ଜିଲ୍ଲାରେ ୭୭ ତମ ବନ ମହୋତ୍ସବ ପାଳିତ : “ଏକ ପେଡ଼ ମା’ କେ ନାମ” ଅଭିଯାନରେ ବୃକ୍ଷରୋପଣ ।

ଗଜପତି,୧୦.୭(ମନୋଜ ପାଢ଼ୀ)-:ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍ସ ଏବଂ ଗଜପତି ଜିଲ୍ଲା ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍ସ’ର ମିଳିତ ଆନୁକୂଳ୍ୟରେ ୭୭ ତମ ବନ ମହୋତ୍ସବ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଆଡମ୍ବରପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି । ଏହି ଅବସରରେ ଗଜପତି…

ବିଦ୍ୟାଳୟରେ ବନ ମହୋତ୍ସବ ପାଳନ ।

ମୋହନା(ମନୋଜ ପାଢ଼ୀ) – : ମୋହନା ବ୍ଲକ ଅନ୍ତର୍ଗତ ଖଣି ଏସ୍ ଏସ୍ ଡି ଉଚ୍ଚ ବିଦ୍ୟାଳୟରେ ଜାତୀୟ ସବୁଜ ବାହିନୀ ଆନୁକୂଲ୍ୟରେ ମା’ ପାଇଁ ଗଛଟିଏ ବୃକ୍ଷରୋପଣ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣ ପ୍ରଧାନଙ୍କ ପୌରୋହିତ୍ୟରେ ଏକ ସଚେତନତା ରାଲି, ବୃକ୍ଷରୋପଣ…

ଶ୍ରୀ ଆଗ୍ରସେନ ଭାବନରେ ସଭାପତି ପ୍ରକାଶ ନାୟକଙ୍କ ଅଧ୍ୟକ୍ଷୟତା ରେ ଏକ ଆଧ୍ୟାତ୍ମିକ ସଭା ଆୟୋଜିତ

ରାୟଗଡା(ଭି ଗୌରୀଶଙ୍କର ରାଓ) : ସ୍ଥାନୀୟ ଶ୍ରୀ ଆଗ୍ରସେନ ଭାବନରେ ସଭାପତି ପ୍ରକାଶ ନାୟକଙ୍କ ଅଧ୍ୟକ୍ଷୟତା ରେ ଏକ ଆଧ୍ୟାତ୍ମିକ ସଭା ଆୟୋଜିତ ହୋଇଯାଇଛି। ଏହି ସଭାରେ ଶାନ୍ତି କୁଞ୍ଜରୁ ଆସିଥିବା ଭାଇ ମୁଖ୍ୟ ବକ୍ତା ମଙ୍ଗଳ ସିଂହ ଗଡବଲ ବହୁତ ସରଳ ଭାବରେ ଗାୟତ୍ରୀ ମନ୍ତ୍ର ଏବଂ ଜଜ୍ଞ୍ୟ ବିଷୟରେ…

୨୦୦୦ ଟଙ୍କିଆ ନୋଟ୍ ଉପରେ ବଡ଼ ଅପଡେଟ୍: ଜରୁରୀ ସୂଚନା ଜାରି କଲା RBI

ନୂଆଦିଲ୍ଲୀ: ୨୦୧୬ରେ ଯେତେବେଳେ ବିମୁଦ୍ରାକରଣ ହୋଇଥିଲା, ସରକାର ଶୀଘ୍ର ସମସ୍ତ ପୁରୁଣା ନୋଟ୍ ବନ୍ଦ କରିଦେଇଥିଲେ। ଏହା ପରେ ନୂତନ ୧୦୦, ୨୦୦, ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ କରିଥିଲେ। ଏଥିମଧ୍ୟରୁ ୧୦୦, ୨୦୦ ଏବଂ ୫୦୦ ଟଙ୍କିଆ ନୋଟ୍ ଏବେ ବି ପ୍ରଚଳନରେ ଅଛି। ତଥାପି ୨୦୦୦ ଟଙ୍କିଆ…

ଅଷ୍ଟ୍ରେଲିଆ-ଭାରତ ସିଇଓ ଫୋରମ୍ କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ୍ ମିଳିତ ଭାବେ ୯ ଜୁଲାଇ ୨୦୨୬ ରେ ମେଲବୋର୍ଣ୍ଣଠାରେ ଅଷ୍ଟ୍ରେଲିଆ-ଭାରତ ସିଇଓ ଫୋରମ୍ ଏବଂ ଇକୋନୋମିକ୍ ରୋଡମ୍ୟାପ୍ ବିଜନେସ୍ ଇଭେଣ୍ଟକୁ ସମ୍ବୋଧିତ କରିଛନ୍ତି। ଏହି ଦୁଇଟି କାର୍ଯ୍ୟକ୍ରମରେ…

ନାଇଜର’ର ୧୫ତମ ସମାବର୍ତ୍ତନ ଉତ୍ସବ: ଯୋଗଦେଲେ ଉପରାଷ୍ଟ୍ରପତି

ଭୁବନେଶ୍ୱର: ଜଟଣୀସ୍ଥିତ ନାଇଜର କ୍ୟାମ୍ପସରେ ୧୫ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ କହିଛନ୍ତି ଯେ “ଆଜି ମହାନ ବୈଜ୍ଞାନିକ ହୋମି ଭାଭା ଆମ ଗହଣରେ ନାହାନ୍ତି ସତ, କିନ୍ତୁ ଆଜି ମୁଁ ମୋ ସମ୍ମୁଖରେ…

ଡେୟାରୀ କ୍ଷେତ୍ରକୁ ମିଳିଲା ଡିଜିଟାଲ୍ ଗତି; ଏକାଧିକ ପୋର୍ଟାଲ ଓ ଏସଓପିର ଉଦ୍‌ଘାଟନ କଲେ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ଵର: କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧଉତ୍ପାଦନ ମନ୍ତ୍ରଣାଳୟ ଅଧିନସ୍ଥ ପଶୁପାଳନ ଏବଂ ଦୁଗ୍ଧଉତ୍ପାଦନ ବିଭାଗ ଆନୁକୂଲ୍ୟରେ ୮ ଜୁଲାଇ ୨୦୨୦ ରେ ଓଡ଼ିଶାର ଭୁବନେଶ୍ୱରଠାରେ ଖୁରା–ମୁହଁ ରୋଗ (ଏଫ୍ଏମଡି) ପାଇଁ କମ୍ପାର୍ଟମେଣ୍ଟାଲାଇଜେସନ୍ ଓ ଜୋନିଂ ସମ୍ପର୍କିତ ଏକ ଦୁଇଦିନିଆ ଜାତୀୟ…

ଇସ୍କନ ବିରୋଧରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ

ଭୁବନେଶ୍ୱର ତା 09/07/26 ଅଦିନିଆ ରଥଯାତ୍ରା ବନ୍ଦ କରିବା ପାଇଁ ଗଜପତି ମହାରାଜ ଦିବ୍ୟସିଂହ ଦେବ ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିଲେ l ମାତ୍ର ଇସ୍କନ ଅଧ୍ୟକ୍ଷ ମଧୁସେବିତ ଦାସ ଗଜପତିଙ୍କ ଚିଠି ଓ ଅନୁରୋଧକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି l ଏହା କୌଣସି ମତେ ଗ୍ରହଣୀୟ…

ଅଡବା ପୋଲିସକୁ ବଡ଼ ସଫଳତା: ୭୨.୫ ଲିଟର ବେଆଇନ ମଦ ଜବତ, ଜଣେ ଗିରଫ

ମୋହନା, ୯।୭(ମନୋଜ ପାଢ଼ୀ): ଗଜପତି ଜିଲା ଅଡବା ଥାନା ପୋଲିସକୁ ବେଆଇନ ମଦ କାରବାର ବିରୋଧରେ ଏକ ବଡ଼ ସଫଳତା ମିଳିଛି। ଥାନା ଅନ୍ତର୍ଗତ ପଟୁମା ଗାଁରେ ବେଆଇନ ଭାବେ ମଦ ଗଚ୍ଛିତ ରଖାଯାଇଥିବା ସୂଚନା ପାଇ ପୋଲିସ ଚଢ଼ାଉ କରିବା ସହ ବିପୁଳ ପରିମାଣର ମଦ ଜବତ କରିଛି। ଏହି ଘଟଣାରେ ଜଣେ…

ଜିଲ୍ଲାସ୍ତରୀୟ ଦିଶା (DISHA) କମିଟି ବୈଠକ ଅନୁଷ୍ଠିତ : ବିକାଶମୂଳକ ଯୋଜନାର ଅଗ୍ରଗତି ସମୀକ୍ଷା

ନବରଙ୍ଗପୁର, ତା. ୦୯.୦୭.୨୦୨୬:(ଶେଖର ଖୁରା) ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଫ୍ଲାଗ୍‌ସିପ୍ ଯୋଜନା ଏବଂ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା ସହ ଯୋଜନାଗୁଡ଼ିକର ସଫଳ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲା ମିଶନ ଶକ୍ତି ସମ୍ମିଳନୀ…