ରାମଭକ୍ତ ଶୂରସେନଙ୍କ କଥା
ରାମଭକ୍ତ ଶୂରସେନଙ୍କ କଥା
================
ଦିନେ ସ୍ବର୍ଗରେ ଦେବତା ମାନଙ୍କ ସଭା ବସିଥାଏ l
ସେଠାରେ କଥା ପଡ଼ିଲା, ଭକ୍ତ ବଡ଼ ନା ଭଗବାନ ବଡ଼ l ବିଭିନ୍ନ ତର୍କ ବିତର୍କ ହୋଇ, ଶେଷରେ କଥା ପହଁଚିଲା ଦେବର୍ଷି ନାରଦଙ୍କ ନିକଟରେ l ସମସ୍ତେ ତାଙ୍କୁ ପଚାରିବାରୁ ସେ କହିଲେ ମୁଁ ପରୀକ୍ଷା…