ବ୍ୟାସକବିଙ୍କ ପାନ

ଭୂୟାଁ ନେତା ଧରଣୀଧର ଭୂୟାଁଙ୍କ ନେତୃତ୍ୱରେ 1891 ମସିହାରେ କେନ୍ଦୁଝର ଗଡ଼ଜାତର ରାଜା ଶ୍ରୀ ଧନୁର୍ଜୟ ନାରାୟଣଭଞ୍ଜଙ୍କ ବିରୁଦ୍ଧରେ ପ୍ରବଳ ବିଦ୍ରୋହର ସୂତ୍ରପାତହୋଇଥିଲା l ସେତେବେଳେ କେନ୍ଦୁଝରର ଦେବାନ ଥାଆନ୍ତି ଫକୀରମୋହନ l ବିଦ୍ରୋହୀ ମାନେ ଦେବାନ ଫକୀର ମୋହନଙ୍କୁ ନଜର ବନ୍ଦୀ ଭିତରେ ରଖି…

ସୁଭଦ୍ରା କିସ୍ତି ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ନୂଆ ହିତାଧିକାରୀଙ୍କୁ ମିଳିବ ପ୍ରଥମ କିସ୍ତି ଟଙ୍କା

ଭୁବନେଶ୍ୱର : ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍। ନୂଆ ହିତାଧିକାରୀଙ୍କୁ ମିଳିବି ପ୍ରଥମ କିସ୍ତି। ଆସନ୍ତା ୧୮ ତାରିଖ ସୁଦ୍ଧା ବ୍ୟାଙ୍କ ଖାତାକୁ ଯିବ ସୁଭଦ୍ରା ଟଙ୍କା। ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଜାନୁଆରୀ ୧୮ ତାରିଖ ସୁଦ୍ଧା ସାଢେ ୪ ଲକ୍ଷରୁ…

ମାସକର ଛୁଆକୁ ୨୦ ହଜାର ଟଙ୍କାରେ ବିକି ଦେଲେ ଜନ୍ମକଲା ବାପା-ମାଆ।

ଭଦ୍ରକ : ପୁଣି ଅଲୋଡ଼ା ଶିଶୁକନ୍ୟା। ଭଦ୍ରକ ଥାନା ବୟାବନାପୁର ଅଞ୍ଚଳରେ ଚାଞ୍ଚଲ୍ୟ। ମାସକର ଛୁଆକୁ ୨୦ ହଜାର ଟଙ୍କାରେ ବିକି ଦେଲେ ଜନ୍ମକଲା ବାପା-ମାଆ। ଭଣ୍ଡାରିପୋଖରୀ ଥାନାରେ ଜେଜେମାଆଙ୍କ ଏତଲା। ତନାଘନା କରୁଛି ପୁଲିସ, ୩ ଅଟକ। ସୂଚନାନୁଯାୟୀ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧୀନ…

ଝାରସୁଗୁଡା ଜିଲାର ଲଖନପୁରରେ ସ୍ଥାପନ ହେବାକୁ ଯାଉଛି ନୂଆ ଷ୍ଟେଟ୍ ଅଫ୍ ଆର୍ଟ କୋଇଲା ବାଷ୍ପୀକରଣ ୟୁନିଟ ।

ଭୁବନେଶ୍ୱର : ଝାରସୁଗୁଡା ଜିଲାର ଲଖନପୁରରେ ସ୍ଥାପନ ହେବାକୁ ଯାଉଛି ନୂଆ ଷ୍ଟେଟ୍ ଅଫ୍ ଆର୍ଟ କୋଇଲା ବାଷ୍ପୀକରଣ ୟୁନିଟ । ଏଥିଲାଗି ଭାରତ ହେଭି ଇଲେକ୍ଟ୍ରିକାଲସ ଲିମିଟେଡ (ବିଏଚ୍ଇଏଲ୍)କୁ ୫୪୦୦ କୋଟିର ଇଞ୍ଜିନିୟରିଂ, ପ୍ରକ୍ୟୋରମେଣ୍ଟ ଏବଂ କନ୍‌ଷ୍ଟ୍ରକସନ (ଇପିସି) କଣ୍ଟ୍ରାକ୍ଟ ମିଳିଛି ।…

ଝିଅ ବିବାହକୁ ନେଇ ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ।

ଭୁବନେଶ୍ବର : ଝିଅ ବିବାହକୁ ନେଇ ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ବିବାହ ପୂର୍ବରୁ ପରିବାର ଲୋକ ଝିଅର ସ୍ବୀକୃତି ନେବା ଜରୁରୀ । ଜୋର୍ ଜବରଦସ୍ତି କନ୍ୟାର ବିବାହ କରି ପାରିବେ ନାହିଁ ଅଭିଭାବକ । ଝିଅ ନିଖୋଜ ଅଭିଯୋଗରେ ଦାୟର ହୋଇଥିବା ଏକ ‘ହେବିୟସ କର୍ପସ’ ପିଟିସନ୍‌ର…

ପଣ୍ୟ ପରିବହନ କ୍ଷେତ୍ରରେ ପୂର୍ବତଟ ରେଳପଥର ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର : ପୂର୍ବତଟ ରେଳପଥ ଚଳିତ ଆର୍ଥିକ ବର୍ଷରେ ପଣ୍ୟ ପରିବହନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ରେକର୍ଡ କରିଛି, ଯାହା ପ୍ରମୁଖ ସାମଗ୍ରୀ ଗୁଡ଼ିକରେ ନିରନ୍ତର ଚାହିଦା ଏବଂ ଉନ୍ନତ ଲଜିଷ୍ଟିକ୍ସ ଦକ୍ଷତାକୁ ପ୍ରତିଫଳିତ କରୁଛି। ଡିସେମ୍ବର ମାସ ପର୍ଯ୍ୟନ୍ତ ଅବଧି ମଧ୍ୟରେ, ପୂର୍ବତଟ…

ଗୁଜୁରାଟରେ ରିଲାଏନ୍ସର ନିବେଶ ବୃଦ୍ଧି ପାଇ ୭ ଲକ୍ଷ କୋଟି ହେବ ।

ଗୁଜରାଟ: ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଗୁଜରାଟ ପାଇଁ ଏକ ପ୍ରମୁଖ ପୁଞ୍ଜିନିବେଶ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ରବିବାର ରାଜକୋଟରେ ବାଣିଜ୍ୟ ପ୍ରଦର୍ଶନୀର ଉଦଘାଟନ ଅବସରରେ ଅମ୍ବାନୀ…

ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଆମେରିକା ଇରାନ ସହିତ ବାଣିଜ୍ୟ କରୁଥିବା ଯେକୌଣସି ଦେଶ ଉପରେ ଶୁଳ୍କ ବୃଦ୍ଧି…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ବାଣିଜ୍ୟ କରୁଥିବା ଦେଶଗୁଡ଼ିକ ଉପରେ ୨୫% ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଆମେରିକା ଇରାନ ସହିତ ବାଣିଜ୍ୟ କରୁଥିବା ଯେକୌଣସି ଦେଶ ଉପରେ ଶୁଳ୍କ ବୃଦ୍ଧି କରିବ। ଏହି ପଦକ୍ଷେପକୁ…

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଆଖଣ୍ଡଳମଣି ବସଷ୍ଟାଣ୍ଡ ଉଦଘାଟିତ :

ଭଦ୍ରକ : ରାଜ୍ୟର ବହୁ ପୁରାତନ ଶୈଵକ୍ଷେତ୍ର ଭାବେ ପରିଚିତ ଭଦ୍ରକ ଜିଲାର ବାବା ଆଖଣ୍ଡଳମଣିଙ୍କ ପୀଠ.  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦ୍ଵାରା ଆଭାସି ମାଧ୍ୟମରେ ବସଷ୍ଟାଣ୍ଡ ଉଦଘାଟନ ହୋଇଯାଇଛି। ଏହି ଉଦଘାଟନ ଉତ୍ସବରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ…