ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଙ୍କୁ ମିଳିଲା କ୍ଲିନ୍ ଚିଟ୍ ।

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଙ୍କୁ ମିଳିଲା କ୍ଲିନ୍ ଚିଟ୍ । ବ୍ୟାଙ୍କ ଆକାଉଣ୍ଟ ସିବିଆଇ ଖୋଳତାଡ଼ କରିଥିଲା ବେଳେ, ଆକାଉଣ୍ଟରୁ କିଛି ପାଇଲାନି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା। ଏନେଇ ମନୀଷ ଓ ତାଙ୍କ ପରିବାର ସିବିଆଇ ଠାରୁ…

ଅଗ୍ରପୂଜ୍ୟ ଶ୍ରୀଗଣେଶ

ଭାଦ୍ରବ ଶୁକ୍ଳ ଚତୁର୍ଥୀକୁ ଆମେ ଗଣେଶ ଚତୁର୍ଥୀ ଭାବେ ପାଳନ କରୁ l ଶ୍ରୀ ଗଣେଶ ଭାଦ୍ରବ ଶୁକ୍ଳ ଚତୁର୍ଥୀ,ମଧ୍ୟାହ୍ନ,ସୋମବାର,ସ୍ୱାତୀ ନକ୍ଷତ୍ରଯୋଗ ଓ ତୁଳା ରାଶିରେ ଶଙ୍କର ଭବାନୀଙ୍କ ପୁତ୍ର ରୂପେ ପ୍ରକଟ ହୋଇଥିଲେ l ତାଙ୍କର ଏହି ଜନ୍ମଦିବସକୁ ଆମେ ଗଣେଶ ଚତୁର୍ଥୀ ରୂପେ ପାଳନ କରି ସିଦ୍ଧି…

ବାଲି ତୃତୀୟା

ଆମ ହିନ୍ଦୁ ପରମ୍ପରାରେ ବର୍ଷ ସାରା ବିଭିନ୍ନ ପର୍ବ ପର୍ବାଣୀ ଲାଗିରହିଥାଏl ମାସ,ବାର,ତିଥି,ନକ୍ଷତ୍ର ଦେବା ଦେବୀଙ୍କୁ ଭିତ୍ତିକରି ଅସୁମାରୀ ପର୍ବ l ଆମ ରାଜ୍ୟ ଓଡ଼ିଶା ତନ୍ମଧ୍ୟରୁ ଏକ ନିଆରା ପର୍ବ ବହୁଳ ରାଜ୍ୟ l ସେହିଭଳି ଗୋଟିଏ ପର୍ବ ବାଲି ତୃତୀୟା ଯାହା ତିଜବ୍ରତ ଏବଂ ହରିତାଳିକା ନାମରେ…

ବାଲି ତୃତୀୟା

ଆମ ହିନ୍ଦୁ ପରମ୍ପରାରେ ବର୍ଷ ସାରା ବିଭିନ୍ନ ପର୍ବ ପର୍ବାଣୀ ଲାଗିରହିଥାଏl ମାସ,ବାର,ତିଥି,ନକ୍ଷତ୍ର ଦେବା ଦେବୀଙ୍କୁ ଭିତ୍ତିକରି ଅସୁମାରୀ ପର୍ବ l ଆମ ରାଜ୍ୟ ଓଡ଼ିଶା ତନ୍ମଧ୍ୟରୁ ଏକ ନିଆରା ପର୍ବ ବହୁଳ ରାଜ୍ୟ l ସେହିଭଳି ଗୋଟିଏ ପର୍ବ ବାଲି ତୃତୀୟା ଯାହା ତିଜବ୍ରତ ଏବଂ ହରିତାଳିକା ନାମରେ…

ବିଦ୍ୟୁତ ଆଘାତରେ ଯୁବକ ମୃତ ।

ସୁବର୍ଣ୍ଣପୁର : ବିଦ୍ୟୁତ ଆଘାତରେ ଯୁବକର ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଶିବଶଙ୍କରପଡାରେ ଘଟିଛି ଅଘଟଣ । ପୁରୁଣା ଘର ଭାଙ୍ଗିବାବେଳେ ଲାଗିଗଲା ବିଦ୍ୟୁତ ତାର । ମୃତ ଯୁବକ ଜଣକ ହେଲେ ମାଲିପଡାର ଯତନ ସେଠୀ । ସୁଚନା ଅନୁସାରେ ତରଭା ସହରର ଶିବଶଙ୍କରପଡାରେ ଜଣେ ବ୍ୟକ୍ତିଙ୍କ ଘର…

ସୁବର୍ଣ୍ଣପୁର ରେ ଉଦଯାପିତ ହୋଇଯାଇଛି ଜାତୀୟ କ୍ରିଡା ଉତ୍ସବ ।

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାରେ ସାତ ଦିନ ଧରି ପାଳିତ ହେଉଥିବା ଜାତୀୟ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି । ସାତ ଦିନ ଧରି ସାରା ଜିଲ୍ଲାରେ ବିଭିନ୍ନ ପ୍ରକାଳ ଖେଳକୁଦ ପ୍ରତିଯୋଗୀତା ହୋଇଥିବା ବେଳେ ଜିଲ୍ଲାସାରା ଖେଳର ବାତାବରଣ ସୃଷ୍ଟି ହୋଇଥିଲା ।ଶେଷ ଦିନରେ ସୁବର୍ଣ୍ଣପୁର ଓ…

ଆଜି ୨୭୪ ଅଧ୍ୟାପକଙ୍କୁ ନିଯୁକ୍ତି ଦେବେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱର : ଆଜି ରାଜ୍ୟର ଅନୁଦାନପ୍ରାପ୍ତ ବିଭିନ୍ନ ଡିଗ୍ରି କଲେଜରେ ୨୭୪ ଜଣ ଅଧ୍ୟାପକ ନିଯୁକ୍ତି ପାଇବେ । ରାଜ୍ୟର ବିଭିନ୍ନ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜଗୁଡିକରେ ଖାଲି ଥିବା ଶିକ୍ଷକ ଓ ଅଣଶିକ୍ଷକ ପଦ ପୂରଣ ପାଇଁ ଉଚ୍ଚଶିକ୍ଷା ବିଭାଗ ପଦକ୍ଷେପ ଗ୍ରହଣ କରୁଛି । ନିକଟରେ ୩୩୪…

ନମସ୍ତେ ସମଲେଶ୍ୱରୀ

ନମସ୍ତେ ସମଲେଶ୍ଵରୀ ହୀରାଖଣ୍ଡ ରାଣୀ l ନମସ୍ତେ ମଙ୍ଗଳା ବିଶ୍ୱ ବନ୍ଦ୍ୟ ଠାକୁରାଣୀ ll ମଙ୍ଗଳେ ମଙ୍ଗଳମୟୀ ମା' ମଙ୍ଗଳଚଣ୍ଡୀ l ମୁଖ ଶୋଭା ହିଙ୍ଗୁଳ ସିନ୍ଦୁର ଥାଉ ମଣ୍ଡି ll ହିମାଦ୍ରୀ ତନୟା ମାତ ନାମ ହୈମବତୀ l ପର୍ବତନନ୍ଦିନୀ ଯେଣୁ ତୋ ନାମ ପାର୍ବତୀ ll ଶିବଙ୍କୁ ଲଭିଲୁ କେତେ କାଳ…

ସେପ୍ଟେମ୍ବର ୧ରୁ ୫ ମଧ୍ୟରେ ମିଳିବ +୨ ମାର୍କସିଟ୍‌ ଏବଂ ସାର୍ଟିଫିକେଟ।

ଭୁବନେଶ୍ୱର: ଚଳିତବର୍ଷ ଯୁକ୍ତ ଦୁଇ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କୁ ମାର୍କସିଟ୍‌, ସାର୍ଟିଫିକେଟ୍ ଏବଂ ମାଇଗ୍ରେସନ ଯୋଗାଇଦେବା ଲାଗି +୨ ପରିଷଦ ପକ୍ଷରୁ ପକ୍ରିୟା ଆରମ୍ଭ ହୋଇଛି । ଗତ ୨ବର୍ଷ ହେବ କୋଭିଡ ଲାଗି ପରୀକ୍ଷା ବାତିଲ ହୋଇଥିବା ବେଳେ ଚଳିତବର୍ଷ ଅଫ୍‌ଲାଇନ୍ ପଦ୍ଧତିରେ ପରୀକ୍ଷା…

ମହାନଦୀରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ।

ବୌଦ୍ଧ: ମହାନଦୀର ମର୍ଜାକୁଦ ସେତୁ ତଳେ ମଙ୍ଗଳବାର ଏକ ମୃତଦେହ ପଡ଼ିଥିବା ଦେଖାଯାଇଛି। ସକାଳୁ ସକାଳୁ ସେତୁ ଉପରେ କିଛି ଲୋକ ମର୍ଣ୍ଣିଂ ଓ୍ବାକ୍ କରୁଥିବା ବେଳେ ମୃତଦେହଟି ପଡ଼ିଥିବାର ଦେଖି ବୌଦ୍ଧ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହ…