ଘରୋଇ ସ୍କୁଲରେ ପିଲାଙ୍କୁ ନିର୍ଯାତନା କଲେ ଗିରଫ କରିବାକୁ ପୋଲିସ କମିଶନର ଙ୍କୁ ଭେଟି ଦାବି କଲା ଓଡିଶା ଅଭିଭାବକ…

ଭୁବନେଶ୍ୱର : ୨୪/୦୮/୨୨-ଅlପିଜେ ସ୍କୁଲ ଘଟଣା ପରେ ଅନ୍ୟ ସ୍କୁଲରେ ପୁନରାବୃତ୍ତି ନହେବା ପାଇଁ ଦୃଢ଼ ପଦକ୍ଷେପ ନେବାକୁ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଆଜି ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟଙ୍କ ନେତୃତ୍ୱରେ ଓଡିଶା ଅଭିଭାବକ ମହାସଂଘର ଏକ ପ୍ରତିନିଧି ଦଳ ଭେଟି ଆଲୋଚନା କରିଛି l ଏ…

ବଜ୍ରପାତରେ ଚାଲିଗଲା ୨ ଜୀବନ

ମାଲକାନଗିରି : ମାଲକାନଗିରି ଅନ୍ତର୍ଗତ ବାଉଁଶଗୁଡ଼ା ଗାଁ ଦାଣ୍ଡରେ ବସି କିଛି ଲୋକ କଥା ହେଉଥିବା ଥିବା ବେଳେ ବଜ୍ରପାତ। ବଜ୍ରପାତ ରେ ୨ଜଣ ମୃତ୍ଯୁବରଣ କରିଛନ୍ତି। ଜଣଙ୍କର ମୃତ୍ଯୁ ଘଟଣାସ୍ଥଳରେ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଅନ୍ୟ ଚାରିଜଣଙ୍କୁ ଗୁରୁତର…

ସମ୍ପର୍କ ସେତୁ କାର୍ଯ୍ୟକ୍ରମ ରେ ନାଚିଲେ ଜିଲ୍ଲାପାଳ ।

ସୁବର୍ଣ୍ଣପୁର : ଆଦିବାସୀ ମହିଳାଙ୍କ ସହିତ ଆଦିବାସୀ ଗୀତରେ ତାଳେତାଳେ ନାଚିଲେ ସୁବର୍ଣ୍ଣପୁର ଜିଲ୍ଲାବପାଳ ଆବୋଲି ସୁନିଲ ନରୱଣେ । ସୁବର୍ଣ୍ଣପୁର ଜିଲ୍ଲାର ଉପାନ୍ତ ଅଞ୍ଚଳ ଉଲୁଣ୍ଡା ବ୍ଲକ ଯଉଁରାଭଉଁରା ପଞ୍ଚାୟତର ରାଧାନଗର ଗାଁକୁ ସମ୍ପର୍କର ସେତୁ କାର୍ଯ୍ଯକ୍ରମରେ ଯୋଗଦେବାପାଇଁ ଯାଇଥିବା…

ଯଉଁରାଭଉଁରା ପଞ୍ଚାୟତ ରାଧାନଗର ଗ୍ରାମରେ ଜିଲ୍ଲାପ୍ରଶାସନର ପ୍ରଥମ ସମ୍ପର୍କ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର : (ବିବି ନିୟୁଜ ବ୍ୟୁରୋ) ସୁବର୍ଣ୍ଣପୁର ଜିଲ୍ଳାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତା ରେ ଆଜି ଯଉଁରାଭଉଁରା ପଞ୍ଚାୟତର ରାଧାନଗର ଗ୍ରାମର ଧବଳେଶ୍ଵର ଶିବ ମନ୍ଦିର ନିକଟରେ ଜିଲ୍ଲାପ୍ରଶାସନର ପ୍ରଥମ ସମର୍କ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି…

ଗ୍ରାମୀଣ କୌଶଳ ଯୋଜନା ର ବ୍ଲକସ୍ତରୀୟ ଶିବିର ଅନୁଷ୍ଠିତ !

କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ବ୍ଲକ୍ ପ୍ରଶାସନ ଦ୍ବାରା ଆୟୋଜିତ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ର ବ୍ଲକସ୍ତରୀୟ ଶିବିର ଅନୁଷ୍ଠିତ !

କୁଶାଡୁଙ୍ଗରିକୁ ପୌରପାଳିକାରେ ସାମିଲ କରିବା ନେଇ ଭବାନୀପାଟଣା ପୌରାଧ୍ୟକ୍ଷାଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ଡ଼.ଭବାନୀ…

କଲାହାଣ୍ଡି : (ବିବି ନିୟୁଜ ବ୍ୟୁରୋ) ଭବାନୀପାଟଣା ଆଜି ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଡ଼. ଭବାନୀ ଶଙ୍କର ନିଆଲ କୁଶାଡୁଙ୍ଗରିକୁ ପୌରପାଳିକାରେ ସାମିଲ କରିବା ନେଇ ଭବାନୀପାଟଣା ପୌରାଧ୍ୟକ୍ଷାଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସୂଚନା ଅନୁଯାଇ,୨୦୧୫-୧୬ ମସିହାରେ ମାନ୍ୟବର ଓଡିଶା…

କେପିଟାଲ ହସ୍ପିଟାଲ ରେ ପିଜିଆଇ ନାମଲେଖା ପାଇଁ ମିଳିଲା ଅନୁମତି

ଭୁବନେଶ୍ୱର : ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ବଡ଼ ଖୁସିଖବର । Capital Hospitalରେ ପିଜିଆଇ ନାମଲେଖା ପାଇଁ ଦୁଇଟି ବିଭାଗକୁ ଏନଏମସି (ନ୍ୟାସନାଲ ମେଡିକାଲ କମିସନ) ଅନୁମୋଦନ କରିଛି। ଯାହାଦ୍ବାରା ଆସନ୍ତା ସେପ୍ଟେମ୍ବରରେ ହେବାକୁ ଥିବା କାଉନସେଲିଂରେ ନାମଲେଖା ହୋଇ ପାଠ ପଢାଯିବ…

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମଝି ହେଲେ ପିଏସି ଅଧକ୍ଷ ।

ଭୁବନେଶ୍ୱର : ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ଭାଜପା ବିଧାୟକ ମୋହନ ଚରଣ ମାଝିଙ୍କୁ ବିଧାନସଭାର ପିଏସି (ପବ୍ଲିକ ଆକାଉଣ୍ଟସ୍‌ କମିଟି) ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ବିଧାନସଭା ସଚିବାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ…

କୃଷିଭିତ୍ତିକ ଗଣପର୍ବ ନୁଆଁଖାଇ ଉପଲକ୍ଷେ ସ୍ୱତନ୍ତ୍ର ରେଳଗାଡି ଚଳାଇବାକୁ ‘ଜାଗରଣ’ ତରଫରୁ ଦାବି।

ସମ୍ବଲପୁର : ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୁଆଁଖାଇ ଉପଲକ୍ଷେ ସ୍ୱତନ୍ତ୍ର ରେଳଗାଡି ଚଳାଚଳ କରିବାକୁ ରେଳବାଇ ନିକଟରେ ଦାବି କରାଯାଇଛି। ସାମାଜିକ ଅନୁଷ୍ଠାନ ‘ଜାଗରଣ’ ତରଫରୁ ଏକ ପ୍ରତିନିଧି ମଣ୍ଡଳ ସମ୍ବଲପୁର ରେଳ ମଣ୍ଡଳ ପ୍ରବନ୍ଧକ ପ୍ରଦୀପ କୁମାର ଙ୍କୁ ସାକ୍ଷାତକାର କରି ମଙ୍ଗଳବାର…

ଗୁରୁବାୟୁର ଶ୍ରୀକୃଷ୍ଣ ମନ୍ଦିର

ଭାରତ ବର୍ଷରେ ଅବସ୍ଥିତ ପ୍ରସିଦ୍ଧ ଶ୍ରୀକୃଷ୍ଣ ମନ୍ଦିର ମାନଙ୍କ ମଧ୍ୟରେ କେରଳର ଗୁରୁବାୟୁର ଶ୍ରୀକୃଷ୍ଣ ମନ୍ଦିର ଅନ୍ୟତମ l ସେଠାରେ ଭଗବାନ ଶ୍ରୀକୃଷ୍ଣ ଚତୁର୍ଭୁଜ ନାରାୟଣ ରୂପରେ ବିରାଜିତ l କେରଳି ଭାଷାରେ ସେ ଏଠାରେ ଗୁରୁବାୟୁରାପ୍ପାନ୍ ଭାବେ ପରିଚିତ l ପ୍ରଭୁ ଶ୍ରୀକୃଷ୍ଣଙ୍କ ଏହି ପୀଠ…