ଫାଇନାଲ୍‌ ଦିନ ମେଲ୍‌ବର୍ଣ୍ଣରେ ପ୍ରବଳ ବର୍ଷା ଆଶଙ୍କା

ମେଲବର୍ଣ୍ଣ : ‌ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ମେଲବର୍ଣ୍ଣରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ। କିନ୍ତୁ ଏହି ମେଗା ଫାଇନାଲ୍‌ ପୂର୍ବରୁ ମ୍ୟାଚ୍‌ ଉପରେ ପ୍ରବଳ ବର୍ଷା ଆଶଙ୍କା ଦେଖାଦେଇଛି। ମ୍ୟାଚ୍‌ ଦିନ ସହିତ ସୋମବାର ସଂରକ୍ଷିତ ଦିନରେ ମଧ୍ୟ ପ୍ରବଳ ବର୍ଷା…

ବିଚାରପତି ନିଯୁକ୍ତି ନେଇ କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ: ନାମ ସୁପାରିସ ସତ୍ତ୍ବେ ମଂଜୁରିରେ ବିଳମ୍ବ…

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଏବଂ ହାଇକୋର୍ଟରେ ବିଚାରପତିଙ୍କ ନିଯୁକ୍ତିରେ ବିଳମ୍ବ ହେଉଥିବାରୁ ସୁପ୍ରିମକୋର୍ଟ ଶୁକ୍ରବାର ଦିନ କେନ୍ଦ୍ର ସରକାରଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟ ଏବଂ ବିଭିନ୍ନ ଉଚ୍ଚ ନ୍ୟାୟାଳ‌ୟରେ ବିଚାରପତି ନିଯୁକ୍ତି ପାଇଁ କଲେଜିୟମ…

ଖ୍ୟାତି ହରାଇଛି ୪୦ ବର୍ଷର ହୋମିଓପାଥିକ୍ ସ୍ବାସ୍ଥ୍ୟକେନ୍ଦ୍ର

ବାଲିପାଟଣା: ସମୟ ଥିଲା, ସ୍ଥାନୀୟ ଆଳିସି ପଞ୍ଚାୟତ ଭୈରିପୁର ହୋମିଓପ୍ୟାଥିକ ସ୍ବାସ୍ଥ୍ୟକେନ୍ଦ୍ରର ଖ୍ୟାତି ଏକପ୍ରକାର ଶିଖର ଛୁଇଁଥିଲା। ବାଲିପାଟଣା ଓ ବାଲିଅନ୍ତା ବ୍ଲକ୍‌ର ବହୁ ରୋଗୀଙ୍କ ପାଇଁ ଏହା ଭରସାଯୋଗ୍ୟ ଡାକ୍ତରଖାନା ଥିଲା। ଦୈନିକ ଶହଶହ ରୋଗୀ ଲମ୍ବା ଧାଡ଼ି‌ରେ ଅପେକ୍ଷା କରି ଭଲ…

ମହିଳାଙ୍କ ହାତରେ ନାକ ବିକଶିତ କରି ମୁହଁରେ ପ୍ରତିରୋପଣ କଲେ ଫ୍ରାନ୍‌ସର୍‌ ସର୍ଜନ୍‌

ପ୍ୟାରିସ୍‌: ଜଣେ ମହିଳାଙ୍କ ହାତରେ ନାକ ବିକଶିତ କରି ଫ୍ରାନ୍‌ସର ଶଲ୍ୟ ଚିକିତ୍ସକମାନେ ସଫଳତାର ସହିତ ତାଙ୍କ ନାକରେ ପ୍ରତିରୋପଣ କରିଛନ୍ତି। କର୍କଟ ରୋଗ ଚିକିତ୍ସା ସମୟରେ ମହିଳାଜଣକ ତାଙ୍କ ନାକର ବହୁଳାଂଶ ହରାଇଥିଲେ। ସୂଚନାଯୋଗ୍ୟ, ନାସିକା ଗହ୍ବର କର୍କଟ ରୋଗରେ ଆକ୍ରାନ୍ତ…

ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ: ୩ ବଖରା ଘର ପୋଡ଼ି ନଷ୍ଟ

ସୋର: ବାଲେଶ୍ବର ଜିଲ୍ଲାର ବ୍ଲକ ତଳନଗର ପଞ୍ଚାୟତ ଅଲ୍ଲୀପୁର ଗ୍ରାମର ମହେଶ୍ୱର ବାରିକଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ ବଖରା ଘର ପୋଡ଼ି ନଷ୍ଟ ହୋଇଯାଇଛି।  ଗତକାଲି ବିଳମ୍ବିତ ରାତିରେ ତାଙ୍କର ପରିବାର ଲୋକେ ଶୋଇଥିଲେ। କିନ୍ତୁ ରାତି ୧ ଘଟିକା ସମୟରେ ସେମାନେ ହଠାତ…

ଶ୍ରୀରାମକୃଷ୍ଣ ସେବାଶ୍ରମର ୪୪ତମ ବାର୍ଷିକୋତ୍ସବ ପାଳିତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ୍ ପିଚୁକୁଳି ପଞ୍ଚାୟତ ଅନ୍ତର୍ଗତ ଟିକାତାଳସ୍ଥ ଶ୍ରୀରାମକୃଷ୍ଣ ସେବାଶ୍ରମର ୪୪ତମ ବାର୍ଷିକୋତ୍ସବ ସହିତ ବାର୍ଷିକ ଛାତ୍ରବୃତ୍ତି ପ୍ରଦାନ ଉତ୍ସବ ରାସପୂର୍ଣ୍ଣିମା ତିଥିରେ ଆଶ୍ରମର ସଭାପତି ବାସୁଦେବ ମହାପାତ୍ରଙ୍କ ଅନୁଷ୍ଠିତ ହୋଇଯାଇଛି। ଏଥିରେ…

ଅବସରପ୍ରାପ୍ତ ଆଦର୍ଶ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ବିୟୋଗ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଅନ୍ତର୍ଗତ ଛୋଟୀ ପଞ୍ଚାୟତସ୍ଥ ରାମଚଣ୍ଡୀ ଶିକ୍ଷା ନିକେତନର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ଆକସ୍ମିକ ବିୟୋଗ ହୋଇଯାଇଛି , ତାଙ୍କ ବିଯୁଗରେ ସ୍ଥାନୀୟ ଅଞ୍ଚଳରେ ଏକ ଶୋକାର୍ତ୍ତ ପରିବେଶ ସୃଷ୍ଟି ହୋଇଥିବା ବେଳେ…

ଦୈନିକ ୧୨ ଘଣ୍ଟା କାମ ସହ ମାଗଣା ଖାଇବା ଆଉ ମିଳିବ ନାହିଁ: ମସ୍କ

ନୂଆଦିଲ୍ଲୀ: ଟେସଲା ସିଇଓ ଏଲୋନ୍ ମସ୍କଙ୍କ ହାତକୁ ଟ୍ୱିଟର ଆସିବା ପରେ ଏବେ ସେ ନୂଆ ନୂଆ ନିଷ୍ପତ୍ତି ନେବାରେ ଲାଗିପଡିଛନ୍ତି | ତେବେ ମସ୍କଙ୍କ ଏହି ସବୁ ନିଷ୍ପତ୍ତି ଏବେ ଏହାର କର୍ମଚାରୀଙ୍କୁ ହରଡ଼ଘଣାରେ ପକାଇଛି | ବର୍ତ୍ତମାନ ଏଲୋନ୍ ମସ୍କ ଏପରି କିଛି ନିର୍ଦ୍ଦେଶ ଦେଇଛନ୍ତି, ଯାହା ଆଗାମୀ…

ବାରମ୍ବାର ପିଉଛନ୍ତି କି ଉଷୁମ ପାଣି ?

ଉଷୁମ ପାଣି ପିଇବା ଦ୍ୱାରା ଶରୀରର ଅନେକ ଉପକାର ହୋଇଥାଏ। ମାତ୍ର ଆବଶ୍ୟକତା ଠାରୁ ଅଧିକ ଉଷୁମ ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଅଧିକ ଉଷୁମ ପାଣି ପିଇବା ଦ୍ୱାରା ଓଠ ଓ ପାଟି ଭିତରେ ଲାଲ ଦାଗ ସୃଷ୍ଟି ହୋଇଥାଏ। ପାଚନ ତନ୍ତ୍ର ଉପରେ ଥିବା ନରମ ଆସ୍ତ୍ରରଣ ଉପରେ…

ରାତ୍ରୀ ଭୋଜନ ଶୀଘ୍ର କରୁଥିଲେ.. ମିଳେ ଏହି ଲାଭ

କର୍ମବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ଖୁବ କମ୍‌‌ ଲୋକେ ନିଜ ସ୍ୱାସ୍ଥ୍ୟ ପ୍ରତି ସଠିକ୍‌‌ ଧ୍ୟାନ ଦେଇଥାଆନ୍ତି। ଫଳରେ ଅନେକ ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି। ଦୈନିକ ଔଷଧ ସେବନ କରିବାକୁ ମଧ୍ୟ ପଡିଥାଏ। ମାତ୍ର ସଠିକ ସମୟରେ ସକାଳେ ଉଠିବା, ରାତିରେ ଶୋଇବା ଓ ଖାଦ୍ୟ ଖାଇବା ଦ୍ୱାରା…