୫ଟି ସ୍କୁଲ ରୂପାନ୍ତରଣର ୪ର୍ଥ ପର୍ଯ୍ୟାୟର ଚତୁର୍ଥ ଦିନରେ ୨୮୬ଟି ସ୍କୁଲ ଲୋକାର୍ପିତ

ଭୁବନେଶ୍ବର: ୫ଟି ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ଚତୁର୍ଥ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଖୋର୍ଦ୍ଧା, ସୁବର୍ଣ୍ଣପୁର, ପୁରୀ, ନୟାଗଡ଼, ବୌଦ୍ଧ ଓ ନବରଙ୍ଗପୁର  ଆଦି ୬ଟି ଜିଲ୍ଲାର ୨୮୬ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାର…

ଶିମିଳିପାଳରେ ହେବ କଳାବାଘ ସଫାରୀ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଆମ ଓଡ଼ିଶାନିଉଜ ଆଲର୍ଟବଡ଼ ଖବର

ଭୁବନେଶ୍ବର: ଶିମିଳିପାଳ ଅଭୟାରଣ୍ୟରେ ହେବ କଳାବାଘ ସଫାରୀ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଜରିଆରେ ସୂଚନା ଦେଇଛନ୍ତି। ଖୁବ୍‌ଶୀଘ ପର୍ଯ୍ୟଟକମାନେ ସଫାରୀ ଭିତରେ ବିରଳ କଳାବାଘ ଦେଖିବାର ସୁଯୋଗ ପାଇବେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ମୟୂରଭଞ୍ଜ…

ଆଇପିଏସ ସ୍ତରରେ ଅଦଳବଦଳ, ସଂଜୀବ ପଣ୍ଡା ହେଲେ କଟକ-ଭୁବନେଶ୍ୱର ଟୁଇନ ସିଟି ପୁଲିସ କମିଶନର

ଡେସ୍କ: ରାଜ୍ୟ ସରକାର ଆଜି ଆଇପିଏସ ସ୍ତରରେ ବଡ ଅଦଳବଦଳ କରିଛନ୍ତି। ସଂଜୀବ ପଣ୍ଡାଙ୍କୁ କଟକ-ଭୁବନେଶ୍ୱର ଟ୍ଵିନ ସିଟି ପୁଲିସ କମିଶନର ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ପୁଲିସ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି। ସେହିପରି…

ଓଡ଼ିଆ ବିଶ୍ୱବିଦ୍ୟାଳୟ ଓଡ଼ିଆ ଜାତିର ଅସ୍ମିତାକୁ ଯୁଗ ଯୁଗ ଧରି ବଞ୍ଚାଇ ରଖିବ: ମୁଖ୍ୟମନ୍ତ୍ରୀ

ସାକ୍ଷୀଗୋପାଳ : ସତ୍ୟବାଦୀର ବକୁଳବନଠାରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ଓଡ଼ିଆ ବିଶ୍ଵବିଦ୍ୟାଳୟ ନୂତନ ସୌଧକୁ ବୁଧବାର  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆଭାସୀ ମାଧ୍ୟମରେ ଲୋକାର୍ପଣ କରିଥିଲେ  । ଏହା ଲୋକାର୍ପଣ କାର୍ଯ୍ୟକ୍ରମ ନିମନ୍ତେ  ସତ୍ୟବାଦୀର…

ସିୟ ରାମ ମୟ ସବ ଜଗ ଜାନି

ସିୟ ରାମ ମୟ ସବ ଜଗ ଜାନି ================= ସେଦିନ ଥାଏ ସମ୍ବତ୍ ୧୬୩୧ର ରାମନବମୀ ତିଥି l ଭଗବାନ୍ ଶଙ୍କରଙ୍କ ଠାରୁ ଆଦିଷ୍ଟହୋଇ ଗୋସ୍ବାମୀ ତୁଳସୀ ଦାସ ଅଯୋଧ୍ୟାରେ ଶ୍ରୀରାମଚରିତମାନସର ବାଳକାଣ୍ଡ ଲେଖିବା ଆରମ୍ଭ କଲେ l ସେ ମାନସର ମଙ୍ଗଳାଚରଣରେ ଶଙ୍କର ପାର୍ବତୀ, ବିଦ୍ୟାଦାୟିନୀ ମାଆ…

ସ୍ବର୍ଗତଃ କୁମୁଦିନୀ ଦାଶ ଙ୍କର ସ୍ମୃତି ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର/ରଣପୁର ତା୨୪/୦୧ରିଖ ସ୍ବର୍ଗତଃ କୁମୁଦିନୀ ଦାଶ ଙ୍କର ସ୍ମୃତି ଉଦ୍ଦେଶ୍ୟ ରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିବା ଜଣାଯାଇଛି। ଶ୍ରୀମତୀ ଦାଶଙ୍କ ବିୟୋଗ ର ଦ୍ୱାଦଶ ତିଥି ଅବସରରେ ତାଙ୍କର ଗାଁ ରଣପୁର ର କଙ୍କିଆ ସ୍ଥିତ ବାସଭବନଠାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବନ୍ଧୁ ପରିଜନ,…

ସୁବର୍ଣ୍ଣପୁର ଜିଲ୍ଲାରେ ଝିପ ଝିପି ବର୍ଷା ସହିତ କୋହଲା ପାଗ ା

ସୁବର୍ଣ୍ଣପୁର - ରାଜ୍ୟର ବିଭିନ୍ନ ଜିଲ୍ଲା ମାନଙ୍କରେ ପାଣି ପାଗରେ ପରିବର୍ତ୍ତନ ଦେଖିବାକୁ ମିଳୁଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଗତ ତିନିଦିନ ରୁ ଅଧିକ ହେବ ଆକାଶ ମେଘୁଆ ସହ କୁହୁଡିଆ ପାଗ ରହିଥିଲା । ଗତ କାଲି ରାତ୍ରି ସମୟରରୁ ଝିପି ଝିପି ବର୍ଷା ସାଙ୍ଗକୁ ପାଗ କୋହଳା ରହିଛି…

ନନ୍ଦନକାନନ ଆସିଲା ଯାଜପୁରରୁ ଉଦ୍ଧାର ହିମ ଶାଗୁଣା

ବାରଙ୍ଗ: ଯାଜପୁରରୁ ଉଦ୍ଧାର ହୋଇଥିବା ବିରଳ ପ୍ରଜାତିର ହିମ ଶାଗୁଣାକୁ ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟ‌ାନକୁ ଅଣାଯାଇଛି। ତାକୁ ପ୍ରାଣୀ ଚିକିତ୍ସାକେନ୍ଦ୍ର ପରିସରସ୍ଥ କ୍ବାରେଣ୍ଟାଇନ୍ କକ୍ଷରେ ରଖି ଚିକିତ୍ସା କରାଯାଉଛି। ଏହି ହିମ ଶାଗୁଣାଟି ବାର୍ଦ୍ଧକ୍ୟଜନିତ ଅସୁସ୍ଥତାରେ ପୀଡ଼ିତ ଥିବା…

କଟକ ଏସସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ପରଲୋକ

କଟକ: କଟକ ଏସସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ପରଲୋକ ହୋଇଯାଇଛି। ଏସସିବି ମେଡ଼ିକାଲ କଲେଜରେ ୬୯ ବୟସରେ ତାଙ୍କର ଦେହାନ୍ତ ହୋଇଛି। କଟକ ଏସସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ପରଲୋକ ହୋଇଥିବା ନେଇ ହସ୍ପିଟାଲ ଅଧୀକ୍ଷକ ସୁଧାଂଶୁ ଶେଖର…