ଆନନ୍ଦ ଫାଉଣ୍ଡେସନ୍ ଦ୍ୱାରା ବିଶ୍ୱ ଭାତୃତ୍ୱ ଦିବସ ପାଳିତ
11 ସେପ୍ଟେମ୍ବର 2022 ରେ ଝାଡ଼ଗ୍ରାମ ଜିଲ୍ଲାର ବିନପୁର ଠାରେ ବିନପୁର ପଲ୍ଲୀ କ୍ଲବର ସହଯୋଗରେ ଆନନ୍ଦ ଫାଉଣ୍ଡେସନ ଦ୍ୱାରା ବିଶ୍ବ ଭାତୃତ୍ୱ ଦିବସ ପାଳନ କରାଯାଇଥିଲା। ସ୍ୱାମୀ ବିବେକାନନ୍ଦଙ୍କ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଏବଂ ପରେ ଭଗ୍ନୀ…