ଉତ୍କଳ ସମିଳନୀ ବହି ସଂଗ୍ରହ କାର୍ଯ୍ୟକ୍ରମ

ମୟୁରଭଞ୍ଜ :ଉତ୍କଳ ସମ୍ମିଳନୀ ର କେନ୍ଦ୍ରୀୟ ସମିତି ର ସଭାପତି ପ୍ରଫେସର ଅଦ୍ଵୈତ କୁମାର ପାତ୍ର ଏବଂ କେନ୍ଦ୍ରୀୟ ଉପସଭାପତି ଶ୍ରୀଯୁକ୍ତ ରବିନ୍ଦ୍ର ନାଥ ସତପଥି ଙ୍କ ନିର୍ଦ୍ଦେଶନାରେ ପୂର୍ବ ସିଂହଭୂମି ଜିଲ୍ଲା ସମ୍ପାଦକ ଶ୍ରୀ ପ୍ରଦୀପ କୁମାର ଦାସ, ପର୍ଯ୍ୟବେକ୍ଷକ ଶ୍ରୀ ଜୟରାମ ଦାସପାତ୍ର ଏବଂ…

ବନ୍ୟା ପରିସ୍ଥିତିକୁ ନେଇ SRC ଙ୍କ ବଡ଼ ସୂଚନା

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ତଳିଆ ଅଞ୍ଚଳର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଆଉ ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସି କହିଛନ୍ତି । ବନ୍ୟା ସ୍ଥିତିକୁ ନେଇ ଏସଆରସି ପ୍ରଦୀପ ଜେନା ସୂଚନା ଦେଇ କହିଛନ୍ତି ଯେ, ‘ପିକ୍ ମୁଣ୍ଡଳି…

ମୁଖ୍ୟ ଶାସନ ସଚିବଙ୍କ କେନ୍ଦୁଝରକୁ ୨ଦିନିଆ ଗସ୍ତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାକୁ ୨ ଦିନିଆ ଗସ୍ତର ୨ୟ ଦିନରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କାନପୁର ଜଳସେଚନ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ଅଗ୍ରଗତି ସମୀକ୍ଷା କରିଥିଲେ । ଜିଲ୍ଲାପାଳ ଆଶିଷ ଠାକ୍‌ରେ, ଜଳସେଚନ ବିଭାଗ ବରିଷ୍ଠ ଯନ୍ତ୍ରୀ ଏବଂ କ୍ଷେତ୍ରସ୍ତରୀୟ କାର୍ଯ୍ୟରତ…

କଟକ ମୁଣ୍ଡଳୀରେ କମୁଛି ମହାନଦୀର ବନ୍ୟା ଜଳ

କଟକ: କଟକ ମୁଣ୍ଡଳୀରେ କମୁଛି ମହାନଦୀର ବନ୍ୟାଜଳ। ତଥାପି ବିପଦ ସଂକେତ ଉପରେ ରହିଛି ମହାନଦୀର ଜଳସ୍ତର। ମୁଣ୍ଡଳୀରେ ବହୁଛି ୧୧.୭୭ ଲକ୍ଷ୍ କ୍ୟୁସେକ ପାଣି। ଯୋବ୍ରାରେ ୫.୮୧ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ କରାଯାଇଛି। ମୁଣ୍ଡଳୀରେ ବିପଦ ସଂକେତ ୯୭.୨୫ ଫୁଟ ଥିବା ବେଳେ ଜଳସ୍ତର ରହିଛି ୯୭.୩୦…

ବନ୍ୟାଜଳରେ ଗ୍ରାମବାସୀ

ସାଲେପୁର : ମହାନଦୀ ରେ ବନ୍ୟାଜଳ ବୃଦ୍ଧି ଯୋଗୁଁ ସାଲେପୁର ବ୍ଲକ ସୁଧଖଣ୍ଡ ପଞ୍ଚାୟତ ନଦୀକୁଳିଆ ଗାଁ କୂଳସମିତଙ୍ଗା ଓ ପଟଣୀ ଙ୍ଗା ର ୧୫୦ ରୁ ଉର୍ଦ୍ଧ୍ବ ପରିବାର ସଂପୂର୍ଣ୍ଣ ଜଳବନ୍ଦୀ ଅବସ୍ଥାରେ ରହିଛି । ଗତକାଲି ରାତିରେ ଜଳସ୍ତର ବୃଦ୍ଧି ପାଇବା ଫଳରେ ଏବେ ସମ୍ପୂର୍ଣ୍ଣ ଗାଁ ପାଣି ଘେରରେ…

ତୁମେ ହିଁ ତୁମେ,ମୋ ଭାବନାରେ

ମନୋଜ କୁମାର ଦାସ ମୁଁ ନିମିତ୍ତ ମାତ୍ର ଏ ସଂସାରରେ ତୁମେ ହିଁ ତୁମେ ସୃଷ୍ଟିର ଆଦିଅନ୍ତ ସକଳ ଶକ୍ତିର ଆଧାର l ମୋ ଭାବନାରେ ତୁମେ ସୁଖରେ ଥାଅ ଦୁଃଖରେ ଥାଅ ଆଶିଷ, ଆଶୀର୍ବାଦ ବିନା ସବୁ ଅସମ୍ଭବ ଜୀବନର ମୂଲ୍ୟବୋଧ l ଆସିଛି ଏକା ଗଲାବେଳେ ଯିବି ଏକା କେହି ନଥିବେ ସହିତ…

ନନ୍ଦୋତ୍ସବ

ବିଳାସ ଚନ୍ଦ୍ର ବେହେରା, କାଲି ହୋଇଥିଲା କୃଷ୍ଣଙ୍କର ଜନ୍ମ ଆଜି ପାଳୁ ନନ୍ଦୋତ୍ସବ ଗୋପପୁର ହେଲା ଉତ୍ସବ ମୁଖର ନାରାୟଣ ଆବିର୍ଭାବ l ଯଶୋଦା ରାଣୀଙ୍କ କୋଳ ପୁରିଗଲା ଆନନ୍ଦେ ବିଭୋର ନନ୍ଦ ଗୋପବାଳ ମାନେ ଖୁସିରେ ନାଚିଲେ କାନ୍ଧକୁ ମିଶାଇ କାନ୍ଧ l ବଂଶୀ,ବେଣୁ,ସିଙ୍ଘା ତୁରୀ…

ଅମୃତ ମହୋତ୍ସବ

ପଞ୍ଚସ୍ତରୀ ବର୍ଷ ପୁରିଗଲା ପରେ କେତେ ସ୍ୱାଧୀନ ଭାରତ ? ଗୋଟି ଗୋଟି କରି ହିସାବ କରିଲେ ଲାଗଇ ସତେ ଲଜ୍ଜିତ । ଉଡ଼େ ଫର ଫର ତ୍ରିରଙ୍ଗା ଆମର ସଭିଏଁ ହୁଅନ୍ତି ଖୁସି କେତେ କଷ୍ଟ ସହି ଗଢ଼ିଲେ ପୂର୍ବଜ ଭାବେନାହିଁ କେହି ବସି। ମହୋତ୍ସବ ପରି ପାଳନ କରନ୍ତି ସତେକି ଝରେ ଅମୃତ ଦୁଇ…

ମୋ ଲେଖା ମୋ ଦୁନିଆ ତରଫରୁ ସ୍ୱାଧୀନତାର ଅମୃତ ମହୋତ୍ସବରେ ଅନଲାଇନ୍ କବିତା ପାଠୋତ୍ସବ

କଳାହାଣ୍ଡି : ସ୍ୱାଧୀନତାର ଅମୃତ ମହୋତ୍ସବରେ ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦ,କଳାହାଣ୍ଡି ତରଫରୁ ଯୁବକବି ଖୁସିରାମ ସାହୁଙ୍କ ଅଧ୍ୟକ୍ଷତାରେ ଅନଲାଇନ୍ ମାଧ୍ୟମରେ ଏକ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ଦେଶାତ୍ମବୋଧକ କବିତା ପାଠୋତ୍ସବ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…

ଦେଶାତ୍ମବୋଧକ କବିତା ଆସର ଓ ଇ-ପତ୍ରିକା ଉନ୍ମୋଚନ

ଭଦ୍ରକ ତା15/5: ରବିବାର ସନ୍ଧ୍ୟା ଘ ୦୬ : ୦୦ ଟିକା ସମୟରେ ଜାତୀୟ କବି ଲେଖକ ସଂଗଠନ, ଭଦ୍ରକ ଓ ଲକ୍ଷ୍ମଣ ନାୟକ ସାହିତ୍ୟ ସଂସଦ ମାଲକାନଗିରିର ମିଳିତ ଆନୁକୂଲ୍ୟରେ ଆଜାଦିକି ଅମୃତ ମହୋତ୍ସବ ଉପଲକ୍ଷେ ଏକ ଦେଶତ୍ମବୋଧକ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ସଂଗଠନର ମୁଖପତ୍ର ତ୍ରୟୋମାସିକ…