ବିଦେଶାଗତ ପକ୍ଷୀଙ୍କ ମହାନଦୀ ମୁଁହା

ବୌଦ୍ଧ : ବୌଦ୍ଧ ଜିଲ୍ଲା କୁ ପ୍ରକୃତିର ବରଦାନ ଅପାର! ଜିଲ୍ଲାରେ ପ୍ରବାହିତ ମହାନଦୀର ବିସ୍ତିର୍ଣ୍ଣ ଜଳରାଶି ଏବଂ ନଦୀର ମାଛ ଓ ମନୋରମ ପରିବେଶ ବିଦେଶାଗତ ପକ୍ଷୀଙ୍କୁ ବୌଦ୍ଧ ଆସିବା ପାଇଁ ଆନମନା କରେ । ଶୀତ ଆରମ୍ଭ ହେବା ମାତ୍ରକେ ହଜାର ହଜାର କିଲୋମିଟର ଦୂରରୁ ଏଠାକୁ ଚାଲି ଆସନ୍ତି…

ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ଦାୟିତ୍ୱ ଗ୍ରହଣ କଲେ ଶ୍ରୀମୟୀ ମିଶ୍ର

ଭୁବନେଶ୍ୱର : ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ(OB&OCWW)ର ପ୍ରଥମ ମହିଳା ଅଧ୍ୟକ୍ଷ ଭାବେ ଶ୍ରୀମୟୀ ମିଶ୍ର ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଜି ପୂର୍ବାହ୍ନରେ ଭୁବନେଶ୍ୱରର ଶ୍ରୀୟା ଛକ ନିକଟସ୍ଥ ବୋର୍ଡ କାର୍ଯ୍ୟାଳୟରେ ରାଜ୍ୟ ଶ୍ରମ…

ନଭେମ୍ବର ୮ରୁ ଆରମ୍ଭ ହେବ ଜେବିସିସି ଭୁବନେଶ୍ୱର ଟେନିସବଲ କ୍ରିକେଟ ଲିଗ, ଅଂଶଗ୍ରହଣ କରିବେ ୬୪ରୁ ଉର୍ଦ୍ଧ ଟିମ l

ଭୁବନେଶ୍ୱର : ଭୁବନେଶ୍ୱରରେ ପ୍ରାୟ ଶହେରୁ ଉର୍ଦ୍ଧ ଟିମ ବିଭିନ୍ନ ଅଂଚଳରେ ଟେନିସ ବଲରେ କ୍ରିକେଟ ଖେଳୁଛନ୍ତି l ସେମାନଙ୍କୁ ଗୋଟିଏ ପ୍ଲାଟଫର୍ମକୁ ଆଣିବା ତଥା ଏହି ଖେଳକୁ ପ୍ରୋତ୍ସାହନ ଦେବା ପାଇଁ ଏକ ଅଭିନଵ ପରିକଳ୍ପନା କରାଯାଇ ଜେବିସିସି ଭୁବନେଶ୍ୱର ଟେନିସ ବଲ କ୍ରିକେଟ ଲିଗ ଆୟୋଜନ ପାଇଁ…

ଜୟଲଳିତାଙ୍କ ମୃତ୍ୟୁ ପାଇଁ ଶଶୀକଳାଙ୍କୁ ଦାୟୀ କଲେ ତଦନ୍ତ କମିସନ

ଚେନ୍ନାଇ : ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତାଙ୍କ ମୃତ୍ୟୁର ତଦନ୍ତ ରିପୋର୍ଟ ତାମିଲନାଡ଼ୁ ବିଧାନସଭାରେ ଆଗତ ହୋଇଛି । ୨୦୧୬ରେ ଜୟଲଳିତାଙ୍କ ମୃତ୍ୟୁପରେ ତତକାଳୀନ ଏଆଇଏଡିଏମକେ ସରକାର ଦୁଇଟି ତଦନ୍ତ କମିସନ ବସାଇଥିଲେ । ମାଡ୍ରାସ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି…

ଦାରିଙ୍ଗବାଡ଼ିର ଅନେକ ପଞ୍ଚାୟତରେ ପବନ, ଘଡ଼ଘଡ଼ି ସହ ବର୍ଷା

ଦାରିଙ୍ଗବାଡି, : କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଏକାଧିକ ପଞ୍ଚାୟତ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ପ୍ରବଳ ପବନ, ଘଡଘଡି ସହ ବର୍ଷା ହୋଇଛି। ଏଥିଯୋଗୁ ବିଭିନ୍ନ ସ୍ଥାନରେ ଗଛପଡ଼ି ଯାତାୟାତରେ ବାଧା ସୃଷ୍ଟି ହୋଇଛି। ସୂଚନାନୁଯାୟୀ, ତିଲୋରୀ ପଞ୍ଚାୟତର ଜଗେରମାହା ଗ୍ରାମରେ ବିରାଟ ମହୁଲ…

ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାଜ ଶାସ୍ତ୍ର ବିଭାଗ ପକ୍ଷରୁ ଦୁଇ ଦିନିଆ ଆନ୍ତର୍ଜାତୀୟ ଆଲୋଚନା ଚକ୍ର

କଟକ ସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାଜ ଶାସ୍ତ୍ର ବିଭାଗ ପକ୍ଷରୁ ରାଜନୀତି ବିଜ୍ଞାନ ବିଭାଗର ମିଳିତ ସହଯୋଗରେ ଜଗତିକରଣ, ସୁରକ୍ଷା ଏବଂ ବିକାଶର ଅନ୍ତର୍ଜାତୀୟ, ଜାତୀୟଏବଂ ଆଞ୍ଚଳିକ ଦିଗ ଶୀର୍ଷକରେ ଏକ ଦୁଇ ଦିନିଆ ଅନ୍ତର୍ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ…

ସ୍ବାମୀର ଗୁଳିମାଡ଼ରେ ସ୍ତ୍ରୀ ଗୁରୁତର

ଧରାକୋଟ: ଘରୋଇ କଳହକୁ ନେଇ ଗୁଳିମାଡ଼ ହୋଇଛି। ସ୍ବାମୀର ଗୁଳିମାଡ଼ରେ ସ୍ତ୍ରୀ ଗୁରୁତର ହୋଇଛନ୍ତି। ଗଂଜାମ ଜିଲ୍ଲା ଧରାକୋଟ ବ୍ଲକ ବଡଗଡ ଥାନା ଅନ୍ତର୍ଗତ ରୁଗୁମୁ ପଞ୍ଚାୟତର ରାଶିବାଡ଼ି ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ଗୁଳିମାଡ଼ର ଶିକାର ହୋଇଛନ୍ତି ଶୈଳନ୍ଦ୍ରୀ ପାତ୍ର। ଅଭିଯୁକ୍ତ…

ପ୍ରଞାପୁରୁଷ ଜନନେତା ଧୂରୀଣ ସମାଜ ସେବୀ କାଳନ୍ଦୀ ଦାସ ଦେହାବସାନ ।

ପ୍ରଞାପୁରୁଷ ମହାନ ଜନନେତା ଧୂରୀଣ ସମାଜ ସେବୀ ଜଗତସିଂହପୁର ଜିଲ୍ଲାର ଆଲୋକ ବର୍ତ୍ତିକା କାଳନ୍ଦୀ ଦାସ ଆଉ ନାହାନ୍ତି ବିଶ୍ଵାସ ଆସୁନି।ଗତ ୧୬ତାରିଖ ରବିବାର ସଂଧ୍ୟାରେ ତାଙ୍କର ଦେହାବସାନ ହୋଇଥିଲା। ତାଙ୍କୁ ୮୦ ବର୍ଷ ବୟସ ହୋଇ ଥିଲା।ସେ ୧୯୪୩ ଏପ୍ରିଲ ୧୪ ରେ ଜନ୍ମ ହୋଇଥିଲେ।ଏକ ଜମିଦାରୀ…

ବିଦ୍ୟାଳୟରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋସବ ସୁରଭି କାର୍ଯ୍ୟକ୍ରମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ, ମାଖନପୁର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ୧୬ଟି ବିଦ୍ୟାଳୟ ସାମିଲ ହୋଇଥିଲେ । ବିଦ୍ୟାଳୟରେ ଅଧ୍ୟୟନ କରୁଥିବା…

ନେପାଳରେ ୫.୧ ତୀବ୍ରତାର ଭୂମିକମ୍ପ

କାଠମାଣ୍ଡୁ : ନେପାଳରେ ବୁଧବାରଦିନ ଏକ ୫.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ରାଜଧାନୀ କାଠମାଣ୍ଡୁଠାରୁ ୫୩ କିଲୋମିଟର ପୂର୍ବରେ ଥିଲା । ଭୂମିକମ୍ପଟି ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରତାରେ ହୋଇଥିଲା । ଏହି ଭୂମିକମ୍ପର ପ୍ରଭାବ ଭାରତର କେତେକ ସ୍ଥାନରେ…