ବିଶ୍ୱକୁ ନୂଆ ବାର୍ତ୍ତା ଦେବ ପରିକ୍ରମା ମାର୍ଗ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରର ଶ୍ରୀବୃଦ୍ଧି କରିବ ପରିକ୍ରମା ମାର୍ଗ। ସମଗ୍ର ବିଶ୍ବ ଦେଖିବ ଉତ୍କଳର ବିରଳ ସୁକ୍ଷ୍ମ କାରୁକାର୍ଯ୍ୟ। ଶ୍ରୀଜଗନ୍ନାଥ ଧାମ ପୁରୀର ଆଧ୍ୟାତ୍ମିକ ପରିବେଶ ବହୁ ଗୁଣରେ ବୃଦ୍ଧି ପାଇବ। ଏଣିକି ଅବାଧରେ ମନ୍ଦିର ବେଢ଼ା ବୁଲିପାରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା।…

ସାଗର ପରିକ୍ରମା’ କାର୍ଯ୍ୟକ୍ରମରେ ଯୋଗ ଦେଲେ କେନ୍ଦ୍ର ମତ୍ସ୍ୟ, ପଶୁ ଏବଂ ଗୋପାଳନ ମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ମତ୍ସଜୀବୀ ସମ୍ପ୍ରଦାୟର କଲ୍ୟାଣ ପାଇଁ ଚାଲିଛି ‘ସାଗର ପରିକ୍ରମା’ । ଏହି ଯୋଜନା ସମସ୍ତ ମତ୍ସ୍ୟଜୀବୀଙ୍କ ଆର୍ଥିକ ଉନ୍ନତି ପାଇଁ ଏକ ମାଧ୍ୟମ ପାଲଟିବ। ପ୍ରଧାନମନ୍ତ୍ରୀ ମତ୍ସ୍ୟଜୀବୀ ସମ୍ପ୍ରଦାୟର କଲ୍ୟାଣ ତଥା ଉପକୂଳ ବିକାଶ…

ପ୍ରାଣ ପ୍ରତିଷ୍ଠା କର୍ଣ୍ଣାଟକର ମନ୍ଦିରରେ ପୂଜା କରିବା ଘୋଷଣାକୁ ନେଇ ଏଭଳି କହିଲେ ଶିବକୁମାର

ନୂଆଦିଲ୍ଲୀ: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଜାନୁଆରି ୨୨ରେ ହେବାକୁ ଥିବା ବେଳେ ଏନେଇ ସାରା ଭାରତବାସୀ ଉତ୍ସାହିତ ଅଛନ୍ତି। ପ୍ରାଣ ପ୍ରତିଷ୍ଠାକୁ ଆଖି ଆଗରେ ରଖି କର୍ଣ୍ଣାଟକର କଂଗ୍ରେସ ସରକାର ମନ୍ଦିରରେ ସ୍ୱତନ୍ତ୍ର ପୂଜାର ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିଷ୍ପତ୍ତିକୁ ନେଇ…

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ

ଭବାନୀପାଟଣା: ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବିଜେଡିର ପୂର୍ବତନ ବିଧାୟକ ବଳଭଦ୍ର ମାଝୀ। ସେ ତାଙ୍କର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ଲଗାତାର ଭାବରେ ୧୯୯୦ ମସିହାରୁ ବଳଭଦ୍ର ମାଝୀ ଲାଞ୍ଜିଗଡ଼ ବିଧାନସଭାରୁ…

ଅତ୍ୟାଧୁନିକ ଜ୍ଞାନକୌଶଳରେ ଆନ୍ଥରାକ୍ସ ଓଇଏନଟିଭି ଟିକାର ଉତ୍ପାଦନ ନେଇ ଚୁକ୍ତିନାମା ସ୍ୱାକ୍ଷରିତ

ଭୁବନେଶ୍ୱର:  ଓଡ଼ିଶା ସରକାରଙ୍କ ୫-‘ଟି’ ଉପକ୍ରମରେ ବ୍ରହ୍ମପୁରଠାରେ ଆନ୍ଥରାକ୍ସ ଓଇଏନଟିଭି ଟିକାର ଉତ୍ପାଦନ ନିମନ୍ତେ ଏକ ଅତ୍ୟାଧୁନିକ ଜିଏମପି (ଗୁଡ଼୍‌ ମ୍ୟାନୁଫାକ୍‌ଚରିଂ ପ୍ରାକଫିସେସ୍‌) ଲାବୋରେଟୋରୀ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ଓ…

କେନ୍ଦ୍ର ସରକାରଙ୍କ ନୂତନ ପେନସନ ଲାଗୁ, ରେଲୱେ ଶ୍ରମିକ ଯୁନିୟନର ବିରୋଧ

କଣ୍ଟାବାଞ୍ଜି : ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ୟୁନିୟନ ପକ୍ଷରୁ କଣ୍ଟାବାଞ୍ଜି ଏଡିଇଏନ ଅଫିସ ସମ୍ମୁଖରେ କେନ୍ଦ୍ର ସରକାରଙ୍କ ନୂତନ ପେନସନକୁ ବିରୋଧ କରିବା ସହ ପୁରୁଣା ପେନସନ ଲାଗୁ କରିବାକୁ ବିକ୍ଷୋଭ ପ୍ରଦର୍ଶନ କରଯାଇଥିଲା । ଏହା ସହ ଏକ ଦାବିପତ୍ର ସ୍ଥାନିୟ ଏଡିଇଏନଙ୍କ ଜରିଆରେ…

ସରକାରୀ ଯାନ୍ତ୍ରୀକ ମହାବିଦ୍ୟାଳୟ ଘରୋଇକରଣକୁ ତୀବ୍ର ବିରୋଧ, ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ…

କେନ୍ଦୁଝରଗଡ଼: କେନ୍ଦୁଝର ଜିଲାର ଅଗ୍ରଣୀ ବୈଷୟିକ ଶିକ୍ଷାନୁଷ୍ଠାନ ସରକାରୀ ଯାନ୍ତ୍ରୀକ ମହାବିଦ୍ୟାଳୟ କେନ୍ଦୁଝରକୁ ସରକାର ପିପିପି ମୋଡରେ ଘରୋଇକରଣ ନିମନ୍ତେ ଆରମ୍ଭ କରିଥିବା ଉଦ୍ୟମକୁ ବିରୋଧ କରି ଅନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ…

ଆଜି ସୋମବାର

ଆଜି ସୋମବାର ========== ଆଜି ସୋମବାର ସଜନୀ ଚାଲ ଶିବମନ୍ଦିର l ଶ୍ରୀସଦାଶିବଙ୍କୁ ପୁଜିବା ଅର୍ପି କଦଳୀ କ୍ଷୀର ll ପନ୍ନଗ ଭୂଷଣ ହରିବେ ସର୍ଵ ଦୋଷ, ଦୂଷଣ l ସମୁଦ୍ରମନ୍ଥନେ କରିଲେ ପ୍ରଭୁ ବିଷଶୋଷଣ ll ଦୁଦୁରା ଗୟସ କେତକୀ ଆଣ ମଲ୍ଲି ଟଗର l ଅତି ଶରଧାରେ ପିନ୍ଧନ୍ତି ପ୍ରଭୁ…

ଅର୍ଜୁନଙ୍କୁ ଗଙ୍ଗାଙ୍କ ଅଭିଶାପ

ଅର୍ଜୁନଙ୍କୁ ଗଙ୍ଗାଙ୍କ ଅଭିଶାପ ================ ମହାଭାରତ ଯୁଦ୍ଧ ଶେଷ ହେଲା l ଯୁଦ୍ଧ ଜୟୀ ରାଜା ଯୁଧିଷ୍ଠିର ହସ୍ତିନାର ସିଂହାସନରେ ଅଭିଷିକ୍ତହେଲେ l ନିଜ ସାର୍ବଭୌମତ୍ଵ ପ୍ରତିଷ୍ଠାପାଇଁ ଧର୍ମରାଜ ଗୋଟିଏ ଅଶ୍ଵମେଧ ଯଜ୍ଞର ଆୟୋଜନ କରି, ସମଗ୍ର ଭାରତ ବର୍ଷର ରାଜାମାନଙ୍କୁ ନିମନ୍ତ୍ରଣ…

ଚାଲ ବୁଲିଯିବା ଅଯୋଧ୍ୟା

ଚାଲ ବୁଲିଯିବା ଅଯୋଧ୍ୟା ============== ଚାଲ ବୁଲିଯିବା ଅଯୋଧ୍ୟା ନଗର ସୀତାଙ୍କର ଶାଶୁ ଘର l ବିଦେହମଣ୍ଡଳେ ବୈଦେହୀ ବରିଲେ ରାମଚନ୍ଦ୍ର ତାଙ୍କ ବର ll ଅପୂର୍ବ ନଗରୀ ମନୁ ତୋଳାଇଲେ ପୁଣ୍ୟ ସରଯୁର କୁଳେ l ଅପୂର୍ବ ତା ଶୋଭା କି ବର୍ଣିବି ଅବା ଅମରାବତୀକୁ ବଳେ ll ଅଯୋଧ୍ୟା ନଗରୀ…