+2 ସମେତ ସମସ୍ତ ନାମଲେଖା ସପ୍ତାହକ ପାଇଁ ଘୁଞ୍ଚାଇବାକୁ ଓଡିଶା ଅଭିଭାବକ ମହାସଂଘର ଦାବୀ
ଭୁବନେଶ୍ୱର: ବର୍ତମାନ ସାରା ରାଜ୍ୟରେ ପ୍ରଳୟଙ୍କlରି ବନ୍ୟା l ଏହି ଦୁର୍ଦିନ ସମୟରେ ବହୁ ଅଂଚଳ ଜଳମଗ୍ନ ଓ ଲୋକମାନେ ଘୋର ଦୁର୍ଦଶା ଭିତରେ ଅଛନ୍ତି l କେଉଁଠି ଘରେ ପାଣି ପଶି ଯାଇଛି ତ କେଉଁଠି ଗାଁ ସମ୍ପୂର୍ଣ ଜଳମଗ୍ନ ପୁଣି କେଉଁଠି ବାହ୍ୟ ଜଗତରୁ ବିଛିର୍ନ l ଏପରି ଅବସ୍ଥା ରେ ପିଲାମାନେ…