ଅବସରପ୍ରାପ୍ତ ଆଦର୍ଶ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ବିୟୋଗ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଅନ୍ତର୍ଗତ ଛୋଟୀ ପଞ୍ଚାୟତସ୍ଥ ରାମଚଣ୍ଡୀ ଶିକ୍ଷା ନିକେତନର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ଆକସ୍ମିକ ବିୟୋଗ ହୋଇଯାଇଛି , ତାଙ୍କ ବିଯୁଗରେ ସ୍ଥାନୀୟ ଅଞ୍ଚଳରେ ଏକ ଶୋକାର୍ତ୍ତ ପରିବେଶ ସୃଷ୍ଟି ହୋଇଥିବା ବେଳେ…

ଦୈନିକ ୧୨ ଘଣ୍ଟା କାମ ସହ ମାଗଣା ଖାଇବା ଆଉ ମିଳିବ ନାହିଁ: ମସ୍କ

ନୂଆଦିଲ୍ଲୀ: ଟେସଲା ସିଇଓ ଏଲୋନ୍ ମସ୍କଙ୍କ ହାତକୁ ଟ୍ୱିଟର ଆସିବା ପରେ ଏବେ ସେ ନୂଆ ନୂଆ ନିଷ୍ପତ୍ତି ନେବାରେ ଲାଗିପଡିଛନ୍ତି | ତେବେ ମସ୍କଙ୍କ ଏହି ସବୁ ନିଷ୍ପତ୍ତି ଏବେ ଏହାର କର୍ମଚାରୀଙ୍କୁ ହରଡ଼ଘଣାରେ ପକାଇଛି | ବର୍ତ୍ତମାନ ଏଲୋନ୍ ମସ୍କ ଏପରି କିଛି ନିର୍ଦ୍ଦେଶ ଦେଇଛନ୍ତି, ଯାହା ଆଗାମୀ…

ବାରମ୍ବାର ପିଉଛନ୍ତି କି ଉଷୁମ ପାଣି ?

ଉଷୁମ ପାଣି ପିଇବା ଦ୍ୱାରା ଶରୀରର ଅନେକ ଉପକାର ହୋଇଥାଏ। ମାତ୍ର ଆବଶ୍ୟକତା ଠାରୁ ଅଧିକ ଉଷୁମ ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଅଧିକ ଉଷୁମ ପାଣି ପିଇବା ଦ୍ୱାରା ଓଠ ଓ ପାଟି ଭିତରେ ଲାଲ ଦାଗ ସୃଷ୍ଟି ହୋଇଥାଏ। ପାଚନ ତନ୍ତ୍ର ଉପରେ ଥିବା ନରମ ଆସ୍ତ୍ରରଣ ଉପରେ…

ରାତ୍ରୀ ଭୋଜନ ଶୀଘ୍ର କରୁଥିଲେ.. ମିଳେ ଏହି ଲାଭ

କର୍ମବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ଖୁବ କମ୍‌‌ ଲୋକେ ନିଜ ସ୍ୱାସ୍ଥ୍ୟ ପ୍ରତି ସଠିକ୍‌‌ ଧ୍ୟାନ ଦେଇଥାଆନ୍ତି। ଫଳରେ ଅନେକ ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି। ଦୈନିକ ଔଷଧ ସେବନ କରିବାକୁ ମଧ୍ୟ ପଡିଥାଏ। ମାତ୍ର ସଠିକ ସମୟରେ ସକାଳେ ଉଠିବା, ରାତିରେ ଶୋଇବା ଓ ଖାଦ୍ୟ ଖାଇବା ଦ୍ୱାରା…

‘ପ୍ରତୀକ୍ଷା’କୁ ଆଉ ଏକ ସଫଳତା: ଅନ୍ତର୍ଜାତୀୟ ଫିଲ୍ମ ସମାରୋହରେ ମିଳିଲା ଶ୍ରେଷ୍ଠ କାହାଣୀ ପୁରସ୍କାର

ଭୁବନେଶ୍ବର: ‘ଅମୀୟ ପଟ୍ଟନାୟକ ପ୍ରଡକ୍ସନ୍’ ପ୍ରଯୋଜିତ ତଥା ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’କୁ ମିଳିଛି ଆଉ ଏକ ସଫଳତା। ଏହି ସିନେମାକୁ ଏକାଦଶ ଡିସିଏସଏଏଫଏଫ( ଡିସି ସାଉଥ୍ ଏସିଆନ୍ ଫିଲ୍ମ ଫେଷ୍ଟିଭାଲ୍)  ସମାରୋହରେ ଏକ ପୁରସ୍କାର ମିଳିଛି।…

ଷ୍ଟକ ବଜାରରେ ଉତ୍ସାହ : ନୂଆ ଶିଖରରେ ସେନସେକ୍ସ

ମୁମ୍ବାଇ : ଭାରତୀୟ ଷ୍ଟକ ବଜାରରେ ଶୁକ୍ରବାରଦିନ ଉତ୍ସାହ ଦେଖାଯାଇଛି । ଉଭୟ ବିଏସଇ ସେନସେକ୍ସ ଓ ଏନଏସଇ ନିଫଟୀ ନୂଆ ଉଚ୍ଚତାକୁ ଛୁଇଁଛନ୍ତି । ସେନସେକ୍ସ ୧୧୮୧ ପଏଣ୍ଟ ବୃଦ୍ଧି ସହ ନୂଆ ଉଚ୍ଚତା ୬୧,୭୯୫ରେ ବନ୍ଦ ହୋଇଛି । ସେହିପରି ନିଫଟି ୩୨୧ ପଏଣ୍ଟ ବୃଦ୍ଧି ସହ ବିଗତ ୧୩ ମାସ ମଧ୍ୟରେ…

କୋଲକାତା ସାରଦା ମଠ ସନ୍ନ୍ୟାସିନୀଙ୍କ ରାମକୃଷ୍ଣ ସେବାଶ୍ରମ ପରିଦର୍ଶନ

ବୋଲଗଡ ବ୍ଲକ୍ ପିଚୁକୁଳି ପଞ୍ଚାୟତ ଅନ୍ତର୍ଗତ ଟିକାତାଳସ୍ଥ ଶ୍ରୀରାମକୃଷ୍ଣ ସେବାଶ୍ରମ ଓ ମା'ସାରଦା ମହାବିଦ୍ୟାଳୟକୁ କୋଲକାତା ଦକ୍ଷିଣେଶ୍ବରସ୍ଥ ସାରଦା ମଠର ବରିଷ୍ଠ ସନ୍ନ୍ୟାସିନୀ ପ୍ରବାଜିକା ବୀତଭୟପ୍ରାଣାଜୀ ଓ ପ୍ରବାଜିକା ଆତ୍ମଦୀପପ୍ରାଣାଜୀ ପରିଦର୍ଶନ କରିଥିଲେ। କଲେଜର ଛାତ୍ରୀ,…

ବିନିକା ଅଞ୍ଚଳରେ ଚୋରି ଘଟଣା ବୃଦ୍ଧି, ପୁଲିସ ହାତ ଖାଲି; ପ୍ରତିବାଦରେ ରାସ୍ତାରୋକ

ବିନିକା : ବିନିକା ଅଞ୍ଚଳରେ ଚୋରି ଘଟଣା ବଢ଼ୁଥିଲେ ମଧ୍ୟ ପୁଲିସ ଚୋରମାନଙ୍କୁ ଧରିବାରେ ବିଫଳ ହେଉଛି। ଏହାର ପ୍ରତିବାଦରେ ଗୁରୁବାର ସୋନପୁର- ବିନିକା ମୁଖ୍ୟ ରାସ୍ତା ଉର୍ଲ୍ଲେ ଛକଠାରେ ଅଞ୍ଚଳବାସୀ ରାସ୍ତାରୋକ କରିଥିଲେ। ଚରଦା ଶ୍ରୀ ଶ୍ରୀ କପିଳେଶ୍ବର ଟ୍ରଷ୍ଟବୋର୍ଡ଼ କର୍ମକର୍ତ୍ତା,…

ସ୍ବାଭିମାନ ଅଞ୍ଚଳର ବିକଳ ଚିତ୍ର: ଗୋଟିଏ ବାରଣ୍ଡାରେ ଶିକ୍ଷାଦାନ-ସ୍ବାସ୍ଥ୍ୟସେବା

ମାଲକାନଗିରି : ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳରେ ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି। ଯେଉଁଠି ବସି ପିଲାମାନେ ପାଠ ପଢ଼ୁଛନ୍ତି, ଠିକ୍‌ ସେହି ସ୍ଥାନରେ ରୋଗୀମାନଙ୍କୁ ସ୍ବାସ୍ଥ୍ୟସେବା ବି ଯୋଗାଇ ଦିଆଯାଉଛି। ପ୍ରଶାସନ ଓ ଶିକ୍ଷା ବିଭାଗ ଏସମ୍ପର୍କରେ ଅବଗତ ଥିଲେ ମଧ୍ୟ ଏଥିପ୍ରତି…

ଧାନ ବିକ୍ରି ପ୍ରାପ୍ୟ ନପାଇ ଚାଷୀ ହନ୍ତସନ୍ତ, କ୍ୟାନସର ଚିକିତ୍ସା ପାଇଁ ଅର୍ଥାଭାବ

ଦେଓଗାଁ : ମଣ୍ଡିରେ ଧାନ ବିକି ବର୍ଷେ ପରେ ବି ପ୍ରାପ୍ୟ ପାଉ ନାହାନ୍ତି ଚାଷୀ। ଏବେ କ୍ୟାନସର ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ବେଳେ‌ ଅର୍ଥାଭାବ ଯୋଗୁଁ ଉଚ୍ଚତର ଚିକିତ୍ସା ବି ହୋଇ ପାରୁ ନାହିଁ। ଏପରି ଏକ ସଂଗିନ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍‌ରୁ।…