ଭୁବନେଶ୍ବର ନନ୍ଦନବିହାରରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ବର: ଭୁବନେଶ୍ବର ଚନ୍ଦ୍ରଶେଖରପୁର ନନ୍ଦନବିହାରରେ ଭୟାବହ ଅଗ୍ନିକାଣ୍ଡ। ଭୋରରୁ ୩ ମହଲା କୋଠାରେ ଲାଗିଲା ନିଆଁ। ଏମ୍ବାସୀ ବାର ମାଲିକଙ୍କ ଘରେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ହୋଇଛି। ହଠାତ ନିଆଁ ଦେଖି ଘର ମାଲିକଙ୍କ ସ୍ତ୍ରୀ ଓ ପିଲା ବାଥରୁମରେ ପଶିଯାଇଥିଲେ। ସାଓ୍ବାର ଖୋଲି ଦୀର୍ଘ ସମୟ…

ନିଖୋଜ କଲେଜ ଛାତ୍ରୀ ଉଦ୍ଧାର

କଣାସ: ରାଜୁଆ ନଦୀ ବ୍ରିଜ୍ ଉପରୁ ଡେଇଁ ନିଖୋଜ କଲେଜ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ଗତକାଲି କଣାସ ଥାନା ଅନ୍ତର୍ଗତ ଗଡବଡପୁଟ ଗ୍ରାମର ଜଣେ ୧୮ ବର୍ଷୀୟା +୩ ଦ୍ୱିତୀୟ ବର୍ଷ କଳାରେ ପାଠ ପଢୁଥିବା ଛାତ୍ରୀ ଗାଁ ନିକଟରେ ଥିବା ମନ୍ଦାରବସ୍ଥ ବିଦ୍ୟୁତ୍ ମହାବିଦ୍ୟାଳୟକୁ ଯିବା ସମୟରେ ରାଜୁଆ ନଦୀ…

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସେଁପୁରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା

 ଭବାନୀପାଟଣା : ଭବାନୀପାଟଣା ବ୍ଲକ ଅନ୍ତର୍ଗତ ସେଁପୁର ସରସ୍ବତୀଶିଶୁ ବିଦ୍ୟାମନ୍ଦିର ପରିସରରେ ବୁଧବାର ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି । ଏଥିରେ ବିଜ୍ଞାନରେ ୬୨ ଓ ଗଣିତରେ ୪୭ ଟି ପ୍ରକଳ୍ପ ଆସିଥିଲା । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଟିକଦେବ ସାହୁଙ୍କ…

କୁଆଖାଇ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

କଟକ: କଟକ ତ୍ରିଶୁଳିଆ ବେଲଗଛିଆ ନିକଟ କୁଆଖାଇ ନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳ ସମୟରେ ମୃତଦେହଟି ନଦୀ ମଝିରେ ଥିବା ପଠାରେ ଲାଗିଥିବାର ଦେଖି ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ଏହାପରେ ଅଗ୍ନିଶମ ବାହିନୀ ପକ୍ଷରୁ ମୃତଦେହଟିକୁ ଉଦ୍ଧାର…

ଆଚରଣ ଅସହ୍ୟ ହେବାରୁ ସ୍ତ୍ରୀ’କୁ ମାରି ବଣରେ ଫିଙ୍ଗିଦେଲେ ସ୍ବାମୀ

ନୂଆଦିଲ୍ଲୀ: ୭୦ ହଜାର ଟଙ୍କା ଦେଇ କିଣି ବାହା ହୋଇଥିବା ସ୍ତ୍ରୀ’ର ଆଚରଣରେ ଅସନ୍ତୁଷ୍ଟ ହୋଇ ସ୍ବାମୀ ତା’ର ତଣ୍ଟି ଚିପି ହତ୍ୟା କରି ଦକ୍ଷିଣପଶ୍ଚିମ ଦିଲ୍ଲୀର ଫତେପୁର ବେରି ଅନ୍ତର୍ଗତ ଅରଣ୍ୟାଞ୍ଚଳରେ ଶବ ଫିଙ୍ଗି ଦେଇଥିବା କଥା ବୁଧବାର ଦିନ ପୁଲିସ କହିଛି। ପୁଲିସ କହିଛି, ଅଭିଯୁକ୍ତ…

ଦୁର୍ଘଟଣା ନେଲା ଚାଳକଙ୍କ ଜୀବନ

କୋଇଡ଼ା: ପୁଣି ଚୁନାଘାଟିରେ ଦୁର୍ଘଟଣା। ଟ୍ରକ୍ ଏବଂ ହାଇୱା ମୁହାଁମୁହିଁ ଧକ୍କା ହେବା ଫଳରେ ଟ୍ରକ୍ ଓଲଟିଲା। ଏଥିରେ ଚାଲିଯାଇଛି ଡ୍ରାଇଭରଙ୍କ ଜୀବନ। ଗତକାଲି ରାତି ପ୍ରାୟ ୧୧ଟାରେ ଘଟିଥିଲା ଏହି ଦୁର୍ଘଟଣା। ପ୍ରାୟ ୮ ଘଣ୍ଟାର କସରତ ପରେ ଆଜି ସକାଳେ ଚାପି ହୋଇଥିବା ଚାଳକଙ୍କୁ ସକାଳେ ବାହାର…

ଯୌତୁକ ପାଇଁ ବଧୂହତ୍ୟା

ଅନୁଗୁଳ: ଯୌତୁକ ପାଇଁ ଜଣେ ନବବଧୂଙ୍କୁ ତଣ୍ଡି ଚିପି ହତ୍ୟା କରିବା ମାମଲାରେ ତାଙ୍କ ସ୍ବାମୀ, ଶାଶୂ ଓ ଶ୍ବଶୁରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଅଦାଲତ। ସମସ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇବା ସହ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ୧ ବର୍ଷ…

ଗଜପତିରେ ବର୍ଷର ପ୍ରଥମ ଡେଙ୍ଗୁ ମୃତ୍ୟୁ

ପାରଳାଖେମୁଣ୍ତି: ଚଳିତ ବର୍ଷ ଜିଲ୍ଲାର ପ୍ରଥମ ଡେଙ୍ଗୁ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ଗୁମ୍ମା ବ୍ଲକ୍ ନାମନଗଡ଼ ପଞ୍ଚାୟତ ଖ୍ରୀଷ୍ଟିଆନ୍‌ ସାହିର ବିକାଶ ଲିମା(୨୫)। ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେହିପରି ଉକ୍ତ ସାହିର ଆହୁରି ୫ ଜଣ…

ମହନୀୟ ଚରିତ୍ର ଭରତ 

ମହାକାବ୍ୟ ରାମାୟଣରେ ଭରତ ଏକ ମହନୀୟ ଚରିତ୍ର l ଶ୍ରୀରାମଙ୍କ ପ୍ରତି ଲକ୍ଷ୍ମଣଙ୍କର ଭକ୍ତି ଥିଲା, ସଗୁଣ କିନ୍ତୁ ଭରତଙ୍କ ଭକ୍ତି ଥିଲା ନିର୍ଗୁଣ l ଲକ୍ଷ୍ମଣ ପ୍ରଭୁ ରାମଙ୍କ ପାଖେ ପାଖେ ରହି ସେବା କରିଛନ୍ତି ମାତ୍ର ଭରତଙ୍କୁ ସେ ସୁଯୋଗ ପ୍ରାପ୍ତ ହୋଇ ନାହିଁ l କିନ୍ତୁ ସେ ମଧ୍ୟ ଲକ୍ଷ୍ମଣଙ୍କ…

ଲଣ୍ଡନର ରାଜରାସ୍ତାରେ ଶାଢ଼ୀର ରଙ୍ଗାରଙ୍ଗ ଶୋଭାଯାତ୍ରା

ଲଣ୍ଡନ: ତା ୯.୦୮.୨୦୨୩ ବିଶ୍ଵର ସାଂସ୍କୃତିକ ରାଜଧାନୀ ଲଣ୍ଡନ ନଗରୀର ରାଜରାସ୍ତାରେ ନିକଟରେ ଭାରତୀୟ କଳା, ସଂସ୍କୃତି ଓ ଐତିହ୍ୟର ପ୍ରତୀକ ଶାଢ଼ୀର ଅନନ୍ୟ ଓ ଅପୂର୍ବ ଝଲକ ଦେଖିବାକୁ ମିଳିଥିଲା। ଜାତୀୟ ହସ୍ତତନ୍ତ ଦିବସର ଅବ୍ୟବହିତ ପୂର୍ବରୁ "ଇନସ୍ପାୟାରିଂ ଇଣ୍ଡିଆନ ୱିମେନ୍ ଗ୍ରୁପ"ର…