଼ୁଥିବା ପରିଲକ୍ଷିତ ହୋଇଛି। ଗୁରୁବାର ଦିନ ସମ୍ବଲପୁର ସହରର ଅନେକ ସଂଗଠନ ସ୍ବତଃସ୍ଫୁର୍ତ୍ତ ଭାବେ ସାମିଲ ହୋଇଛନ୍ତି।…

ଧାମନଗର ଉପନିର୍ବାଚନ

ଭଦ୍ରକ: ଧାମନଗର ଉପନିର୍ବାଚନର ଦ୍ବିତୀୟ ରାଉଣ୍ଡର ଗଣତିରେ ବି ବିଜେପି ପ୍ରାର୍ଥୀ ଆଗୁଆ ଥିବାର ସୂଚନା ରହିଛି। ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୬୧୦ରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି। ବିଜେପିର ସୂର୍ଯ୍ୟବଂଶୀ ସୂରଜ ଦ୍ଵିତୀୟ ରାଉଣ୍ଡ ସୁଦ୍ଧା ୧୩୭୯ ଖଣ୍ଡ ଭୋଟରେ ଆଗୁଆ ଥିବା ଜଣାଯାଇଛି।…

ବଦଳିବ ସ୍ବାସ୍ଥ୍ୟ ଭିତ୍ତିଭୂମି: ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଲେ ରାଜ୍ୟ ସରକାର; ନିର୍ମାଣ ହେବ ୩୩୮ ଡାକ୍ତରଖାନା ଓ…

ଭୁବନେଶ୍ବର: ରାଜ୍ୟର ସ୍ବାସ୍ଥ୍ୟ ଭିତ୍ତିଭୂମି‌ରେ ଉନ୍ନତି ଆସିବ। ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ଲୋକଙ୍କୁ ସହଜରେ ସ୍ବାସ୍ଥ୍ୟ ସେବା ମିଳିବ। ଉପାନ୍ତ ଓ ଦୁର୍ଗମ ଅଞ୍ଚଳରେ ଥିବା ଅସୁବିଧାକୁ ଦୂର କରିବା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି। ଏଥି ପାଇଁ ସରକାର ଆଗାମୀ…