ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନର ପୁସ୍ତକ ଉନ୍ମୋଚନ, ଆଲୋଚନା ଚକ୍ର ଏବଂ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ।

ବୁଗୁଡ଼ା  : ରିପୋର୍ଟ-ସନାତନ ମହାକୁଡ଼।ସ୍ଥାନୀୟ ପିପୁଲସ୍ କଲେଜ ପରିସରରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ସହଯୋଗରେ ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ପୁସ୍ତକ ଉନ୍ମୋଚନ,ଆଲୋଚନା ଚକ୍ର ଏବଂ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଶ୍ରୀ ଗୌରୀପତି ଦାଶ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି ।…

ଅନ୍ ଲାଇନ୍ କବିତା ଆସରରେ ମାସିକ ଇ-ପତ୍ରିକା ‘ସୂର୍ଯ୍ୟପ୍ରଭା’ ଉନ୍ମୋଚିତ

କଲକାତା : ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଓ ଜାତୀୟ ଯୁବ ଦିବସର ପାବନ ସନ୍ଧ୍ୟାରେ ଲୋକାର୍ପିତ ହେଲା ମାସିକ ଇ- ପତ୍ରିକା "ସୂର୍ଯ୍ୟପ୍ରଭା" ର ଦ୍ଵିତୀୟ ବର୍ଷ ଦ୍ଵିତୀୟ ଅଙ୍କ । ଶ୍ରୀ ଶ୍ରୀ ଜଗନ୍ନାଥାଷ୍ଟକ ପାଠ କରି ଉତ୍ସବର ଶୁଭାରମ୍ଭ କରିଥିଲେ ସମ୍ପାଦକ ଡା ବାମନ ଚନ୍ଦ୍ର ଦୀକ୍ଷିତ। ବିଶିଷ୍ଟ…

ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ରାଜନୈତିକ ଦଳ

କଟକ :  ଆଗାମୀ ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ରାଜନୈତିକ ଦଳ ଗଠିତ ହେବ। ଏଇ ୧୨ ତାରିଖରେ ଏହାର ମୂଳଦୁଆ ପଡ଼ିବ। ଆଜି ଏନେଇ ସୂଚନା ଦେଇଛନ୍ତି କଂଗ୍ରେସରୁ ବହିଷ୍କୃତ ନେତା ମହମ୍ମଦ ମୋକିମ୍। ସେ ଆହୁରି କହିଛନ୍ତି, ଭୁବନେଶ୍ବରରେ ୧୨ ତାରିଖରେ ଯୁବ ସମାବେଶ ହେବ। ଏଥିରେ ଉପକୂଳ ଓଡ଼ିଶାର ବହୁ…

ରାଜଧାନୀରେ ଏଭଳି ବାଇକ୍ ଲୁଟ୍ପାଟ କରି ଆତଙ୍କ ଖେଳାଇଥିବା ୨ ପେସାଦାର ଲୁଟେରାଙ୍କୁ ଗିରଫ।

ଭୁବନେଶ୍ୱର : ପାର୍କିଂସ୍ଥଳକୁ ଟର୍ଗେଟ୍ କରୁଥିଲେ । ନକଲି ଚାବିରେ ଚୁଟ୍କୀରେ ବାଇକ୍ ଲୁଟି ନେଇ ଚମ୍ପଟ ମାରୁଥିଲେ । ରାଜଧାନୀରେ ଏଭଳି ବାଇକ୍ ଲୁଟ୍ପାଟ କରି ଆତଙ୍କ ଖେଳାଇଥିବା ୨ ପେସାଦାର ଲୁଟେରାଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୁଲିସ । ସେମାନେ ହେଲେ ଇନ୍ଫୋସିଟି ଥାନା ଶିଖରଚଣ୍ଡୀ…

ସାହିତ୍ୟ ଓ ବନ୍ଧୁତାର ଉତ୍ସବ “କାକର” ଅନୁଷ୍ଠିତ।

ଖୋର୍ଦ୍ଧା : ରିପୋର୍ଟ-ସନାତନ ମହାକୁଡ଼।  ବୋଲଗଡ ବ୍ଲକ୍ ଅନ୍ତର୍ଗତ ଓଡିଶାର ଅନ୍ୟତମ ହିନ୍ଦୁ ମୁସଲମାନ ଭାଇଚାରାର ଗ୍ରାମ ମାଣିକାଗୋଡାରେ ପ୍ରତିଷ୍ଠିତ ମାଣିକ୍ୟ ସାହିତ୍ୟ ସଂସଦର ବାର୍ଷିକ ସାରସ୍ୱତ ଉତ୍ସବ "କାକର" ଶିକ୍ଷାବିତ୍ ପୁରେନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଭୀମପଡ଼ାସ୍ଥ ଗିଭ୍…

ମଧ୍ୟାହ୍ନ ଭୋଜନ ଚାଉଳ ଚୋରୀ ଘଟଣା, ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

ଚୌଦ୍ୱାର  : ଆଠଗଡ଼ ବ୍ଲକ ଛଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଆଜି ସକାଳ ୮ଟା ସମୟରେ ଏକ ଦାମୀ କାରରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ରୀନା ଦେଇ କାର ଭିତରେ ଚାଉଳ ନେଇ ଯାଉଥିବାବେଳେ ଗ୍ରାମବାସୀଙ୍କ ହାବୁଡ଼ରେ ପଡିଥିଲେ l କାର ଭିତରେ ଓ ଡିକି ମଧ୍ୟରେ ୮ବସ୍ତା ଚାଉଳ ଥିବା…

ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ସ୍ମୃତିଚାରଣ ସଭା ଆୟୋଜିତ

ଭୁବନେଶ୍ୱର : ମାଷ୍ଟର ଗିରିଜା ମେମୋରିଆଲ ରୋଡ୍ ସେଫ୍ଟି ଫାଉଣ୍ଡେସନ୍ ଟ୍ରଷ୍ଟ, ଚଣ୍ଡି ପ୍ରସାଦ ଫାଉଣ୍ଡେସନ ଟ୍ରଷ୍ଟ ଓ ଉତ୍କଳ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ (ଉସାକା)ର ମିଳିତ ସହଯୋଗ କ୍ରମେ ଦିବଂଗତ ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ସ୍ମୃତିଚାରଣ ହୋଇଛି । ରବିବାର ଉତ୍କଳ…

ଶ୍ରୀ ନୃସିଂହ ଚରଣ ଷଡ଼ଙ୍ଗୀଙ୍କୁ “ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନ-୨୦୨୧” ପ୍ରଦାନ କରାଯିବ।

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଶ୍ରୀ ନୃସିଂହ ଚରଣ ଷଡ଼ଙ୍ଗୀଙ୍କୁ “ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନ-୨୦୨୧” ପ୍ରଦାନ କରାଯିବ। ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସାମଗ୍ରିକ ସାହିତ୍ୟ କୃତି,…

ପ୍ରଧାନମନ୍ତ୍ରୀ ମୋଦୀ-ଜର୍ମାନ ଚାନସେଲରଙ୍କ ଦ୍ୱୀପାକ୍ଷିକ ଆଲୋଚନା

ଭୁବନେଶ୍ଵର : ଗାନ୍ଧୀନଗରର ମହାତ୍ମା ମନ୍ଦିର କନଭେନସନ ସେଣ୍ଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଫ୍ରେଡ୍ରିଚ୍ ମର୍ଜ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଆଲୋଚନା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଭାରତ ଏବଂ ଜର୍ମାନୀ ଘନିଷ୍ଠ ସହଯୋଗୀ। ସେଥିପାଇଁ ଆଜି ଭାରତରେ…