ଓସିଏ ନିର୍ବାଚନ: ୨୧ରେ ପ୍ରାର୍ଥୀପତ୍ର ଦାଖଲ, ୨୨ରେ ଯାଞ୍ଚ ସହ ୨୮ରେ ହେବ ଭୋଟ
କଟକ : ୨୦/୧୦: ଆସନ୍ତାକାଲି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ବା ଓସିଏ ନିର୍ବାଚନ ପାଇଁ ନାମାଙ୍କପତ୍ର ଦାଖଲ ହେବ । ଏନେଇ ଆଶୀର୍ଵାଦ ବେହେରାଙ୍କ ପ୍ୟାନେଲରୁ ୩ ଜଣ ପାର୍ଥୀ ଚୂଡାନ୍ତ ହୋଇ ସାରିଛନ୍ତି । ସଭାପତି ପଦରେ ପ୍ରଣବ ପ୍ରକାଶ ଦାସ, ଉପସଭାପତି ପ୍ରାର୍ଥୀ ଭାଵେ ପଙ୍କଜ ଲୋଚନ ମହାନ୍ତି…