ଆଜାଦି କା ଅମୃତ ମହୋତ୍ସବ ଅବସରରେ ପୁନିତ ସାଗର ଅଭିଯାନ ଓ ସ୍ୱଚ୍ଛ ଭାରତ ଅଭିଯାନ

ବାଲୁଗାଁ: ଶନିବାର ସକାଳେ ବାଲୁଗାଁ ଏନଏସି ଓ ଆଇଏନଏସ ଚିଲିକା ମିଳିତ ଆନୁକୂଲ୍ୟରେ ବାଲୁଗାଁ ଚିଲିକା କୁଳଠାରେ ଆଜାଦି କା ଅମୃତ ମହୋତ୍ସବ ଅବସରରେ ପୁନିତ ସାଗର ଅଭିଯାନ ଓ ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି।ଏହି ଅଭିଯାନ ଆଜିଠାରୁ ଆସନ୍ତା ଅକ୍ଟୋବର ୨ ଅର୍ଥାତ ଗାନ୍ଧୀ ଜୟନ୍ତୀ…

ବାରବାଟୀରେ ଲିଜେଣ୍ଡ ଲିଗ୍ କ୍ରିକେଟ୍‌: ଦର୍ଶକଙ୍କ ପାଇଁ ୩୪ ହଜାର ଟିକେଟ ରହିଛି

କଟକ: ବାରବାଟୀ ଷ୍ଟାଡ଼ିୟମରେ ଆସନ୍ତା ୨୬ ତାରିଖରୁ ଲିଜେଣ୍ଡ ଲିଗ କ୍ରିକେଟ ଅନୁଷ୍ଠିତ ହେବାକୁ ଯାଉଛି । କ୍ରିକେଟରୁ ଅବସର ନେଇଥିବା ତଥା ପ୍ରତିଷ୍ଠିତ ଖେଳାଳିଙ୍କୁ ନେଇ ଏହି କ୍ରିକେଟ ଲିଗର ୩ ଟି ମ୍ୟାଚ କଟକରେ ଅନୁଷ୍ଠିତ ହେବ । ଆସନ୍ତା ୨୬, ୨୭ ଓ ୨୯ ତାରିଖରେ ମ୍ୟାଚ ଖେଳାଯିବ ବୋଲି ଓସିଏ…

ଭୁବନେଶ୍ୱର ପରେ ପୁରୀ ବେଳାଭୂମିରେ ଫୁଲଡ୍ରେସ ଏୟାର ଶୋ

ପୁରୀ : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳିତ ହେଉଛି । ଏହାକୁ ଅଧିକ ଦେଶପ୍ରେମ କରିବା ଉଦ୍ଦେଶ୍ୟରେ ବାୟୁସେନାର ୯ଟି ହକ୍ ବିମାନ ଦ୍ୱାରା ସୂର୍ଯ୍ୟ କିରଣ ଶୋ ମାଧ୍ୟମରେ ପୁରୀ ସମୁଦ୍ର କୂଳରେ ପ୍ରଦର୍ଶିତ କରାଯାଇଛି ଦୁଃସାହାସିକ ଓ…

ଫୁଲବାଣୀ କୋର୍ଟ ପରିସରେ ପେପର ଲେସ ଅଦାଲତ ଉଦଘାଟିତ

 ଫୁଲବାଣୀ : ଆଜି ତା ୧୭/୯/୨୦୨୨ ରିଖ ଶନିବାର ଦିନ କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ କୋର୍ଟ ପରିସର ମଧ୍ୟରେ ପେପେର ଲେସ ଅଦାଲତ ଉଦଘାଟିତ ହୋଇଯାଇଛି। ଶ୍ରୀଯୁକ୍ତ ମାନ୍ୟବର ସୁପ୍ରିମ କୋର୍ଟ ବିଚାରପତି ଓଡିଶା ଆସି ଜୁଡିସିଆଲ ଏକାଡେମୀ କଟକ ଠାରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଓଡ଼ିଶାର…

ରାଣୀଙ୍କ ଶେଷକୃତ୍ୟରେ ସାମିଲ ପାଇଁ ଲଣ୍ଡନ ଗଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ବ୍ରିଟେନର ଦିବଙ୍ଗତ ମହାରାଣୀ ଏଲିଜାବେଥ ଦ୍ଵିତୀୟଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଲଣ୍ଡନ ଗସ୍ତ କରିଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଣୀଙ୍କ ଶେଷକୃତ୍ୟରେ ସାମିଲ ହୋଇ…

ଦ୍ରୌପଦୀଙ୍କ ଜୋତା ଧରିଲେ ଶ୍ରୀକୃଷ୍ଣ

ମହାଭାରତ ଯୁଦ୍ଧର ନବମ ଦିନ ବିତି ଯାଇଥାଏ l ସେନାପତି ଥାଆନ୍ତି ପିତାମହ ଭୀଷ୍ମ l ବୀରତାର ସହ ସେ ପାଣ୍ଡଵପକ୍ଷର ସେନାସଂହାର କରିଚାଲି ଥାନ୍ତି l କିନ୍ତୁ ସେ ପର୍ଯ୍ୟନ୍ତ ଜୟର କୌଣସି ଲକ୍ଷଣ ଦେଖି ନପାରି ଦୁର୍ଯ୍ୟୋଧନ ହତାଶ ହୋଇପଡ଼ିଲେ ଓ ପିତାମହଙ୍କୁ ଯାଇ ପଚାରିଲେ, ପିତାମହ ଆମ ରଥି ମହାରଥୀ…

ଅଦ୍ଭୁତ ଶିଳ୍ପୀ

କନ୍ୟା ସଂକ୍ରାନ୍ତିର ପବିତ୍ର ତିଥିରେ ମନେ ପଡ଼େ ଏକ ଅପୂର୍ବ ଗାଥା l ଏ କଳିଯୁଗରେ ନୀଳାଚଳ ଧାମେ ଶ୍ରୀମନ୍ଦିରେ ବିଜେ ଦାରୁ ଦେବତା ll ଅପୂର୍ଵ ଦାରୁଟେ ଲାଗି ଥିଲା ଆସି ବାଙ୍କି ମୁହାଣରେ କାୟା ମେଲାଇ l ସ୍ୱପ୍ନାଦେଶ ହେଲା ରାଜା ବିଷ୍ଣୁ ଭକ୍ତେ ଏ ଦାରୁରେ ଦିଅ ଦିଅଁ ଗଢ଼ାଇ ll…

ସରକାର ଚାହିଁଲେ ଖୋଲିବ ରତ୍ନଭଣ୍ଡାର, ପୁରୀ ଶ୍ରୀମନ୍ଦିର ବୈଠକରେ ଯୋଗଦେଲେ ଆମିକସକ୍ୟୁରି

ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସକ୍ୟୁରି ନଗେନ୍ଦ୍ର କୁମାର ମହାନ୍ତି ଆଜି ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ବୈଠକରେ ଯୋଗ ଦେଇଛନ୍ତି। ବୈଠକ ପରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ ରତ୍ନ ଭଣ୍ଡାର ଖୋଲିବା ନେଇ ରାଜ୍ୟ ସରକାର…

ସତ୍ୟଭାମାଙ୍କ ଗର୍ବ ଗଞ୍ଜନ

ଦ୍ୱାପରଯୁଗର କଥା l ଦିନେ ଦେବର୍ଷି ନାରଦ ପ୍ରଭୁ ଶ୍ରୀକୃଷ୍ଣଙ୍କ ଦର୍ଶନ ଅଭିଳାଷରେ ଦ୍ୱାରିକା ପୁରୀରେ ପହଞ୍ଚିଲେ l ପ୍ରଭୁ ଦ୍ୱାରକାଧିଶଙ୍କ ଅଷ୍ଟ ପାଟବଂଶୀ ମାନଙ୍କ ଭିତରେ ଅନ୍ୟତମା ଶ୍ରୀମତୀ ସତ୍ୟଭାମା ନିଜ ପିତାଙ୍କର ଧନଗର୍ବରେ କିଛିଟା ଅହଙ୍କାରିଣୀ ହୋଇ ଉଠିଥାଆନ୍ତି l ସତ୍ୟଭାମା ଦେବୀଙ୍କ…

ଚରିତ୍ର

ଜଣାନାହିଁ "ଅ" "ଆ" ଆକାର ଓକାର "ହ" "କ୍ଷ" ଧରିବାକୁ ସଦା ହରବର l କର୍ମେ ନୁହେଁ ତତ୍ପର ସେ ଖୋଜେ ଖାଲି ଲାଭ ଉଚ୍ଚାଙ୍ଗ ଭାଷଣ ମୁଖେ ଗାଦି ପାଇଁ ଲୋଭ l ଫୁଲମାଳ ପିନ୍ଧିବାକୁ ଅର୍ଥ କରେ ଶ୍ରାଦ୍ଧ ହାତେ ରଖି ଅନୁଗତ ଶୁଣେ ଜିନ୍ଦାବାଦ l ହଂସ ହୋଇବାକୁ ବଗ କଲେ ଶତ ଚେଷ୍ଟା କାଉ କି…