Sign in
Sign in
Recover your password.
A password will be e-mailed to you.
Author
BB News Network 4854 posts 0 comments
ଫିଙ୍ଗାଜାଲ
ଭୈରବ ବାବୁଙ୍କ ଅଜବ ନୀତି
ଯୁଆଡେ ଲାଭ ସିଆଡେ ଗତି
ଇଛା କଲେ ମାଛ ଖାଇବେ ବୋଲି
କେନାଲ ଆଡେ ଗଲେ ସେ ବୁଲି ।।
କେନାଲରେ ମାଛ ଖେଳିବା ଦେଖି
ବାହାରିଲେ ସେ ଜାଲ ଦେଖି
ପଡୋଶୀ ପାଖରୁ ପାଇଲେ ଜାଲ
ଭାବିଲେ କେମିତି ପଡେ ସେ ଜାଲ ।।
ମାଛ ଧରାଳୀଙ୍କ ଜାଲ ପକା ଦେଖି…
ଗୁଞ୍ଜଉଠେ ସାହାନାଇ
ଭଗବାନଙ୍କର ଲୀଳା ବଡ଼ ବିଚିତ୍ର l ଶ୍ରୀନାରାୟଣ ଭଟ୍ଟତ୍ରିସ୍ୱାମୀ ବିରଚିତ ଶ୍ରୀନାରାୟଣୀୟମ୍ ଗ୍ରନ୍ଥର ଏକ ସ୍ତୋତ୍ରରେ କୁହା ଯାଇଛି," ବିଚିତ୍ର ରୁପସ୍ଥ୍ୱତ୍ କାହାଲୁ ଅନୁଗ୍ରହମ୍"l ଅର୍ଥ,ଭଗବାନଙ୍କ ପାଖରେ କୌଣସି ଜାତି,ବର୍ଣ୍ଣ,ଧର୍ମର ବିଚାର ନଥାଏ l ସେ କେବଳ ଭକ୍ତିକୁହିଁ ବିଚାରକୁ…
ମା ମଝିଘରିଆଣିଙ୍କ ହୁଣ୍ଡିରୁ ମିଳିଲା ୧ କୋଟି ୧ ଲକ୍ଷ ଟଙ୍କା, ୧୦୪ ଗ୍ରାମ ସୁନା
ରାୟଗଡ଼ା:(ବିବି ନିୟୁଜ ବ୍ୟୁରୋ) ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣିଙ୍କ ହୁଣ୍ଡି ଆଜି ଖୋଲିଛି। ହୁଣ୍ଡିରୁ ରେକର୍ଡ ୧ କୋଟି ୧ ଲକ୍ଷ ୨୩ ହଜାର ୩୮୦ ଟଙ୍କା ସହ ୧୦୪ ଗ୍ରାମ ସୁନା, ୨ କେଜି ୬୭୯ ଗ୍ରାମ ରୂପା ମିଳିଛି। ଏଥି ସହିତ ଡଲାର ଓ ବୈଦେଶିକ ମୁଦ୍ରା ମଧ୍ୟ ମିଳିଛି। ପୁରୁଣା ୩ଟି…
ସାମ୍ବାଦିକଙ୍କୁ ମିଳିବ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର।
ଭୁବନେଶ୍ୱର (ବିବି ନିୟୁଜ ବ୍ୟୁରୋ) : ପ୍ରାୟ ୫ବର୍ଷ ପରେ ରାଜ୍ୟ ସରକାର ସାମ୍ବାଦିକଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାସହିତ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା କ୍ରୀଡ଼ାବିତଙ୍କୁ ମଧ୍ୟ ପୁରସ୍କୃତ କରାଯିବ । ଚୟନ କମିଟି ପକ୍ଷରୁ…
ଦରବୃଦ୍ଧି ନିୟନ୍ତ୍ରଣ ପାଇଁ ମାଲଗୋଦାମରେ ଯୋଗାଣ ବିଭାଗର ଚଢ଼ାଉ
କଟକ (ବିବି ନିୟୁଜ ବ୍ୟୁରୋ): ସମ୍ପ୍ରତି ରାଜ୍ୟରେ ବଜାର ଦର ହୁ ହୁ ହୋଇ ବଢ଼ିଚାଲିଥିବାବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଯୋଗାଣ ବିଭାଗର ଚଢ଼ାଉ ଆରମ୍ଭ ହୋଇଛି । ରାଜ୍ୟ ଯୋଗାଣ ବିଭାଗ ମନ୍ତ୍ରୀ ଓ ସଚିବଙ୍କ ନିର୍ଦ୍ଦେଶ କ୍ରମେ କଟକ ଜିଲ୍ଲା ଯୋଗାଣ ସ୍କ୍ୱାର୍ଡ଼ ଆଜି କଟକର ବିଭିନ୍ନ ସ୍ଥାନରେ…
ଶନିବାର ବନ୍ଦ ରହିବ ଖୋର୍ଦ୍ଧାର ୧୩୯ ଶିକ୍ଷାନୁଷ୍ଠାନ
ଭୁବନେଶ୍ୱର : ଗୃହ ବିଭାଗ ଅଧିନରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ପଦବୀ ପାଇଁ ଲିଖିତ ପରୀକ୍ଷା ଅଗଷ୍ଟ ୨୭ ତାରିଖ ଅନୁଷ୍ଠିତ ହେବ। ଏହି ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ଖୋର୍ଦ୍ଧା ଜିଲ୍ଲାର ୧୩୯ଟି ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ପବ୍ଲିକ ସର୍ଭିସ କମିଶନ ପକ୍ଷରୁ ପ୍ରକାଶ ପାଇଥିବା…
ଶିକ୍ଷକଙ୍କୁ ନିୟମିତ ନିଯୁକ୍ତି ପ୍ରମାଣପତ୍ର ପ୍ରଦାନ ।
ଗଞ୍ଜାମ: ପାତ୍ରପୁର ବ୍ଲକର କରୁଣା କର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ନିୟମିତ ହୋଇଥିବା ୨୯ ଜଣ କନିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିୟମିତ ନିଯୁକ୍ତି ପତ୍ର ବଣ୍ଟନ କାର୍ଯ୍ୟକ୍ରମ କନିଷ୍ଠ ଶିକ୍ଷକ ସଂଘ ପାତ୍ରପୁର ଦ୍ୱାରା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପାତ୍ରପୁର ଗୋଷ୍ଠୀ ଶିକ୍ଷା…
ବାରବାଟୀ ଷ୍ଟାଡିୟମରେ ଲିଜେଣ୍ଡ ଲିଗ୍ କ୍ରିକେଟ ମ୍ୟାଚ ଖେଳାଯିବ।
କଟକ: ଐତିହାସିକ ବାରବାଟୀ ଷ୍ଟାଡିୟମରେ ଲିଜେଣ୍ଡ ଲିଗ୍ କ୍ରିକେଟ ମ୍ୟାଚ ଖେଳାଯିବ। ଆସନ୍ତା ସେପ୍ଟେମ୍ବର ମାସରେ ଟୁର୍ଣ୍ଣାମେଣ୍ଟର ୩ଟି ମ୍ୟାଚ ଖେଳାଯିବ। ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ) ସଂପାଦକ ସଂଜୟ ବେହେରା ବୁଧବାର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ବାରବାଟୀ…
ଜିତିଲେ ନୀତୀଶ,ଟାର୍ଗେଟ କଲେ ମୋଦିଙ୍କୁ।
ପାଟନା: ଦୁଇ ସପ୍ତାହ ପୂର୍ବରୁ ବିଜେପି ସହ ମେଣ୍ଟ ଭାଙ୍ଗିଥିବା ଏବଂ ଆରଜେଡି ନେତୃତ୍ୱାଧୀନ ମହାଗଠବନ୍ଧନ ସହିତ ସରକାର ଗଠନ କରିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର ଦିନ ବିଧାନସଭାରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିଛନ୍ତି। ବିହାର ବିଧାନସଭାରେ ‘ଫ୍ଲୋର୍ ଟେଷ୍ଟ୍’…