ବିଗ୍‌ ବସ୍‌ରେ ଆସିବେ ପ୍ରକୃତି ମିଶ୍ର ! ଜୋର ଧରିଲା ଚର୍ଚ୍ଚା

ମୁମ୍ଵାଇ ୧୮।୦୯: କଲର୍ସ ଟିଭିର ସବୁଠୁ ଚର୍ଚ୍ଚିତ ତଥା ଲୋକପ୍ରିୟ ରିଅଲିଟି ଶୋ’ ‘ବିଗ୍‌ ବସ୍‌’। ଏଥର ନଜର ଆସିବେ ମୁମ୍ବାଇରେ ରହୁଥିବା ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ର । ଆସନ୍ତା ଅକ୍ଟୋବର ୧ରୁ ଆରମ୍ଭ ହେବାକୁ ଯାଉଛି ‘ବିଗ୍‌ ବସ୍‌-୧୬’ । ଏଥର ଶୋ’ରେ କାହା ଗେମ୍‌ ରହିବ…

ଦେବଶିଳ୍ପୀ ବିଶ୍ୱକର୍ମା

ଭଗବାନ ବିଶ୍ୱକର୍ମା ଏ ବିଶ୍ୱର ନିର୍ମାଣ କର୍ତ୍ତା l ସେ ସମସ୍ତ ଶିଳ୍ପ ଶାସ୍ତ୍ରର ଜ୍ଞାତା, ଶିଳ୍ପୀଙ୍କ ସ୍ରଷ୍ଟା ଓ କୁଳ ଦେବତା l ଶାସ୍ତ୍ରମତେ ସେ ଅଷ୍ଟମ ବସୁ ପ୍ରଭାସଙ୍କ ଔରସରେ ଯୋଗ ସିଦ୍ଧାଙ୍କ ଗର୍ଭରୁ ଜନ୍ମ l ଆହୁରି ଏକ ମତ ଅନୁସାରେ ସେ ପ୍ରଜାପତି ବ୍ରହ୍ମାଙ୍କ ନାଭି କମଳରୁ ଜନ୍ମ l…

୨୦ ବେଳକୁ ଲଘୁଚାପରେ ପରିଣତ ହୋଇପାରେ ଘୂର୍ଣ୍ଣିବଳୟ ।

୨୦ ବେଳକୁ ଲଘୁଚାପରେ ପରିଣତ ହୋଇପାରେ ଘୂର୍ଣ୍ଣିବଳୟ । ୨୦ ଓ ୨୧ରେ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ବଙ୍ଗୋପ ସାଗରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜିଠୁ ପୁଣି ବର୍ଷା ସମ୍ଭାବନା । ଆଜି ପାଇଁ ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।…

ଟିଟିଲାଗଡ ସରକାରି ଡ଼ାକ୍ତରଖାନାରେ ଡ଼ାକ୍ତର ଏବଂ ଷ୍ଟାଫ କାର୍ଯ୍ୟ କରୁଛନ୍ତି ଚାପରେ ,

ଟିଟିଲାଗଡ :  ଟିଟିଲାଗଡ ସରକାରୀ ଡାକ୍ତରଖାନା ହେଉଛି ସହର, ଆଖପାଖ ଅଞ୍ଚଳ, ପଡୋଶୀ ଜିଲ୍ଳାର ରୋଗୀଙ୍କ ପାଇଁ ପ୍ରଥମ ଚିକିତ୍ସା କେନ୍ଦ୍ର, ଏଠାରେ ଯଦି ଚିକିତ୍ସା ହୋଇ ନ ପାରିବ ତାହାଲେ ବଲାଙ୍ଗିର ଜିଲ୍ଲା ମୂଖ୍ୟ ଡାକ୍ତରଖାନା ଅଥବା ବାହାରକୁ ଯାଆନ୍ତି ଚିକିତ୍ସା କରାଇବା ପାଇଁ।ଯେହେତୁ…

ଦୀର୍ଘ ୭୦ ବର୍ଷ ପରେ ଭାରତ ଦେଖିଛି ଚିତାବାଘ ।

ଦକ୍ଷିଣ ଆଫିକ୍ରୀୟ ଦେଶ ନାମିବ୍ୟାରୁ ସ୍ୱତନ୍ତ୍ର ବିମାନରେ ୮ ଚିତାବାଘ ପହଞ୍ଚିବା ପରେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛଡ଼ା ହୋଇଛନ୍ତି । ଆଜି ନିଜର ୭୨ତମ ଜନ୍ମିଦନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଚିତା ଭେଟି ଦେଇଛନ୍ତି । ଏହାକୁ ନେଇ ପଶୁପ୍ରେମୀଙ୍କ ମଧ୍ୟରେ ଆନନ୍ଦ…

ଦୂତୀ ବାହନ ଓଷା ବା ଦୁତିଆ ଓଷା ଦୂତୀ ବାହନ ଓଷା ଦୁତିଆ ଓଷା, କେମିତି ଓ କାହିଁକି ପାଳନ କରିବା ଉଚିତ୍

ଦୂତୀ ବାହନ ଓଷା ବା ଦୁତିଆ ଓଷା , ପୁଅ ଜିଉଁତିଆ ଓଷା, ଦୁତିବାମନ ଓଷା ବା ଜୀମୂତବାହନ ଉପବାସନାମରେ ମଧ୍ୟ ଜଣା) ଓଡ଼ିଶାରେ ପାଳିତ ଏକ ଓଷା । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏହା ଭିନ୍ନ ଭିନ୍ନ ନାମରେ ଜଣାଶୁଣା । ଓଡ଼ିଶାର ପଶ୍ଚିମାଞ୍ଚଳରେ ଏହା "ପୁଅ ଜିଉଁତିଆ" ନାମରେ ଏକ ମୁଖ୍ୟ ଓଷା ଭାବେ…

ମୋ ବସ” ରେ ଯାତ୍ରୀ ଙ୍କୁ ଆକ୍ରମଣ!

ଭୁବନେଶ୍ୱର : ଶନି ବାର ସନ୍ଧ୍ୟାରେ ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିଂନ ସ୍ଥିତ "ମୋ ବସ" ଟର୍ମିନାଲ ରେ ଏକ ବସ ମଧ୍ୟରେ ଜୈନକ ଯାତ୍ରୀଙ୍କୁ ମୋ ବସ ର ଜଣେ ବସ ଚାଳକ ମାଡ଼ ମାରିବାରୁ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା। ମିଳିଥିବା ସୂଚନାରୁ ଜଣା ପଡ଼ିଛି ଯେ,ବସ ଭିତରେ କୋୖଣସି କାରଣରୁ ବସ…

ଆଜିଠାରୁ ଓଡ଼ିଶାରେ ବଢିବ ବର୍ଷା

ଭୁବନେଶ୍ୱର: ପୂର୍ବକେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ୪.୫ ରୁ ୫.୬ କିମି ମଧ୍ୟରେ କାଲି ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଆସନ୍ତା ୨୦ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଉତ୍ତରପଶ୍ଚିମ ବଙ୍ଗୋପସାଗର…

ଉଦଯାପିତ ହେଲା ଦିନିକିଆ ଭଳିବଲ ଟୁର୍ଣ୍ଣାମେଣ୍ଟ

 ଗଞ୍ଜାମ : ଦିଗପହଣ୍ଡି ବ୍ଲକର କଇଠଡା ପଞ୍ଚାୟତର ଓଡାସିଙ୍ଗି ଠାରେ ସ୍ଵର୍ଗତ ଏମ୍ ଦିବାନ ରେଡିଙ୍କ ସ୍ମୃତି ଉଦ୍ଧେଶ୍ୟରେ ଛାତ୍ର ସଙ୍ଘଠକ ଶ୍ରୀ ଗଣେଶ ରେଡି ଓ ଓଡାସିଙ୍ଗି ଯୁବକ ସଙ୍ଘର ମିଳିତ ସହଯୋଗରେ ଏକ ଦିନିକିଆ ଜିଲ୍ଲା ସ୍ଥରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଗତକାଲି ମଧ୍ୟ ରାତ୍ରୀରେ ଉଦଯାପିତ…

ଦ୍ଵିତୀୟା ଘାଣ୍ଟ

ରାତି ପାହିନାହିଁ ଅଛି ପାହାନ୍ତିଆ ତାରା l ଜେଜଙ୍କ ପାଶେ ମିଳିଲା ନାତିଆ ନେତରା ll ଏଡ଼େବେଗି କିଆଁ ଉଠି ନେତରା ଅଇଲା l ଜେଜ ବିଚାରଇ ଆଜି କପାଳ ଫାଟିଲା ll ନେତରା କହିଲା ଜେଜ କାଢ଼ଲୋ ପଇସା l ଆଈ କରିଥିଲା କାଲି ଦ୍ୱିତୀୟାର ଓଷା ll ଆଜି ପୁଣି ଅଛି ତାର ଘାଣ୍ଟ ତରକାରୀ l କିଣି…