ପଶ୍ଚିମବଙ୍ଗରେ ସରକାର ପରିବର୍ତ୍ତନକୁ ନେଇ ନାନୋବାସ୍ତୁବିଦ୍ ଇଂ. ପ୍ରଦୀପ ପଟ୍ଟନାୟକଙ୍କ ଭବିଷ୍ୟବାଣୀ ଚର୍ଚ୍ଚାରେ

ବାଲେଶ୍ୱର, ୧୪/୫ (କୃଷ୍ଣ କୁମାର ମହାନ୍ତି): ଚଳିତ ବର୍ଷ ମାର୍ଚ୍ଚ ୩ ତାରିଖରେ ସଂଘଟିତ ଚନ୍ଦ୍ରଗ୍ରହଣର ପ୍ରଭାବକୁ ନେଇ ନନ୍ଦିଘୋଷ ଟିଭିରେ ଆୟୋଜିତ ଏକ ଲାଇଭ୍ ଆଲୋଚନା ଚକ୍ରରେ ବିଶିଷ୍ଟ ଜ୍ୟୋତିର୍ବିଦ୍, ମହାକାଶ ବିଜ୍ଞାନୀ ଓ ଗବେଷକମାନେ ଯୋଗ ଦେଇଥିଲେ। ଏହି ଆଲୋଚନାରେ ବାଲେଶ୍ୱରସ୍ଥିତ…

ଅଳଙ୍କୃତ ଇଗ୍ନାଇଟ୍ ୨୦୨୬ କାର୍ଯ୍ୟକ୍ରମରେ ଅର୍ଚ୍ଚିଶାଙ୍କ ଚମତ୍କାର ସଫଳତା: ଶ୍ରୀ ଶ୍ରୀ ୟୁନିଭର୍ସିଟିରେ ପ୍ରଥମ…

ବାଲେଶ୍ୱର, ୧୩/୫ (କୃଷ୍ଣ କୁମାର ମହାନ୍ତି): ଯୁବ ସୃଜନଶୀଳ ପ୍ରତିଭା ଅର୍ଚ୍ଚିଶା (ରୋଲି) ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ଆୟୋଜିତ 'ଅଳଙ୍କୃତ ଇଗ୍ନାଇଟ୍ ୨୦୨୬' କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବିଶ୍ଵବିଦ୍ୟାଳୟ ସ୍ତରରେ ପ୍ରଥମଥର ପାଇଁ…

ବାଲେଶ୍ୱରରେ ଉଦଘାଟିତ ହେଲା ତ୍ରିଦିବସୀୟ ଜିଲ୍ଲାସ୍ତରୀୟ ବାସଗୃହ ଭିତ୍ତିକ କ୍ଷମତା ବିକାଶ ଓ ବଜାର ସଚେତନତା କର୍ମଶାଳା

ବାଲେଶ୍ୱର, ୧୩/୫(କୃଷ୍ଣ କୁମାର ମହାନ୍ତି) : ବାଲେଶ୍ୱର ଜିଲ୍ଲାରେ ଓରମାସ ଓ ମିଶନ ଶକ୍ତିର ସହଯୋଗରେ ୩ ଦିନିଆ ଜିଲ୍ଲାସ୍ତରୀୟ ବାସଗୃହ ଭିତ୍ତିକ 'କ୍ଷମତା ବିକାଶ ଓ ବିପଣନ ସଚେତନତା କର୍ମଶାଳା' ଆଜି ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଦ୍ୱାରା ଉଦଘାଟିତ…

ଦାରା ସିଂଙ୍କ ଦଣ୍ଡ କୋହଳ ନେଇ ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲାରେ ଦାରା ସିଂଙ୍କ ଦଣ୍ଡାଦେଶ କୋହଳ ମାମଲାରେ ରାଜ୍ୟ ସରକାରଙ୍କ state sentence review board ତର୍ଜମା କରୁଛି। ଏଥିପାଇଁ ଅଧିକ ସମୟ ଆବଶ୍ୟକ ବୋଲି କୋର୍ଟକୁ ଜଣାଇଛନ୍ତି। ମାମଲାର ଶୁଣାଣି ଜଷ୍ଟିସ ମନୋଜ ମିଶ୍ର ଏବଂ ଜଷ୍ଟିସ  …

କେନ୍ଦ୍ର ସରକାର ଚାଷୀଙ୍କ ଆୟ ସୁରକ୍ଷା ଓ କୃଷିକୁ ସୁଦୃଢ଼ କରିବା ପାଇଁ ୨.୬୦ ଲକ୍ଷ କୋଟି ଟଙ୍କାର MSP ପ୍ୟାକେଜ୍‌କୁ…

ନୂଆଦିଲ୍ଲୀ : କେନ୍ଦ୍ର ମୋଦି କ୍ୟାବିନେଟ୍ ବୁଧବାର ଦେଶର କୋଟି କୋଟି ଚାଷୀଙ୍କ ପାଇଁ ବଡ଼ ଉପହାର ଆଣିଛି । କୃଷି ଓ କୃଷକଙ୍କୁ ଆର୍ଥିକ ଭାବେ ସୁଦୃଢ଼ କରିବା ପାଇଁ ସରକାର ୨.୬୦ ଲକ୍ଷ କୋଟି ଟଙ୍କାର ଏକ ବିଶାଳ ପ୍ୟାକେଜ୍‌କୁ ମଞ୍ଜୁରୀ ଦେଇଛନ୍ତି । ଏହା ସହିତ ୨୦୨୬-୨୭ ବର୍ଷ ପାଇଁ ୧୪ଟି ଖରିଫ…

ବରିଷ୍ଠ ପୁଜ୍ୟପୂଜା ପ୍ରାଣ ବ୍ରଜବନ୍ଧୁ ପରିଡାଙ୍କ ବିୟୋଗ

ଭୁବନେଶ୍ୱର : ତା 13/05/26 ବରିଷ୍ଠ ପୁଜ୍ୟପୂଜା ପ୍ରାଣ, ଶହୀଦ ରଘୁ -ଦିବାକର ସ୍ମୃତି ସଂସଦର ସାଧାରଣ ସମ୍ପାଦକ ତଥା ରଣଭୂଇଁ ସମ୍ପାଦକ ବ୍ରଜବନ୍ଧୁ ପରିଡାଙ୍କ 73 ବର୍ଷ ବୟସରେ ହୃଦଘାତରେ ବିୟୋଗ ଘଟିଛି l ଦୀର୍ଘ ଦିନଧରି ସ୍ୱାସ୍ଥ୍ୟବସ୍ଥା ପାଇଁ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସାଧୀନ ଥିଲେ l…

ଏକ ଘଣ୍ଟାରେ ୫ ଗୁଣା ରିଟର୍ଣ୍ଣ’ ଲୋଭ ଦେଖାଇ ଠକେଇ: ଠକ ଗ୍ୟାଙ୍ଗକୁ ଠାବ କରିବାକୁ ଦାବି, ଲକ୍ଷାଧିକ ଲୋକ ଠକାମିର…

ବାଲେଶ୍ୱର, ୧୩/୦୫: (କୃଷ୍ଣ କୁମାର ମହାନ୍ତି) 'ଦୀପକ ୱାଧୱା ଅଫିସିଆଲ୍ ଟ୍ରେଡିଂ' ନାମରେ ଏକ ଆକାଉଣ୍ଟ୍ ଖୋଲି ଦେଶର ବିଭିନ୍ନ ରାଜ୍ୟରେ ଅନଲାଇନ ଟ୍ରେଡିଂ ନାଁରେ ବ୍ୟାପକ ଠକେଇ ଚାଲିଥିବା ଅଭିଯୋଗ ସାମ୍ନାକୁ ଆସିଛି। ବିଜୟ କୁମାର ସଖାରାମ ପାଟିଲଙ୍କ ସମେତ ଆଉ ୬ ଜଣ ଏହି ଠକେଇ ଗ୍ୟାଙ୍ଗକୁ…

ରାମାୟଣରେ ଗୁଧ୍ରରାଜ ସମ୍ପାତ୍ତି

ରାମାୟଣରେ ଗୁଧ୍ରରାଜ ସମ୍ପାତ୍ତି ================== ମହର୍ଷି କଶ୍ୟପଙ୍କର ଦୁଇ ପତ୍ନୀ ଥିଲେ l ପ୍ରଥମା ପତ୍ନୀ କଦ୍ରୁଙ୍କ ଗର୍ଭରୁ ସମସ୍ତ ନାଗକୁଳ ସୃଷ୍ଟି l ସେ ନାଗମାତା l ଦ୍ଵିତୀୟାପତ୍ନୀ ବିନତାଙ୍କ ଗର୍ଭରୁ ଜନ୍ମ ଲାଭ କରିଥିଲେ ଗରୁଡ଼ ଏବଂ ଅରୁଣ ଦୁଇଭାଇ l ଗରୁଡ଼ ହେଲେ ବିଷ୍ଣୁଙ୍କ…