ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ର ଆଦିତ୍ୟ ଆଲୁମିନିୟମ ସମ୍ପ୍ରସାରଣ ପ୍ରସ୍ତାବକୁ ଜନ ଶୁଣାଣୀରେ ମିଳିଲା ସମର୍ଥନ

ସମ୍ବଲପୁର : ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଆଦିତ୍ୟ ଆଲୁମିନିୟମ ପ୍ଲାଣ୍ଟ, ଲପାଙ୍ଗାର ପ୍ରସ୍ତାବିତ ସମ୍ପ୍ରସାରଣକୁ ନେଇ ମେ ୧୫ ରିଖରେ ଅନୁଷ୍ଠିତ ଜନ ଶୁଣାଣୀରେ ସ୍ଥାନୀୟ ଲୋକ ଓ ପଞ୍ଚାୟତିରାଜ ପ୍ରତିନିଧିମାନେ ପ୍ରବଳ ସମର୍ଥନ ପ୍ରକାଶ କରିଛନ୍ତି। ଅଞ୍ଚଳରେ ଅଧିକ ରୋଜଗାର ସୃଷ୍ଟି ସହ…

ନୂଆ ପୁଲିସ ମହାନିର୍ଦେଶକ ପଦ ପାଇଁ ୧୧ ନାମ ସୁପାରିସ

ଭୁବନେଶ୍ବର : ଓଡ଼ିଶାର ପରବର୍ତ୍ତୀ ପୁଲିସ ମହାନିର୍ଦେଶକ (ଡିଜିପି) ପଦରେ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ରାଜ୍ୟ ସରକାର ୧୯୯୦ରୁ ୧୯୯୬ ବ୍ୟାଚ ମଧ୍ୟରେ ଥିବା ୧୧ ଆଇପିଏସ୍ ଅଧିକାରୀଙ୍କ ନାମ ୟୁପିଏସ୍‌ସିକୁ ସୁପାରିସ କରିଛନ୍ତି। ଏଥିମଧ୍ୟରୁ ୟୁପିଏସ୍‌ସି ତିନୋଟି…

ସରଳୀକରଣ ହେଲା ଆପାର୍ଟମେଣ୍ଟ କିଣାବିକା ସହ ପଞ୍ଜିକରଣ

ଭୁବନେଶ୍ୱର : ସାଧାରଣ ଓ ମଧ୍ୟବିତ୍ତ ବ୍ୟକ୍ତିଙ୍କ ପାଇଁ ଖୁସି ଖବର । ଦୂର ହୋଇଛି ଦୀର୍ଘବର୍ଷର ପ୍ରତିବନ୍ଧକ । ଏଣିକି ସରଳ ହେବ ଫ୍ଲାଟ କିଣାବିକା। ଆପାର୍ଟମେଣ୍ଟର କମନସ୍ପେସ୍ ରେଜିଷ୍ଟ୍ରେସନ ସହ ଅନ୍ୟାନ୍ୟ ସୁବିଧା ପାଇଁ ଥରେ ଦେବାକୁ ପଡିବ ୫୦ ହଜାର ଟଙ୍କା । ଓଡିଶା ଆପାର୍ଟମେଣ୍ଟ ମାଲିକାନା…

ତୈଳ ଦର ବୃଦ୍ଧି ପରେ ଓଡ଼ିଶାରେ ଘରୋଇ ବସ୍ ଭଡ଼ା ବଢ଼ାଇଛନ୍ତି ରାଜ୍ୟ ସରକାର।

ଭୁବନେଶ୍ୱର : ସାଧାରଣ ଜନତାଙ୍କ ପକେଟ୍‌କୁ ପୁଣି ଝଟ୍‌କା। ରାଜ୍ୟରେ ବଢ଼ିଲା ଘରୋଇ ବସ୍ ଭଡ଼ା। ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। ଅର୍ଡିନାରୀ ବସ୍ ୮୮ ପଇସାରୁ ବୃଦ୍ଧି ପାଇ ୯୦ ପଇସା (କିମି ପିଛା), ଏକ୍ସପ୍ରେସ୍ ବସ୍ ୯୨ ପଇସାରୁ ବୃଦ୍ଧି…

ନିପୁଣ ଓଡିଶା ସେଲ ରାଜ୍ୟ ଉପଦେଷ୍ଟାଙ୍କ ଓଡଗାଁ ଗସ୍ତ

ନୟାଗଡ଼ (୧୫/୦୫): ନିପୁଣ ଓଡ଼ିଶା ସେଲ୍ ର ରାଜ୍ୟ ଉପଦେଷ୍ଟା ରୀଟାମନି ବୋରହା ଓଡ଼ଗାଁ ଗସ୍ତରେ ଆସି ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟରେ ପହଞ୍ଚିଥିଲେ।ଏ ଅବସରରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବ୍ଲକ ଶିକ୍ଷାଧିକାରୀ ପିଣ୍ଟୁ ପ୍ରଧାନ, ଅତିରିକ୍ତ ଶିକ୍ଷାଧିକାରୀ ରାଜକିଶୋର ସାହୁ,ରଘୁନାଥ…

ଆମ୍ବୁଲାନ୍ସରୁ ତେଲ ସରିଯିବାରୁ ରୋଗୀ ମୃତ୍ୟୁ ଅଭିଯୋଗ ଘଟଣା। ତେଲ ସରିଯିବା ଅଭିଯୋଗକୁ ଖଣ୍ଡନ କଲେ ଆମ୍ବୁଲାନ୍ସ ମାଲିକ।

କଟକ : ଆମ୍ବୁଲାନ୍ସରୁ ତେଲ ସରିଯିବାରୁ ରୋଗୀ ମୃତ୍ୟୁ ଅଭିଯୋଗ ଘଟଣା, ତେଲ ସରିଯିବା ଅଭିଯୋଗକୁ ଖଣ୍ଡନ କଲେ ଆମ୍ବୁଲାନ୍ସ ମାଲିକ। କହିଲେ, ତେଲ ଥିଲା, ଯାନ୍ତ୍ରିକ ତ୍ରୁଟି ପାଇଁ ଆମ୍ବୁଲାନ୍ସ ବନ୍ଦ ହୋଇ ଯାଇଥିଲା। ଗାଡ଼ିରେ ପର୍ଯ୍ୟାପ୍ତ ତେଲ ଅଛି, ଆହୁରି ୨୫୦/୩୦୦ କିମି ଯାଇପାରିବ। ତେବେ…

ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ଆଇଆଇଏମ ବିଶ୍ୱ ପାଇଁ ମଡେଲ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଗୁଜରାଟ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଗୁଜରାଟ ଗସ୍ତ ଅବସରରେ ଗାନ୍ଧୀନଗର ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଉଭୟ ନେତାଙ୍କ ମଧ୍ୟରେ ଶିକ୍ଷା ଏବଂ ନବସୃଜନ କ୍ଷେତ୍ରରେ ଗୁଜରାଟର ଅଗ୍ରଗତି…

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ପାଇଁ ବସିଲା ପ୍ରସ୍ତୁତି

ଭୁବନେଶ୍ୱର : ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଯେହେତୁ ବର୍ତ୍ତମାନ ପଶ୍ଚିମ-ଏସିଆ ପରିସ୍ଥିତି ଯୋଗୁ ସମଗ୍ର ଦେଶ ଏକ ସଂକଟମୟ ପରିସ୍ଥିତି ଦେଇ ଗତି…

ପାଳିତ ହେଲା ‘ସାଇନ୍‌ସ ଏୱାରନେସ୍ ଫୋରମ୍’ର ପ୍ରଥମ ସ୍ଵନକ୍ଷତ୍ର ଦିବସ 

ବାଲେଶ୍ଵର,୧୪/୫: (କୃଷ୍ଣ କୁମାର ମହାନ୍ତି)ମଣିଷ ସମାଜର ମଙ୍ଗଳ ସହ ପ୍ରକୃତି ଓ ପରିବେଶର ସୁରକ୍ଷା ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ସୃଷ୍ଟି ହୋଇଥିବା ‘ସାଇନ୍ସ ଏୱାରନେସ୍ ଫୋରମ୍‌'ର ପ୍ରଥମ ଜନ୍ମଦିନ ଉତ୍ସବ ସ୍ଥାନୀୟ ବାଗବୃନ୍ଦାବନ ସ୍ଥିତ ‘ଶ୍ରୀ ଶିକ୍ଷା’ କକ୍ଷରେ ଅନୁଷ୍ଠିତ…