ବର୍ଷା ରେ ଧସେଇ ଯାଇଥିବା ସ୍ଥାନ ବୁଲି ଦେଖିଲେ ବିଧାୟକ ରାଜନଗର ।

କେନ୍ଦ୍ରାପଡା : ଅତି ପ୍ରବଳ ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଜନଗର  ଭିତରକନିକା ମୁଖ୍ୟ ରାସ୍ତାର ଭିତରଗଡ ଓ କଣ୍ଡିରା ମଧ୍ୟସ୍ଥଳୀ କଲର୍ଭଟର ଧସେଇ ଯାଇଥିବା ସ୍ଥାନକୁ ମାନ୍ୟବର ବିଧାୟକ , ରାଜନଗର ଓ ସ୍ଥାନୀୟ ନେତୃବୃନ୍ଦଙ୍କ ସହ ପରିଦର୍ଶନ କରିବା ସହିତ ବିଭାଗ୍ୟ ଅଧିକାରୀ ଙ୍କ ସହିତ ଆଲୋଚନା…

ଜରିପାଲ ଖଣ୍ଡେ ପାଇଁ ତହସିଲଦାର ଙ୍କ ଗୋଡତଳେ ପଡି ଗୁହାରି କଲେ ଜନପ୍ରତିନିଧି ।

ସୁବର୍ଣ୍ଣପୁର : ଜରି ପାଲ ଖଣ୍ଡିଏ ପାଇଁ ତହସିଲଦାରଙ୍କ ଗୋଡ ଧରିଲେ ଜିଲ୍ଲା ପରିଷଦ ସଦସ୍ୟ । ଏଭଳି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ତହସିଲ କାର୍ଯ୍ୟାଳୟରେ । ସୁଚନା ଅନୁସାରେ ଚଳିତ ବନ୍ୟାରେ ବିରମହାରାଜପୁର ତହସିଲ ଅଂଚଳରେ ବହୁ ଲୋକଙ୍କ ଘର ଦ୍ବାର ଭାଙ୍ଗି…

କୁମ୍ଭୀର ଦେଖି ଆତଙ୍କିତ ତିର୍ତ୍ତୋଲ ବନ୍ୟାଞ୍ଚଳବାସୀ ।

ଜଗତସିଂହପୁର ୨୦/୮: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମହାନଦୀରେ ଏକ କୁମ୍ଭୀର ବୁଲୁଥିବାର ସ୍ଥାନୀୟ ଲୋକେ ଦେଖିବା ପରେ ବନ୍ୟାପାଣିରେ ଉବୁଟୁବୁ ହେଉଥିବା ଧୋୟା ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ସୂଚନାନୁଯାୟୀ ଉକ୍ତ ବ୍ଲକ ଅଧିନସ୍ଥ କୃଷ୍ଣାନନ୍ଦପୁର ପଞ୍ଚାୟତ ପୋଲିସ୍ ଫାଣ୍ଡି ନିକଟସ୍ଥ…

ବାଲିଯାତ୍ରା କରିବା ପାଇଁ ଜିଲ୍ଲାପାଳ ଙ୍କର ସୂଚନା ।

କଟକ : ଦୁଇ ବର୍ଷର ବ୍ୟବଧାନ ପରେ ଲୋକାରଣ୍ୟ ମଧ୍ୟରେ ଆୟୋଜିତ ହେବ ଐତିହାସିକ କଟକ ବାଲିଯାତ୍ରା । କରୋନା ମହାମାରୀ କାରଣରୁ ଦୁଇ ବର୍ଷ ବାଲିଯାତ୍ରାକୁ ବନ୍ଦ ରଖିଥିଲା ପ୍ରଶାସନ । ପୁଣି ଥରେ ଚଳଚଞ୍ଚଳ ହେବ କଟକ ବାଲିଯାତ୍ରା ପଡ଼ିଆ । କୋଭିଡ ମହାମାରୀର ପ୍ରକୋପ କମିବା ପରେ ବାଲିଯାତ୍ରା କରିବା…

କଟକ ବନ୍ୟା ସ୍ଥିତି କୁ ନେଇ ଜିଲ୍ଲାପାଳଙ୍କ ବିବୃତି

କଟକ ୨୦।୮: କଟକ ଜିଲ୍ଲାର ବନ୍ୟା ସ୍ଥିତି ନିୟନ୍ତ୍ରଣ ଭିତରେ ଅଛି । ସମସ୍ତ ବିପନ୍ନଙ୍କ ପାଖରେ ୧୫ ଦିନ ପାଇଁ ରିଲିଫ ପହଞ୍ଚାଇ ଦିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି । ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିବା ସମସ୍ତ ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ଦିଆସରିଛି । ପାଣି ଛାଡ଼ିଲା ମାତ୍ରେ କ୍ଷୟ…

ଭୁବନେଶ୍ୱର ଏମ୍ସ ହସ୍ପିଟାଲ ଛାତ ଉପରୁ ଡେଇଁ ପଡି ରୋଗୀ ମୃତ ।

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସରେ ଅଘଟଣ | ଜଣେ ରୋଗୀ ଆତ୍ମହତ୍ୟା କରିଛନ୍ତି । ପ୍ଲାଷ୍ଟିକ ସର୍ଜରୀ ୱାର୍ଡରେ ଚିକିତ୍ସାଧୀନ ଥିବା ଜଣେ ରୋଗୀ ଛାତରୁ ଡେଇଁପଡ଼ିଛନ୍ତି | ଫଳରେ ତାଙ୍କର ମୃତ୍ୟୁ ଘଟିଛି । ଏହି ବ୍ୟକ୍ତି ଜଣକ ଛାତରେ ହ୍ୱିଲ ଚେୟାରରେ ବୁଲୁଥିବାବେଳେ ହଠାତ ଛାତ ତଳକୁ ଡେଇଁପଡ଼ିଥିଲେ |…

ରାଜ୍ୟର ସମସ୍ତ ଟ୍ରାଫିକ ଉଲ୍ଲଂଘନକାରୀଙ୍କୁ ମିଳିଛି ଆଶ୍ୱସ୍ତି

ଭୁବନେଶ୍ୱର:  ୨୦୧୯ ପର୍ଯ୍ୟନ୍ତ ବିନା ହେଲମେଟରେ ଗାଡ଼ି ଚାଳନା, ବିନା ସିଟ ବେଲ୍ଟରେ ଗାଡ଼ି ଚାଳନା, ତିନିଜଣିଆ ବାଇକ ଯାତ୍ରା ଆଦି ବିଭିନ୍ନ ପ୍ରକାରର ଟ୍ରାଫିକ ଉଲ୍ଲଂଘନରେ କଟିଥିବା ଚାଲାଣକୁ ରାଜ୍ୟ ପରିବହନ ବିଭାଗ ବାତିଲ କରିଦେଇଛି । ରାଜ୍ୟ ସରକାରଙ୍କର ଏହି ନିଷ୍ପତ୍ତି ଫଳରେ ଟ୍ରାଫିକ ନିୟମ…

ଗାଁ ପୋଖରୀରେ ମାଛଚାଷ

ମାଛଚାଷ : ‘ଭାତ ଓ ମାଛ’ ଓଡ଼ିଆ, ବଙ୍ଗାଳୀ ଓ ଆସାମ ଅଧିବାସୀଙ୍କର ଏକ ପ୍ରିୟ ଖାଦ୍ୟ । ଏହା ଯେତିକି ସୁସ୍ୱାଦୁଯୁକ୍ତ ସେତିକି ପୁଷ୍ଟିକର ଓ ସନ୍ତୁଳିତ ଖାଦ୍ୟ । ମାଛ ଖାଇବା ଦ୍ୱାରା ଶରୀରର ମାନସିକ ଓ ଶାରୀରିକ ବିକାଶ ହେବା ସହିତ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ତେବେ ମାଛ ମୁଖ୍ୟତଃ…

ସୋନପୁର ଗଡଜାତ ତଥା ପଞ୍ଚରା ଅଞ୍ଚଳପାଇଁ ନୂଆଁଖାଇ ଲଗ୍ନ ଧାର୍ଯ୍ୟ ।

ସୁବର୍ଣ୍ଣପୁର- ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଏବେ ସଜବାଜ ଆରମ୍ଭ ହୋଇଯାଇଛି । ପ୍ରତିବର୍ଷ ଭାଦ୍ରବ ପଂଚମୀ ତିଥିରେ ନୂଆଁଖାଇ ପର୍ବ ପାଳିତ ହୋଇ ଆସୁଛି ା ସେହିପରି ସୁବର୍ଣ୍ଣପୁର ଗଡଜାତ ତଥା ପଞ୍ଚରା ଅଂଚଳ ପାଇଁ ଏବର୍ଷ ପଣ୍ଡିତ ମହାସଭା ସ୍ଥାନିୟ ଜଗନ୍ନାଥ ମନ୍ଦିର ମୁକ୍ତି ମଣ୍ଡପରେ…

ଓଡ଼ିଶା ପୋଲିସ SI ପରୀକ୍ଷାରେ ବିଭ୍ରାଟ ପାଇଁ ଘୁଞ୍ଚିଲା ପରୀକ୍ଷା, ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ।

ଭୁବନେଶ୍ୱର : ଓଡ଼ିଶା ପୋଲିସ ସବଇନ୍ସପେକ୍ଟର ବା ଏସଆଇ ପରୀକ୍ଷାରେ ପୁଣି ତ୍ରୁଟି । କମ୍ପ୍ୟୁଟର ବେସଡ ଟେଷ୍ଟକୁ ନେଇ ବିଭ୍ରାଟ ହୋଇଥିବା ଅଭିଯୋଗ ହୋଇଛି । କ୍ୱେଶ୍ଚିନ ଡାଉନଲୋଡ ହୋଇପାରୁନଥିବା ପରୀକ୍ଷାର୍ଥୀ ଅଭିଯୋଗ କରିଛନ୍ତି । ନିର୍ଦ୍ଦିଷ୍ଟ ସମୟରେ ପରୀକ୍ଷା ହୋଇପାରୁନଥିବାରୁ…