Sign in
Sign in
Recover your password.
A password will be e-mailed to you.
Author
BB News Network 7296 posts 0 comments
ତସ୍ମୈ ଶ୍ରୀଗୁରଵେ ନମଃ
ଅଜ୍ଞାନ ତିମିରାନ୍ଧସ୍ୟ ଜ୍ଞାନାଞ୍ଜନ ଶଳାକୟା l
ଚକ୍ଷୁରୁନ୍ମୀଳିତଂଯେନ ତସ୍ମୈ ଶ୍ରୀଗୁରଵେ ନମଃ ll
****
ବଶିଷ୍ଟ ସ୍ମୃତି କହନ୍ତି "ତ୍ରିନ୍ୟାହୁରତିଦାନାନି ଗାଵଃ ପୃଥ୍ୱୀ ସରସ୍ବତୀ ଅତି ଦାନାଂ ହି ଦାନାନାଂ ବିଦ୍ୟା ଦାନଂ ତତୋଧିକମ୍ "l ଅର୍ଥାତ ଗାଈ, ଭୂମି ଏବଂ ବିଦ୍ୟା ଦାନ ଅତି ଦାନ ଅଟେ…
ମୋହନା ଗୁରୁ ପୂଜନ ଦିବସ ପାଳନ।
ଗଜ ପତି : ମୋହନା ବ୍ଳକ ଅନ୍ତର୍ଗତ ଗୋବିନ୍ଦ ପୁର ଗ୍ରାମ ପଞ୍ଚାୟତ ର କେଶରା ଗ୍ରାମ ବିଦାଳୟ ,ପ୍ରକଳ୍ପ ଉପ୍ରା ପ୍ରଥ ମିକ ବିଦ୍ୟାଳୟ ରେ ଗୁରୁ ପୂଜନ ଦିବସ ପାଳନ ଅବସରରେ ସମ୍ମାନିତ ମୁଖ୍ୟ ଅତିଥି ରୂପେ ଶ୍ରୀ ଦେବ ଦତ ତମାରଫୁ (ବି, ଇ, ଓ ,)ଗୋଗ ଦେ ଇ ଛାତ୍ର ଓ ଛାତ୍ରୀ ମାନକୁ ନେଇ ଏକ ଗ୍ରୁରୁ…
ଜଳପ୍ରଭା କୁମ୍ଭୀର କଥା
ଶାରଳା ମହାଭାରତର କାହାଣୀ l ମାତା କୁନ୍ତୀଙ୍କ ସହିତ ପାଣ୍ଡଵ ପଞ୍ଚ ଭ୍ରାତା ଜତୁଗୃହ ଦାହରୁ ରକ୍ଷା ପାଇବା ପାଇଁ ବିଦୁର ଖୋଳାଇଥିବା ଗୁପ୍ତ ସୁଢ଼ଙ୍ଗ ପଥଦେଇ ବାହାରିଆସି ଦେଖନ୍ତି,ସୁଢ଼ଙ୍ଗ ମୁଣ୍ଡରେ ଭରାନଦୀ l ନଦୀକୁ ପୁଣି କେମିତି ପାରକରିବେ l କିଛି ଦୂରରେ ଦେଖିଲେ ନାଉରିଆଟେ ଡଙ୍ଗାଧରି…
ଜୟ ମାଆ ଭଦ୍ରକାଳି
ସାଳନ୍ଦୀ ତଟୀନୀ ତଟ ବିହାରିଣୀ l
ମାଆ ଭଦ୍ରକାଳୀ ଅଭୟ ଦାୟିନୀ ll
ଚାରିଭୁଜେ ଶୋହେ ଖଡ଼ଗ ଖର୍ପର l
ଜପାମାଳି ଶିଶୁକୃଷ୍ଣ କୋଳେ ତୋର ll
ପଦ୍ମାସନୀ ମାଆ ବାହନ କେଶରୀ l
ଆମ୍ବା,ଅମ୍ବିକା ମା'ଶଙ୍କରୀ ଗଉରୀ ll
କାଳି, କରାଳିନି,କରାଳ ବଦନୀ l
ଶିବାଶନି ମାଆ ନୃମୁଣ୍ଡ ମାଳିନୀ ll…
୧୧ରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ କରିବ ଶିକ୍ଷକ ସଂଘ ।
କଟକ: ସରକାର ଶିକ୍ଷାର ଉନ୍ନତି ପାଇଁ ବିଭିନ୍ନ ଯୋଜନାର ଡିଣ୍ଡିମ ପିଟୁଥିବାବେଳେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପ୍ରତି ଅହେତୁକ ଅବହେଳା ସତେ ଯେମିତି ଧର୍ମକୁ ଆଖିଠାର ବୋଲି ପ୍ରାରମ୍ଭିକ ନିଯୁକ୍ତ ଶିକ୍ଷକ ସଂଘ ପକ୍ଷରୁ ଅଭିଯୋଗ ହୋଇଛି । ବର୍ଷ ବର୍ଷ ଧରି ସେମାନଙ୍କ ସମସ୍ୟା ସମ୍ପର୍କରେ…
ତାତିରୁ ମିଳିବ ଆଶ୍ୱସ୍ତି; ୬ ରୁ ପ୍ରବଳ ବର୍ଷା
ଭୁବନେଶ୍ୱର : କିଛିଦିନ ଅସହ୍ୟ ତାତି ପରେ ମିଳିବ ଆଶ୍ୱସ୍ତି । ୬ ତାରିଖରୁ ପୁଣି ଆସୁଛି ବଡ଼ ବର୍ଷା । ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତାକାଲିଠୁ ବର୍ଷା ଆରମ୍ଭ ହେବ । ୬ ତାରିଖ ବେଳକୁ ଏହା ବଢ଼ିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଆସନ୍ତା ଦୁଇ ସପ୍ତାହ ମଧ୍ୟରେ…
ଇଚ୍ଛା ମୃତ୍ୟୁ
ଜାପାନ ଦେଶକୁ
ବୃଦ୍ଧଂକର ଦେଶ
ଲୋକେ ଆଖ୍ୟା ଦେଇଥାନ୍ତି
ତ୍ରୀଂଶ ପ୍ରତିଶତ
ବୃଦ୍ଧ ବୃଦ୍ଧା ଏଠି
ବସବାସ କରିଥାନ୍ତି।
ନିଃସଙ୍ଗ ଜୀବନ
କଟାଇ ଥାଆନ୍ତି
ରୋବର୍ଟ କେବଳ ସାଥୀ
ପାଖରେ ନ ଥାନ୍ତି
ଝିଅ, ଜ୍ବାଇଁ ଅବା
ପୁଅ ବୋହୂ ଆଉ ନାତି।
ଏ ପରିପ୍ରେକ୍ଷୀରେ
ଜାପାନର ବୃଦ୍ଧ…
‘ଜୀବନବ୍ୟାପୀ ସାଧନା ସମ୍ମାନ’ରେ ମୁଖ୍ୟମନ୍ତ୍ରୀ ସମ୍ମାନିତ
ଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ସମ୍ମାନିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ‘ଜୀବନବ୍ୟାପୀ ସାଧନା ସମ୍ମାନ’ରେ ମୁଖ୍ୟମନ୍ତ୍ରୀ ସମ୍ମାନିତ ହୋଇଛନ୍ତି । ପୂର୍ବତନ ସିଜେଆଇ ଜଷ୍ଟିସ ଏନ.ଭି.ରମଣାଙ୍କ ଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କାର ଗ୍ରହଣ କରିଛନ୍ତି । ତାଙ୍କର…
ବୌଦ୍ଧ ଜିଲାରେ କପାମଣ୍ଡି ସ୍ଥାପନ କରିବାକୁ ଚାଷୀଙ୍କ ଦାବି ।
ବୌଦ୍ଧ: କୃଷି ଭିତ୍ତିକ ବୌଦ୍ଧ ଜିଲାରେ ଚାଷୀ ସଦାସର୍ବଦା ଅଭାବୀ ବିକ୍ରି ଓ ଦଲାଲଙ୍କ ଦ୍ୱାରା ଶୋଷିତ ହୋଇ ଆସୁଅଛି । ଧାନ ଫସଲ ହେଉ ଅବା ପନିପରିବା କିମ୍ବା ଧଳା ସୁନା କୁହାଯାଉଥିବା କପା ଫସଲ ମଣ୍ଡି ଅଭାବରୁ ଚାଷୀ ସର୍ବଦା କ୍ଷତି ସହୁଛି । ବାରମ୍ବାର କ୍ଷତି ହେବା ଫଳରେ ଚାଷୀ ଚାଷ ପ୍ରତି…