ବନ୍ୟା ପରିସ୍ଥିତି ମୁକାବିଲା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଛତ୍ରପୁର ଅଷ୍ଟମ ବାଟାଲିୟନ ଓଡ୍ରାଫ ଟିମ

ଗଞ୍ଜାମ: କିଛିଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ହେବା ଫଳରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ନଈକୂଳିଆ ଲୋକଙ୍କୁ ସ୍ଥାନାନ୍ତର କରିଥିବା ବେଳେ ବନ୍ୟା ସ୍ଥିତି ଅଞ୍ଚଳ ଗୁଡିକ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଅବଲମ୍ବନ…

ଆଜାଦି କା ଅମୄତ ମହୋତ୍ସବ ପାଳନ ଓ କବିତା ପାଠୋତ୍ସବ

ଓଡ଼ଗାଁ: ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆଜି ଅପରାହ୍ନ ୩ ଘଟିକାରୁ ଘ୫:୩୦ ପର୍ଯ୍ୟନ୍ତ ଓଡ଼ଗାଁ ବ୍ଲକ ସମ୍ମିଳନୀ କକ୍ଷରେ ଆଜାଦି କା ଅମୄତ ମହୋତ୍ସବ ପାଳନ ଅବସରରେ ଏକ ଦେଶାତ୍ମବୋଧକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଉତ୍ସବରେ…

ଜଜବା ଅନୁଷ୍ଠାନ ପକ୍ଷରୁ ‘ହର୍ ଘର ତ୍ରିରଙ୍ଗା’ କାର୍ଯକ୍ରମ

ସ୍ୱାଧୀନତା ର ୭୫ ବର୍ଷ ପୂର୍ତ୍ତି ଓ ଆଜାଦୀ କି ଅମୃତ ମହୋତ୍ସବ ଅବସରରେ ଜଜବା ଅନୁଷ୍ଠାନ ପକ୍ଷରୁ ହର୍ ଘର ତ୍ରିରଙ୍ଗା କାର୍ଯକ୍ରମ ଭୁବନେଶ୍ୱରରେ ଶୁଭାରମ୍ଭ ହୋଇଛି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ କ୍ରମେ ଆଜି ଠାରୁ 3 ଦିନ ବ୍ୟାପୀ ସମସ୍ତ ଙ୍କ ଘରେ ତ୍ରିରଙ୍ଗା ଉଡ଼ାଇବାକୁ…

ଡିପ୍ଲୋମା ପାଠ୍ୟକ୍ରମରେ ନାମ ଲେଖା ପାଇଁ ସଚେତନତା କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର: ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଜିଲ୍ଲାର ସମସ୍ତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଡିପ୍ଲୋମା ଶିକ୍ଷା କ୍ଷେତ୍ରରେ ଦଶମ ପାସ ଛାତ୍ର ଛାତ୍ରୀଙ୍କ ନାମ ଲେଖା ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ ଦକ୍ଷତା ବିକାଶ ଓ…

କବି ନିରାକାର ଦାସଙ୍କୁ “ବିପ୍ଳବୀକବି ଆନନ୍ଦ ଚନ୍ଦ୍ର ଜେନାସ୍ମୃତି ସମ୍ମାନ”

ଭୁବନେଶ୍ୱର: “ଦୁଃଖିନୀକନିକା”ର ଲେଖକ ମହାନ ସ୍ୱାଧୀନତା ସଂଗ୍ରାମୀ ଓ ବିପ୍ଳବୀ କବି ଆନନ୍ଦ ଚନ୍ଦ୍ରଜେନାଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ “ଅଗ୍ନିପୁତ୍ର ବିପ୍ଳବୀ ଆନନ୍ଦ ଚନ୍ଦ୍ର” ଉନ୍ମୋଚନ ଉତ୍ସବ ଅବସରରେ ବିଶିଷ୍ଟକବି, ଲେଖକ ତଥା ପୂର୍ବ ତଟ ରେଳପଥର ବରିଷ୍ଠ ଜନ ସଂପର୍କ ଅଧିକାରୀ ନିରାକାର…

ବରୀ ଆଶ୍ରମ

୧୯୩୪ ମସିହାରେ ମହାତ୍ମା ଗାନ୍ଧୀ ହରିଜନ ପଦଯାତ୍ରାର ଓଡ଼ିଶା ଆସିଥିଲେ । ମହାତ୍ମା ଗାନ୍ଧୀ ଜାମସେଦପୁରରୁ ରେଳରେ ଝାରସୁଗୁଡା ଆସିଲେ । ଝାରସୁଗୁଡ଼ାରେ ଗୋଟିଏ ସଭା କଲେ । ସେଠାରୁ ମଟର ଯୋଗେ ସମ୍ବଲପୁର ଆସିଲେ । ଝାରସୁଗୁଡ଼ାରୁ ବାମୁର ଅନୁଗୁଳ ଦେଇ ପୁରୀ । ପୁରୀରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି…

ଘୁଙ୍ଗି ନାଳ ବ୍ରିଜ ଉପରେ ୪ ଫୁଟର ବନ୍ୟା ଜଳ ପ୍ରବାହିତ

ସୁବର୍ଣ୍ଣପୁର: ଲଗାଣ ବର୍ଷା ଯୋଗୁଁ ଘୁଙ୍ଗିନାଳ ପୋଲ ଉପରେ ୪ଫୁଟ ପାଣି ପ୍ରବାହିତ। ବିରମହାରାଜପୁର-ଚାରମାଳ ଯୋଗାଯୋଗ ବିଛିନ୍ନ । ସୁବର୍ଣ୍ଣପୁର(ଗଣପତିବାଘ)ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଭୁତିଆପାଲି ନିକଟରେ ଥିବା ଘୁଙ୍ଗି ନାଳ ବ୍ରିଜ ଉପରେ ୪ ଫୁଟରେ ବନ୍ୟା ଜଳ ପ୍ରବାହିତ…

ଆନନ୍ଦମ ଫାଉଣ୍ଡେସନ ପକ୍ଷରୁ ବିଶ୍ୱଶାନ୍ତି ହୋମଯଜ୍ଞ ଅନୁଷ୍ଠିତ

12 ଅଗଷ୍ଟ 2022 ଶ୍ରାବଣ ପୂର୍ଣ୍ଣିମା (ରାଖୀ ପୂର୍ଣ୍ଣିମା)ର ଶୁଭ ଅବସରରେ ଆନନ୍ଦମ ଫାଉଣ୍ଡେସନ ତରଫରୁ ଗାୟତ୍ରୀ ଭବନ, ନୁଆସାହି, ରସୁଲଗଡ, ଭୁବନେଶ୍ୱରରେ ଠାରେ ଏକ "ବିଶ୍ୱଶାନ୍ତି ହୋମଯଜ୍ଞ" ଆୟୋଜନ ହୋଇଥିଲା। ଏହା ବୈଦିକ ମନ୍ତ୍ର ଏବଂ ଭଜନ ସହିତ ଆରମ୍ଭ ହୋଇଥିଲା। ସକାଳ ୧୦ ଘଟିକାରୁ…

ବ୍ଲକସ୍ତରୀୟ ଯାଦବ ଜନଗଣନା କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାଜିଲ୍ଲା ଯାଦବ ମହାସଭାର ନିଷ୍ପତ୍ତି କ୍ରମେ ଆଜି ଡେରାବିଶ ବ୍ଲକ ଅନ୍ତର୍ଗତ କୁରୁଜଙ୍ଗା ଗ୍ରାମପଞ୍ଚାୟତର ମଙ୍ଗରାଜପୁର ଠାରେ ବ୍ଲକସ୍ତରୀୟ ଯାଦବ ଜନଗଣନା କାର୍ଯ୍ୟର ଶୁଭାରମ୍ଭ କରାଯାଇଥିଲା l ଏଥିରେ ବ୍ଲକ ସଭାପତି ଅଧ୍ୟାପକ ଗୋଲକ ଚନ୍ଦ୍ର ମହାଭୋଇ ଆୟୋଜିତ ସଭାରେ…

ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ଆଜାଦି କା ଅମ୍ରିତ ମହୋତ୍ସବ’ ପାଳିତ

ଭୁବନେଶ୍ୱର: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ ସାରା ଦେଶରେ ଧୁମ୍ ଧାମରେ ପାଳନ କରାଯାଉଛି। ଏହି ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଓ ରୂସା ୨.୦ ତରଫରୁ ସମସ୍ତ ବିଭାଗ ଏବଂ କିଛି ଅଭିଭୂକ୍ତ କଲେଜ ଗୁଡିକରେ ହର ଘର…