ଉତ୍ତମ ନିଦ ପାଇଁ ଶୋଇବା ପୂର୍ବରୁ ଖାଆନ୍ତୁ ଏହି ଜିନିଷ

ଦିନଯାକ ପରିଶ୍ରମ ପରେ ରାତିରେ ସଠିକ ପରିମାଣରେ ନିଦ ହେବା ନିତାନ୍ତ ଆବଶ୍ୟକ। ତେବେ ଶୋଇବା ପୂର୍ବରୁ ଏପରି କିଛି ସ୍ୱତନ୍ତ୍ର ଖାଦ୍ୟପେୟ ରହିଛି,ଯାହାର ସେବନ କରିବା ଦ୍ୱାରା ଅନିଦ୍ରା ସମସ୍ୟା ଦୂର ହେବା ସହ ଉତ୍ତମ ନିଦ ହେବାରେ ବେଶ ସହାୟକ ହୋଇଥାଏ। ପୋଟାସିୟମ ଓ ମେଗ୍ନିସିୟମରେ ଭରପୁର ଥିବା…

ପ୍ରସ୍ତୁତ କରନ୍ତୁ ପଞ୍ଜାବୀ ମାଛ

ଆବଶ୍ୟକ ସାମଗ୍ରୀ ଛୋଟ ଖଣ୍ଡ କଟା ଯାଇଥିବା ମାଛ – ୫୦୦ ଗ୍ରାମ୍‍ ଅଦା ରସୁଣ ବଟା – ୫୦ ଗ୍ରାମ୍‍ ଲଙ୍କା ଗୁଣ୍ଡ – ୧୦ ଗ୍ରାମ୍‍ ଲେମ୍ବୁ ରସ – ୧ ଚାମଚ ଜୁଆଁଣୀ – ଅଳ୍ପ ବେସନ – ୨୦୦ ଗ୍ରାମ୍‍ ଅଣ୍ଡା – ୨ଟି ଲୁଣ ସ୍ୱାଦ ଅନୁଯାୟୀ ଦହି – ଆବଶ୍ୟକ ପରିମାଣରେ ତେଲ – ଆବଶ୍ୟକ ପରିମାଣରେ…

ଏହି ସରଳ ଉପାୟରେ କେଶ ହେବ ରେଶମୀ

ପ୍ରଥମେ ଗୋଟିଏ ପାଚିଲା କଦଳୀକୁ ପେଷି ଦିଅନ୍ତୁ। ତାପରେ ଏକ ପାତ୍ରରେ କ୍ଷୀର ନେଇ ସେଥିରେ ପେଷିଥିବା କଦଳୀକୁ ମିଶାଇ ଦିଅନ୍ତୁ। ଏବେ ପୁଣି ଏହାକୁ ଭଲ ଭାବେ ପେଷି ଏକ ପାତ୍ରକୁ କାଢନ୍ତୁ। ତାହାକୁ କେଶର ଶେଷ ଭାଗ ଓ ମୂଳରେ ଭଲ ଭାବେ ଲଗାଇ ୩୦ ମିନିଟ ରଖନ୍ତୁ। ୩୦ ମିନିଟ ପରେ ସାମାନ୍ୟ ଉଷୁମ…

ସ୍ୱଭାବରେ ଭୋଜନର ପ୍ରଭାବ

କିଛି ଲୋକଙ୍କୁ ନିରାମିଷ ଖାଦ୍ୟ ପସନ୍ଦ ଥିଲେ କିଛି ଲୋକଙ୍କୁ ଆମିଷ ଖାଦ୍ୟ ଖୁବ୍‍ ପସନ୍ଦ। ତେବେ ଖାଦ୍ୟ ରୁଚି ସହ ସ୍ୱଭାବ ଜଡିତ ରହିଛି ବୋଲି କୁହାଯାଏ।  ଭୋଜନକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ହେଉଛି ଆମିଷ ଓ ଅନ୍ୟଟି ନିରାମିଷ। ଭୋଜନ ଆମ ସ୍ୱଭାବରେ ମଧ୍ୟ ପ୍ରଭାବ…

କଲରା ଖାଇବା ପରେ ଏସବୁ ସେବନ କରୁଥିଲେ ସାବଧାନ..

କଲରା ସ୍ୱାଦରେ ପିତା। ମାତ୍ର ଏହାର ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ଥିବାରୁ ଏହାକୁ ସେବନ କରିବାକୁ ପରାମର୍ଶ ଦିଆଯାଇଥାଏ। ସ୍ୱାସ୍ଥ୍ୟ ପାଇଁ ଏହା କୌଣସି ବରଦାନରୁ କମ ନୁହେଁ। ଏଥିରେ ଆଣ୍ଟି-ବ୍ୟାକ୍ଟେରିୟଲ ସହ ଅନ୍ୟାନ୍ୟ ବହୁ ପୋଷକ ତତ୍ତ୍ୱ ଗୁଣ ହୋଇଛି। ସ୍ୱାଦ ପିତା ହେଲେ ମଧ୍ୟ ଏହା ରକ୍ତକୁ…

ଏକାଠି ପିଅନ୍ତୁ କ୍ଷୀର ଓ ଘିଅ

କ୍ଷୀର ଓ ଘିଅର ଏକାଠି ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ମିଳିଥାଏ। କ୍ଷୀର ଓ ଘିଅ ଅନେକ ପୋଷକ ତତ୍ତ୍ୱର ଗୁଣରେ ଭରପୁର। ମାତ୍ର ଉଭୟଙ୍କୁ ଏକାଠି ସେବନ କରିବା ଦ୍ୱାରା ଏହାର ସ୍ୱାସ୍ଥ୍ୟ ଉପକାରୀ ଗୁଣ ଦ୍ୱିଗୁଣିତ ହୋଇଯାଏ। ଘିଅରେ ଭରପୁର ମାତ୍ରାରେ ଭିଟାମିନ ଏ ଓ କେ,ପ୍ରୋଟିନ ଓ…

ଗୋଟିଏ ରାତିରେ ଦୁଇ ମନ୍ଦିରରୁ ଚୋରି

ବନ୍ତଳା: ଅନୁଗୁଳ ବ୍ଲକ ବନ୍ତଳା ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇଟି ମନ୍ଦିରରୁ ଚୋରି ହୋଇଥିବା ଦେଖିବାକୁ ମିଳିଛି।ଦୁର୍ବୃତ୍ତମାନେ ମନ୍ଦିରର ଦାନ ହୁଣ୍ଡି ଭାଙ୍ଗି ଦାନ ଅର୍ଥ ଚୋରି କରିନେଇଛନ୍ତି।ପ୍ରାପ୍ତ ସୂଚନା ଅନୁଯାୟୀ ଅନୁଗୁଳ ବ୍ଲକ ବନ୍ତଳା ଥାନା ପୋକତୁଙ୍ଗା ଶନି ମନ୍ଦିର ଓ ଧୋକୁଟା…

ସହଯୋଗର ହାତ ବଢାଇଲା ‘ଓଡ଼ିଶା ମୋ ପରିବାର’, ଶ୍ରୀଲଙ୍କାରୁ ଫେରିଲା କମଳାକାନ୍ତଙ୍କ ମୃତଦେହ

ମହାକାଳପଡା: ଓଡ଼ିଶା ମୋ ପରିବାର ସହଯୋଗରେ ମଙ୍ଗଳପୁର ପଂଚାୟତ କୁମାରପଡା ଗ୍ରାମର ମାଗୁଣୀ ସ୍ବାଇଁଙ୍କ ପୁଅ କମଳାକାନ୍ତ (୨୫)ଙ୍କ ମୃତଦେହ ଶ୍ରୀଲଙ୍କାରୁ ଫେରିଛି। ଗତ ୪ବର୍ଷ ତଳେ ସେ କାମ ଅନ୍ବେଷଣରେ ଶ୍ରୀଲଙ୍କା ଯାଇଥିଲେ। କଲୋମ୍ବୋସ୍ଥିତ ଏକ ଷ୍ଟିଲ୍‌ କମ୍ପାନିରେ ମାସକୁ ୧୬ ହଜାର ଟଙ୍କା…

ଜିଲ୍ଲାରେ ଛାଇଗଲାଣି ବ୍ରାଉନ୍‌ସୁଗାର୍‌, ୫ ଦିନରେ ୩୮ ଲକ୍ଷ ଟଙ୍କାର ଧଳା ଜହର ଜବତ, ୧୦ ଗିରଫ

ଜଗତସିଂହପୁର ଟାଉନ୍: ଯେତେ ଧରପଗଡ଼ ଚାଲୁଛି ସେତେ ବାହାରୁଛି। ପୂରା ଜିଲ୍ଲାରେ ଛାଇଗଲାଣି ବ୍ରାଉନ୍‌ସୁଗାର କାରବାର । ପ୍ରତିଦିନ କେଉଁଠୁ ନା କେଉଁଠୁ ଚଢ଼ଉ ବେଳେ ମିଳୁଛି ଧଳାଜହର। ଅବକାରୀ ଓ ପୁଲିସ ଏକପ୍ରକାର ଆକ୍ସନ୍‌ମୁଡ୍‌କୁ ରହି ୫ ଦିନ ଭିତରେ ୩୮ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିବା…

ଲକ୍ଷ୍ମଣନାଥରୁ ୩ ଗୋରୁଗାଡ଼ି ଜବତ

ଜଳେଶ୍ବର: ଜଳେଶ୍ବର ପୁଲିସ ଆଜି ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥରୁ ୧୫୦ରୁ ଊର୍ଦ୍ଧ୍ବ ଗୋରୁ ବୋଝେଇ କରି ନେଉଥିବା ୩ଟି ଟ୍ରକ ଜବତ କରିଛି। ଗୋରୁଗୁଡ଼ିକୁ ବାଲେଶ୍ବରସ୍ଥିତ ଏକ ଗୋଶାଳାକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି। ପ୍ରକାଶଯୋଗ୍ୟ, ଗତକାଲି ରାତିରେ କଟକରୁ ପାଖାପାଖି ୪୦ରୁ…