ବିଶ୍ବ ଫଟୋଗ୍ରାଫି ଦିବସ

ଏଇ ଅଳ୍ପ ଦିନତଳେ ମୁଁ ଆଇସିୟୁକୁ ଏଣ୍ଟ୍ରି କରିବା ପାଇଁ ହସ୍ପିଟାଲର ଗ୍ରାଉଣ୍ଡ ଫ୍ଲୋରରୁ ସିଢି ଆଡକୁ ଯାଉଥାଏ, ଲିଫ୍ଟ ସାମ୍ନାରେ ଟିକେ ଅଟକି ଯିବା ପାଇଁ ବାଧ୍ୟ ହେଲି। ଲିଫ୍ଟ ଭିତରକୁ ଏମରଜେନ୍ସିର ଷ୍ଟାଫ୍ ଷ୍ଟ୍ରେଚରରେ ଜଣେ ରୋଗୀଙ୍କୁ କ୍ୟାଥଲ୍ୟାବକୁ ସିଫ୍ଟ କରୁଥାନ୍ତି। ରୋଗୀ ଜଣଙ୍କ ଛାତି…

ଆଜି ପାଇଁ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର : ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଆଜି ଅବପାତରେ ପରିଣତ ହୋଇଛି । ଏହାପରେ ଏହା ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗକୁ ମୁହାଁଇବା । ପ୍ରଭାବରେ ଆଜି ଏବଂ ଆସନ୍ତାକାଲି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବା ସହ କିଛି…

ରାଜଧାନୀରେ ମହିଳାଙ୍କୁ କିରାସିନି ଢାଳି ପୋଡ଼ି ହତ୍ୟା

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ୟ। ଖାରବେଳନଗର ଥାନା ଅନ୍ତର୍ଗତ ମଧୁସୂଦନ ନଗରରେ ଜଣେ ମହିଳାଙ୍କୁ ଆଜି କିରାସିନି ଢାଳି ପୋଡ଼ି ହତ୍ୟା କରାଯାଇଥିବା ସନ୍ଦେହ ହୋଇଛି। ଏନେଇ ସ୍ୱାମୀଙ୍କୁ ପଚରା ଉଚରା  ଜାରି ରହିଛି। ଘର ଭିତରୁ ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି।…

ବନ୍ୟା କ୍ଷତିଗ୍ରସ୍ତଙ୍କୁ ମିଳିବ ୧୫ ଦିନର ରିଲିଫ୍

ଭୁବନେଶ୍ୱର: ପ୍ରବଳ ବନ୍ୟାରେ ରାଜ୍ୟବାସୀ କଲବଲ ହେଉଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାର ବାସିନ୍ଦା ପାଣି ଘେରରେ ରହି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶମାର୍ଗରୁ ବନ୍ୟା ବିପନ୍ନଙ୍କ ସ୍ଥିତି ପରଖିଛନ୍ତି । ମୁଖ୍ୟମନ୍ତ୍ରୀ…

ରାମଦେବଙ୍କୁ ହାଇକୋର୍ଟଙ୍କ ଭର୍ସନା, ଲୋକଙ୍କୁ ଭ୍ରମିତ ନ କରିବା ପାଇଁ ତାଗିଦ

ଏଲୋପ୍ୟାଥି ଚିକିତ୍ସା ବିରୋଧରେ ବାରମ୍ବାର ଉଦ୍ଦେଶ୍ୟ ମୂଳକ ଭାବରେ ଭ୍ରମାତ୍ମକ ପ୍ରଚାର କରିବା ପରେ କିଛି ଏଲୋପ୍ୟାଥି ଡାକ୍ତର ମାନଙ୍କ ସମୂହ ହାଇକୋର୍ଟରେ ପତାଞ୍ଜଳୀ କମ୍ପାନୀର ସତ୍ଵାଧିକାରୀ ରାମକ୍ରୀଷ୍ଣ ଯାଦବ ଓରଫ ରାମଦେବ ବିରୋଧରେ ମାମଲା ଦାୟର କରିଥିଲେ । ଏହି ମାମଲାର ଶୁଣାଣି କରି…

ମହାରାଷ୍ଟ୍ରର ରାୟଗଡରେ ହାଇ ହାଇଆର୍ଲଟ

ମହାରାଷ୍ଟ୍ରର ରାୟଗଡ ଜିଲ୍ଲାର ହରିହରେଶ୍ୱର ସମୁଦ୍ର ତଟରେ ସନ୍ଦେହଜନକ ଅବସ୍ଥାରେ ଦୁଇଟି ଡଙ୍ଗା ଭାସୁଥିଲା, ସେହି ଡଙ୍ଗାରେ କେହି ମଣିଷ ନଥିବା ଦେଖି ମତ୍ସ୍ୟଜୀବୀ ମାନେ ପୋଲିସକୁ ଖବର ଦେଇଥିଲେ, ପୋଲିସ ସେଠାରେ ପହଂଚି ଯାଞ୍ଚ କରିବାରୁ ସନ୍ଦିଗ୍ଧ ଡଙ୍ଗାରୁ ପରିମାଣର ୩ ଟି AK-47 ରାଇଫଲ,…

ଦିଲ୍ଲୀ ହାରକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଆଦେଶ

ଦିଲ୍ଲୀ : ବିଜେପି ନେତା ଶାହାନବାଜ ହୁସେନ ବିରୋଧରେ ବଳାତ୍କାର ମାମଲା ଦାୟର ପାଇଁ ନିର୍ଦ୍ଧେଶ । କେନ୍ଦ୍ର ଓ ବିହାର ସରକାରରେ ମନ୍ତ୍ରୀ ଥିବା ବରିଷ୍ଠ ବିଜେପି ନେତା ଶାହାନୱାଜ ହୁସେନଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଜୋରଦାର ଝଟକା ଲାଗିଛି , ୨୦୧୮ ମସିହାରେ ଦିଲ୍ଲୀର ଜୈନିକ ମହିଳା…

ସିନ୍ଦୂର

*ସିନ୍ଦୂର * ସିନ୍ଦୂର ଯେବେ ଦେଲି ମୁଁ ସିନ୍ଥିରେ ଗୃହିଣୀ ସାଜିଲି ସେବେ ତୁମ ଘରେ ଓଢ଼ଣୀ ଯେବେ ଦେଲି ମୁଁ ମଥାରେ ଘରର ଦାୟୀତ୍ବ ନେଲି ଗୋ ସାଥିରେ ହାତରେ ଯେବେ ପିନ୍ଧିଲି କଙ୍କଣ ସଂସାରର ସୁଖ ଦୁଃଖକୁ କଲି ମୁଁ ବରଣ ଆଙ୍ଗୁଠି ରେ ଯେବେ ପିନ୍ଧିଲି ମୁଦି ସପନ ରାଇଜେ ଗଲି ଯେ ମୁଁ…

ବଙ୍ଗୋପସାଗର ରେ ସୃଷ୍ଟି ଆଉ ଏକ ଲଘୁଚାପ

ଭୁବନେଶ୍ୱର: ଉତ୍ତର-ପୂର୍ବ ଏବଂ ପାର୍ଶ୍ୱବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଗାମୀ ୧୨ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପ ଏବଂ ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତର ରୂପନେବାର ସମ୍ଭାବନା । ବାଂଲାଦେଶ ଓ ମିଆଁମାର…

ଗୃହଲକ୍ଷ୍ମୀ

ଗୃହଲକ୍ଷ୍ମୀ ***** ଅସରନ୍ତି ଘର କାମର ଅତ୍ୟାଚାରରେ ବିତେ ସାରା ଜୀଵନ, ଅବହେଳିତ ଦେହ, ମନ ଭାରାକ୍ରାନ୍ତ, ଶ୍ରାନ୍ତ ମିଳେନି ଉନ୍ମୁକ୍ତ ବାତାୟନ ଘରର କାନ୍ଥ ଭିତରେ ଦିନ ଆସି ଯାଏ ଚାଲି ପୂର୍ଣମୀ ଅମାବାସ୍ୟା ହୁଏ, ବାରମାସେ ତେର ପର୍ବ ଆତ୍ମୀୟ, ସ୍ୱଜନଙ୍କ ପରିଚର୍ଯ୍ୟା ସମୟ…