ସରକାର ଚାହିଁଲେ ଖୋଲିବ ରତ୍ନଭଣ୍ଡାର, ପୁରୀ ଶ୍ରୀମନ୍ଦିର ବୈଠକରେ ଯୋଗଦେଲେ ଆମିକସକ୍ୟୁରି

ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସକ୍ୟୁରି ନଗେନ୍ଦ୍ର କୁମାର ମହାନ୍ତି ଆଜି ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ବୈଠକରେ ଯୋଗ ଦେଇଛନ୍ତି। ବୈଠକ ପରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ ରତ୍ନ ଭଣ୍ଡାର ଖୋଲିବା ନେଇ ରାଜ୍ୟ ସରକାର…

ସତ୍ୟଭାମାଙ୍କ ଗର୍ବ ଗଞ୍ଜନ

ଦ୍ୱାପରଯୁଗର କଥା l ଦିନେ ଦେବର୍ଷି ନାରଦ ପ୍ରଭୁ ଶ୍ରୀକୃଷ୍ଣଙ୍କ ଦର୍ଶନ ଅଭିଳାଷରେ ଦ୍ୱାରିକା ପୁରୀରେ ପହଞ୍ଚିଲେ l ପ୍ରଭୁ ଦ୍ୱାରକାଧିଶଙ୍କ ଅଷ୍ଟ ପାଟବଂଶୀ ମାନଙ୍କ ଭିତରେ ଅନ୍ୟତମା ଶ୍ରୀମତୀ ସତ୍ୟଭାମା ନିଜ ପିତାଙ୍କର ଧନଗର୍ବରେ କିଛିଟା ଅହଙ୍କାରିଣୀ ହୋଇ ଉଠିଥାଆନ୍ତି l ସତ୍ୟଭାମା ଦେବୀଙ୍କ…

ଚରିତ୍ର

ଜଣାନାହିଁ "ଅ" "ଆ" ଆକାର ଓକାର "ହ" "କ୍ଷ" ଧରିବାକୁ ସଦା ହରବର l କର୍ମେ ନୁହେଁ ତତ୍ପର ସେ ଖୋଜେ ଖାଲି ଲାଭ ଉଚ୍ଚାଙ୍ଗ ଭାଷଣ ମୁଖେ ଗାଦି ପାଇଁ ଲୋଭ l ଫୁଲମାଳ ପିନ୍ଧିବାକୁ ଅର୍ଥ କରେ ଶ୍ରାଦ୍ଧ ହାତେ ରଖି ଅନୁଗତ ଶୁଣେ ଜିନ୍ଦାବାଦ l ହଂସ ହୋଇବାକୁ ବଗ କଲେ ଶତ ଚେଷ୍ଟା କାଉ କି…

ସରକାରୀ କର୍ମଚାରୀ ମାନ୍ୟତା ଦାବିରେ ପାଚିକା ସଂଘ ପକ୍ଷରୁ ସ୍ମାରକପତ୍ର ପ୍ରଦାନ : ବିଭିନ୍ନ ସମସ୍ୟାର ସମାଧାନ ପାଇଁ…

ଭୋଗରାଇ : ୧୭/୯: ଭୋଗରାଇ ବ୍ଲକର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ପାଚିକା ସହାୟିକାମାଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଭୋଗରାଇ ବିଡିଓଙ୍କ ଜରିଆରେ ପ୍ରଦାନ କରିଛନ୍ତି ଓଡ଼ିଶା ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଂଘ।  ସ୍ୱଳ୍ପ…

ଭାରତ ଯୋଡ ଯାତ୍ରା ପୂର୍ବତନ ପାଇଁ ଭୁବନେଶ୍ୱର ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଦିଗବିଜୟ ସିଂ ଓ ପୂର୍ବତନ…

ଭୁବନେଶ୍ୱର :  ୧୭/୯/୨୨-ସାଂସଦ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଦିଗବିଜୟ ସିଂ ଓ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଜୟରାମ ରମେଶ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ପହଞ୍ଚିଲେ।ଆସନ୍ତାକାଲି ପୂର୍ବାହ୍ନ ରେ କଂଗ୍ରେସ ଭବନରେ ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ…

ବିଶ୍ବକର୍ମା

ବିଶ୍ୱକର୍ମା ସେ ବିଶ୍ୱ ନିୟତା ଗଢ଼ିଛନ୍ତି ବୃଦ୍ଧ ବେଶେ ଅଧାଗଢା ଦିଅଁ ଫୁଟାଇଛନ୍ତି କାରିଗରୀ ନିପୁଣତା ପାଣ୍ଡବ ବରୁଣ କୁବେରଙ୍କ ସ୍ୱର୍ଗତୂଲ୍ୟ ପ୍ରାସାଦ ସମୁହେ । ସେ ଯନ୍ତ୍ରୀ ଗଢ଼ିଛନ୍ତି ଯନ୍ତ୍ର ପୁଷ୍ପକ ବିମାନ ମାନିବାକୁ ହେବ ତାଙ୍କ ସ୍ଥାପତ୍ୟର କଳା କଉଶଳ ସ୍ୱର୍ଣ୍ଣ…

ଜିଲ୍ଲାସ୍ତରୀୟ ବିଶ୍ଵ ରୋଗୀ ସୁରକ୍ଷା ଦିବସ ପାଳିତା

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ବିଶ୍ଵ ରୋଗୀ ସୁରକ୍ଷା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅବସ୍ଥିତ ତାଲିମ କେନ୍ଦ୍ରରେ ଏହି ଅବସରରେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷତା କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ…

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌, ୧ରୁ ଯାଞ୍ଚ କଡ଼ାକଡ଼ି

ଭୁବନେଶ୍ୱର: ଅପରାଧ ତଥା ଗାଡ଼ି ଚୋରି ରକିବା ଲାଗି କେନ୍ଦ୍ର ସରକାର ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ବ୍ୟବହାରକୁ ଗୁରୁତ୍ବ େଦଇଥିଲେ। ଏ ଦିଗରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଥିଲେ। ୨୦୧୯ ପରଠାରୁ ବିକ୍ରି ହେଉଥିବା ଯାନରେ…

ଉଲୁଣ୍ଡା ବନାଞ୍ଚଳରେ କଲରାପତରିଆ ବାଘ ମୃତ୍ୟୁ ଘଟଣା

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳରେ ଏକ କଲରାପତରିଆ ବାଘ ମୃତ୍ୟୁ ଘଟଣା ରେ ୬ ଗିରଫ ା ସୁବର୍ଣ୍ଣପୁର- ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଂଚଳ ଅନ୍ତର୍ଗତ ବାଘପାଲି ଗ୍ରାମ ନିକଟ ଜଙ୍ଗଲରେ କଲରାପତରିଆ ବାଘ ଶିକାର ଘଟଣାରେ ୬ ଜଣ ଶିକାରୀଙ୍କୁ ବନବିଭାଗ ଗିରଫ କରିଛି ।…

ବାପା-ମା’ଙ୍କୁ ହରାଇ ଏବେ ବେସାହାରା: ଭାଇ, ଭଉଣୀଙ୍କୁ ସହାୟତା ପାଇଁ ଅଣ୍ଟା ଭିଡ଼ିଲେ ପୁରାତନ ଛାତ୍ର

ଜଗତସିଂହପୁର ଟାଉନ୍: ସୋନାଲି ଓ ଜ୍ଞାନଙ୍କ ବାପା ସ୍ବର୍ଗତ ଚିତ୍ତରଞ୍ଜନ ପ୍ରଧାନ। ଘର ଗାଲୁପଡ଼ାରେ। ୨୦୦୭ରେ ଏସଭିଏମ୍ ସ୍ୱୟଂଶାସିତ ମହାବିଦ୍ୟାଳୟର ଲେଡିଜ୍ ହଷ୍ଟେଲ ଗେଟ୍ କାମ ଚାଲିଥିବା ବେଳେ ଏକ ଦୁର୍ଘଟଣାରେ ଚିତ୍ତରଞ୍ଜନଙ୍କ ମୃତ୍ୟୁ ହୁଏ। ସେଇ ଘଟଣାର ୧୫ ଦିନ ପରେ ଏସଭିଏମ୍ କଲେଜ…