ସ୍ଵିଜରଲାଣ୍ଡର ଜାତୀୟ ରଗବୀ ଦଳରେ ଚୟନ ହେଲେ ଓଡିଆ ପୁଅ,
ଭୁବନେଶ୍ଵର: ରାଜ୍ୟ ପାଇଁ ଗୌରବ ଆଣିଲେ ଓଡିଆ ପୁଅ କବୀର ଦାସ। ସ୍ଵିଜରଲାଣ୍ଡ ରଗବୀ ଜାତୀୟ ଦଳ ପାଇଁ କବୀର ଚୟନ ହୋଇଛନ୍ତି। ସ୍ଵିଜରଲାଣ୍ଡ ଜାତୀୟ ଦଳରେ କବୀର ଏକ ମାତ୍ର ଭାରତୀୟ ଏବଂ ଓଡିଆ ଖେଳାଳି।
କବୀର ସ୍ଵିଜରଲାଣ୍ଡର ବାସେଲ କ୍ୟାଣ୍ଟନ ଦଳରୁ ରଗବୀ ଖେଳିବା ଆରମ୍ଭ କରିଥିଲେ। ନିଜର…