କ୍ରିଡା ପ୍ରତିଯୋଗିତାରେ ଛାତ୍ରଙ୍କ ଗୋଡ ଭାଙ୍ଗିଲା ।
ସୁବର୍ଣ୍ଣପୁର: (ବିବି ନିୟୁଜ ବ୍ୟୁରୋ) ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ସ୍ତରୀୟ କ୍ରୀଡାରେ ଅଘଟଣ । ଲମ୍ବ ଡିଆଁ ବେଳେ ଭାଙ୍ଗିଲା ଛାତ୍ରଙ୍କ ଗୋଡ । ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡିକାଲକୁ ସ୍ଥାନାନ୍ତର । ଆହତ ଛାତ୍ର ଚାରଭଟା ଆଶ୍ରମ ବିଦ୍ୟାଳୟର +୨ ଛାତ୍ର ହରିଶ ଧରୁଆ । ଆଜି ତରଭା ବ୍ଲକ…