ଉଭୟ ଲୋକସଭା ଓ ବିଧାନସଭା ନିବାର୍ଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି ।

ଭୁବନେଶ୍ୱର : ଆସିଲା ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା । ଉଭୟ ଲୋକସଭା ଓ ବିଧାନସଭା ନିବାର୍ଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ଏହି ପ୍ରାର୍ଥୀ ତାଲିକାରେ ୯ଟି ଲୋକସଭା ଆସନ ସହ ୭୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି ।

  1. କଳାହାଣ୍ଡି – ଲମ୍ବୋଧର ନିଆଳ
  2. ସମ୍ବଲପୁର – ପ୍ରଣବ ପ୍ରକାଶ ଦାସ
  3. ସୁନ୍ଦରଗଡ – ଦିଲ୍ଲୀପ ତିର୍କୀ
  4. ମୟୂରଭଞ୍ଜ – ସୁଦାମ ମାର୍ଣ୍ଡି
  5. କେନ୍ଦ୍ରାପଡା – ଅଂଶୁମାନ ମହାନ୍ତି
  6. ନବରଙ୍ଗପୁର – ପ୍ରଦୀପ ମାଝୀ
  7. ଭୁବନେଶ୍ୱର – ମନ୍ମଥ ରାଉତରାୟ
  8. କୋରାପୁଟ – କୌଶଲ୍ୟା ହିକ୍କକା
  9. ଆସ୍କା – ରଞ୍ଜିତା ସାହୁ

ବିଜେଡି ବିଧାନସଭା ପ୍ରାର୍ଥୀ

  1. ବିଷମ କଟକ – ଜଗନ୍ନାଥ ସାରକା
  2. ଗୁଣୁପୁର – ରଘୁନାଥ ଗମାଙ୍ଗ
  3. ରାୟଗଡା – ଅନୁସୂୟା ମାଝୀ
  4. ବରଗଡ – ଦେବେଶ ଆଚାର୍ଯ୍ୟ
  5. ବିଜେପୁର – ରୀତା ସାହୁ
  6. ଅତାବିରା – ସେହ୍ନାଙ୍ଗିନୀ ଛୁରିଆ
  7. ଭଟଲି – ସୁଶାନ୍ତ ସିଂ
  8. ଜଳେଶ୍ୱର – ଅଶ୍ୱିନୀ କୁମାର ପାତ୍ର
  9. ବସ୍ତା – ସୁବାସିନୀ ଜେନା
  10. ଭଣ୍ଡାରୀପୋଖରୀ – ସଞ୍ଜୀବ ମଲ୍ଲିକ
  11. ଭଦ୍ରକ – ପ୍ରଫୁଲ ସାମଲ
  12. ବାସୁଦେବପୁର – ବିଷ୍ମୁବତ୍ର ରାଉତରାୟ
  13. ଧାମନଗର – ଡକ୍ଟର ସଞ୍ଜୟ କୁମାର ଦାସ
  14. ଚାନ୍ଦବାଲି – ବ୍ୟୋମକେଶ ରାୟ
  15. ବିଞ୍ଝାରପୁର – ପ୍ରମିଳା ମଲ୍ଲିକ
  16. ଧର୍ମଶାଳା – ପ୍ରଣବ ବଳବନ୍ତରାୟ
  17. ଯାଜପୁର – ସୁଜାତା ସାହୁ
  18. ସୁକିନ୍ଦା – ପ୍ରୀତିରଞ୍ଜନ ଘଡେଇ
  19. ଢେଙ୍କାନାଳ – ସୁଧୀର ସାମଲ
  20. କାମାକ୍ଷାନଗର – ପ୍ରଫୁଲ କୁମାର ମଲ୍ଲିକ
  21. ପରଜଙ୍ଗ – ନୃସିଂହ ସାହୁ
  22. ପାଲଲହଡା – ମୁକେଶ ପାଲ
  23. ଛେଣ୍ଡିପଦା – ସୁଶାନ୍ତ କୁମାର ବେହେରା
  24. ସୋନପୁର – ନିରଞ୍ଜନ ପୂଜାରୀ
  25. ଲୋଇସିଂହା – ନିହାର ରଞ୍ଜନ ବେହେରା
  26. ପାଟଣାଗଡ – ସରୋଜ ମେହେର
  27. ବଲାଙ୍ଗୀର – କଳିକେଶ ନାରାୟଣ ସିଂହଦେଓ
  28. ଟିଟିଲାଗଡ – ଟୁକୁନି ସାହୁ
  29. ନୂଆପଡା – ରାଜେନ୍ଦ୍ର ଢୋଲକିଆ
  30. ଉମରକୋଟ – ନବୀନା ନାୟକ
  31. ଝରିଗାଁ – ରମେଶ ଚନ୍ଦ୍ର ମାଝୀ
  32. ନବରଙ୍ଗପୁର – କୌଶଲ୍ୟା ପ୍ରଧାନୀ
  33. ଡାବୁଗାଁ – ମନୋହର ରନ୍ଧାରୀ
  34. ଲାଞ୍ଜିଗଡ – ପ୍ରଦୀପ କୁମାର ଦିଶାରୀ
  35. ଜୁନାଗଡ – ଦିବ୍ୟଶଙ୍କର ମିଶ୍ର
  36. ଧର୍ମଗଡ – ପୁଷ୍ପେନ୍ଦ୍ର ସିଂ ଦେଓ
  37. ଭବାନୀପାଟଣା – ଲତିକା ନାୟକ
  38. ଜି ଉଦୟଗିରି – ସାଲୁଗା ପ୍ରଧାନ
  39. କଣ୍ଟାମାଳ – ମହିଧର ରଣା
  40. ବୌଦ୍ଧ – ପ୍ରଦୀପ କୁମାର ଅମାତ
  41. ବଡମ୍ବା – ଦେବୀ ପ୍ରସାଦ ମିଶ୍ର
  42. ବାଙ୍କୀ – ଦେବୀରଞ୍ଜନ ତ୍ରିପାଠୀ
  43. ଆଠଗଡ – ରଣେନ୍ଦ୍ର ପ୍ରତାପ ସ୍ୱାଇ
  44. କଟକ ଚୌଦାର – ସୌଭିକ ବିଶ୍ୱାଳ
  45. ନିଆଳି – ପ୍ରମୋଦ ମଲ୍ଲିକ
  46. କଟକ ସଦର – ଚନ୍ଦ୍ରସାରଥୀ ବେହେରା
  47. ପାଟକୁରା – ଅରବିନ୍ଦ ମହାପାତ୍ର
  48. ଆଳି – ପ୍ରତାପ ଦେବ
  49. ରାଜନଗର – ଧ୍ରୁବ ସାହୁ
  50. ମହାକାଳପଡା – ଅତନୁ ସବ୍ୟସାଚ୍ଚୀ ନାୟକ
  51. ପୁରୀ – ସୁନୀଲ ମହାନ୍ତି
  52. ବ୍ରହ୍ମଗିରି – ଉମାକାନ୍ତ ସାମନ୍ତରାୟ
  53. ସତ୍ୟବାଦୀ – ସଞ୍ଜୟ ଦାସବର୍ମା
  54. ପିପିଲି – ରୁଦ୍ର ପ୍ରସାଦ ମହାରଥୀ
  55. ଜଟଣୀ – ବିଭୂତି ବଳବନ୍ତରାୟ
  56. ରଣପୁର – ସତ୍ୟନାରାୟଣ ପ୍ରଧାନ
  57. ଦଶପଲ୍ଲା – ରମେଶ ଚନ୍ଦ୍ର ବେହେରା
  58. ନୟାଗଡ – ଅରୁଣ ସାହୁ
  59. ଭଞ୍ଜନଗର – ବିକ୍ରମ କେଶରୀ ଆରୁଖ
  60. ପୋଲସରା – ଶ୍ରୀକାନ୍ତ ସାହୁ
  61. କବିସୂର୍ଯ୍ୟନଗର – ଲତିକା ପ୍ରଧାନ
  62. ଛତ୍ରପୁର – ସୁବାଷ ଚନ୍ଦ୍ର ବେହେରା
  63. ସୋରଡା – ସଂଘମିତ୍ରା ସ୍ୱାଇଁ
  64. ହିଞ୍ଜିଳି – ନବୀନ ପଟ୍ଟନାୟକ
  65. ଗୋପାଳପୁର – ବିକ୍ରମ କୁମାର ପଣ୍ଡା
  66. ଦିଗପହଣ୍ଡି – ବିପ୍ଲବ ପାତ୍ର
  67. ଚିକିଟି – ଚିନ୍ମୟ ନନ୍ଦ ଶ୍ରୀରୂପଦେବ
  68. କୋଟପାଡ – ଚନ୍ଦ୍ରଶେଖର ମାଝୀ
  69. କୋରାପୁଟ – ରଘୁରାମ ପୋଡାଲ
  70. ମାଲକାନଗିରି – ମାନସ ମାଡକାମୀ
  71. ଘଷିପୁରା – ବଦ୍ରିନାରାୟଣ ପାତ୍ର
  72. ପାଟଣା – ଜଗନ୍ନାଥ ନାୟକ

Comments are closed.