ମହଙ୍ଗା ହୋଇଛି ସୁନା- ରୂପା ଦର ।
ନୂଆଦିଲ୍ଲୀ: ଯଦି ଆଜି ଆପଣ ସୁନା କିମ୍ବା ରୂପା କିଣିବାକୁ ଯୋଜନା କରିଛନ୍ତି ତେବେ ଆଜିର ଦର ଉପରେ ଟିକେ ନଜର ପକାନ୍ତୁ । କାରଣ ଆଜି ଉଭୟ ଦର ମହଙ୍ଗା ହୋଇଛି । ପ୍ରାରମ୍ଭିକ ହ୍ରାସ ପରେ ଆଜି ପୁଣି ବଢିଛି ସୁନା ଓ ରୂପା ଦାମ୍ । ସୁନା ଗତ ସପ୍ତାହରେ ସାମାନ୍ୟ କମିଥିବା ବେଳେ ଏବେ ପୁଣି ନୂଆ…