ଅବସର ନେଲେ ବିଜେପିକୁ ଅଡୁଆରେ ପକାଉଥିବା ରାଜ୍ୟପାଳ
ନୂଆଦିଲ୍ଲୀ: ଦେଶର ଅନ୍ୟତମ ଚର୍ଚ୍ଚିତ ରାଜ୍ୟପାଳ ସତ୍ୟପାଲ ମଲିକ ଅବସର ନେଇଛନ୍ତି। ତାଙ୍କର କାର୍ଯ୍ୟକାଳ ୩ ଅକ୍ଟୋବରରେ ଶେଷ ହୋଇଥିଲା ଏବଂ ତାଙ୍କର କାର୍ଯ୍ୟକାଳ ବଢାଯାଇନାହିଁ | ତାଙ୍କ ସ୍ଥାନରେ ମେଘାଳୟର ରାଜ୍ୟପାଳ ଭାବେ ବିଡି ମିଶ୍ର ଶପଥ ନେଇଛନ୍ତି । ସେ ବର୍ତ୍ତମାନ ଅରୁଣାଚଳ ପ୍ରଦେଶର…