ବସ୍ତା ବିଧାୟିକା ସୁବାସିନୀ ଜେନା ତାଙ୍କ ହାତ ପାଣ୍ଠିରୁ ଭିନ୍ନକ୍ଷମ ମାନଙ୍କୁ ପ୍ରଦାନ କଲେ ବ୍ୟାଟେରୀ ଚାଳିତ ତିନିଚକିଆ…

ବାଲେଶ୍ଵର -୧୧/୭(କୃଷ୍ଣ କୁମାର ମହାନ୍ତି)- ବସ୍ତା ବିଧାୟିକା ସୁବାସିନୀ ଜେନା ଗତକାଲି ତାଙ୍କ ଲଙ୍ଗଳେଶ୍ବର ସ୍ଥିତ ବାସଭବନରେ ଦୁଇ ବର୍ଷ ପୂର୍ତ୍ତି ସମାରୋହ ପାଳନ କରିଛନ୍ତି। ଏହି ଅବସରରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ବସ୍ତା ଏବଂ ବାଲିଆପାଳ ବ୍ଲକର ୪୨ ଜଣ ଭିନ୍ନକ୍ଷମଙ୍କୁ…

ଉତ୍କଳ ବିଶ୍ୱବିଦ୍ୟାଳୟ ଜୁଲାଇ ୧୩ରେ ଆୟୋଜନ କରୁଛି ରାଜ୍ୟ ଅର୍ଥ ଓ ସହରୀ ଭିତ୍ତିଭୂମି ଉପରେ ସିଏଜି-ଆଇସିଏସଏସଆର…

ଭୁବନେଶ୍ୱର, ୧୧/୭(କୃଷ୍ଣ କୁମାର ମହାନ୍ତି): ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆସନ୍ତା ଜୁଲାଇ ୧୩ ତାରିଖ ସୋମବାର ଦିନ ‘ସିଏଜି-ଆଇସିଏସଏସଆର କଲୋକିୟମ୍’ (ଓଡ଼ିଶା ଚାପ୍ଟର)' ଅନୁଷ୍ଠିତ ହେବ। ଭାରତର ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି) ଏବଂ ଇଣ୍ଡିଆନ କାଉନସିଲ୍ ଅଫ୍ ସୋସିଆଲ୍…

ପ୍ରକାଶିତ ହେଲା ବିଶିଷ୍ଟ ଓଡ଼ିଆ କବି ରାଜୁ ସାମଲଙ୍କ ‘ଫ୍ଲାଇଜ୍ ଟୁ ବଟରଫ୍ଲାଇଜ୍’ ପୁସ୍ତକ : ପ୍ରତ୍ୟେକ ହିନ୍ଦୁଙ୍କ…

ବାଲେଶ୍ଵର, ୧୦/୭(କୃଷ୍ଣ କୁମାର ମହାନ୍ତି): ବିଶିଷ୍ଟ ଓଡ଼ିଆ କବି ରାଜୁ ସାମଲଙ୍କ ଲିଖିତ_‘ଫ୍ଲାଇଜ୍ ଟୁ ବଟରଫ୍ଲାଇଜ୍’ ନୂତନ ପୁସ୍ତକଟି କେବଳ ଦାର୍ଶନିକ ଚିନ୍ତାଧାରା ନୁହେଁ, ବରଂ ଏହା ପ୍ରତ୍ୟେକ ହିନ୍ଦୁଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ। ଏହି ପୁସ୍ତକ ନିର୍ଦ୍ୱନ୍ଦ୍ୱରେ, ସନାତନ, ବ୍ୟବହାରିକ,…

ସେଲିବ୍ରିଟି ଓ ସାଧାରଣ ନାଗରିକଙ୍କ ପ୍ରତି ସାମାଜିକ ଦୃଷ୍ଟିଭଙ୍ଗୀକୁ ନେଇ ସୋସିଆଲ ମିଡିଆରେ ତର୍କ

ଭୁବନେଶ୍ୱର: ସେଲିବ୍ରିଟି ଏବଂ ସାଧାରଣ ନାଗରିକଙ୍କ ପ୍ରତି ସମାଜ ଓ ଗଣମାଧ୍ୟମର ଦୃଷ୍ଟିଭଙ୍ଗୀ ସମାନ କି ନୁହେଁ, ତାହାକୁ ନେଇ ସୋସିଆଲ ମିଡିଆରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। କେତେକ ସୋସିଆଲ ମିଡିଆ ପୋଷ୍ଟରେ ଦାବି କରାଯାଉଛି ଯେ, ଧନୀ ଓ ପ୍ରସିଦ୍ଧ ବ୍ୟକ୍ତିଙ୍କ ଆନ୍ତର୍ଧର୍ମୀୟ ବିବାହକୁ…

ଫକୀର ମୋହନ ଜାତୀୟ ସାହିତ୍ୟ ପୁରସ୍କାର-୨୦୨୬’ ପାଇବେ ବିଶିଷ୍ଟ ହିନ୍ଦୀ ସାହିତ୍ୟିକ ବଳରାମ

ବାଲେଶ୍ୱର, ୧୦/୦୭(କୃଷ୍ଣ କୁମାର ମହାନ୍ତି) : ଫକୀରମୋହନ ବିଶ୍ୱବିଦ୍ୟାଳୟର ୨୮ତମ ପ୍ରତିଷ୍ଠା ଦିବସ ଆସନ୍ତା ଜୁଲାଇ ୧୧ ତାରିଖରେ ବିଶ୍ୱବିଦ୍ୟାଳୟ ପରିସରରେ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳିତ ହେବାକୁ ଯାଉଛି। ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ, ପ୍ରଖ୍ୟାତ ଶିକ୍ଷାବିତ୍ ଏବଂ କୃତୀ…

ମୋବାଇଲ ଦେଖିବା; ରିଲ୍ସ କରିବା ମହଙ୍ଗା ପଡ଼ିଲା ; ୨ନର୍ସ ସହ ଜଣେ ଫାର୍ମାସିଷ୍ଟଙ୍କୁ କାରଣ ଦର୍ଶାଅ ନୋଟିସ

ନୀଳଗିରି: ଡାକ୍ତରଖାନାରେ ରୋଗୀ କଲବଲ ହେଉଥିବା ସମୟରେ ଟିକଟ କାଉଣ୍ଟର ଭିତରେ ଗୋଡ଼କୁ ଝରକା ଉପରକୁ ଟେକି ମୋବାଇଲରେ ଭିଡ଼ିଓ ଦେଖି ଚାଲିଥିଲେ ଜଣେ ଫାର୍ମାସିଷ୍ଟ। ସେହିପରି ନିଜ ଡ୍ୟୁଟିରେ ଅବହେଳା କରି ୨ଜଣ ନର୍ସ ଡାକ୍ତରଖାନା ଭିତରେ ଥିବା ଡ୍ୟୁଟି ରୁମରେ ରିଲ୍ସ କରୁଥିଲେ ଏବଂ ଆଉ ଜଣେ…

ଉତ୍ତେଜନା ହ୍ରାସ ପାଇଁ କାତାରର ମଧ୍ୟସ୍ଥତା ପ୍ରୟାସ; ଇରାନ ଗସ୍ତରେ ପ୍ରତିନିଧି ଦଳ

ଦୋହା/ତେହରାନ:ଉପସାଗରୀୟ ଅଞ୍ଚଳରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ମଧ୍ୟସ୍ଥତା ଭୂମିକାକୁ ସୁଦୃଢ଼ କରିବା ପାଇଁ କାତାର ଉଦ୍ୟମ ଆରମ୍ଭ କରିଛି। ଏହି କ୍ରମରେ ଶୁକ୍ରବାର କାତାରର ଏକ ପ୍ରତିନିଧି ଦଳ ଇରାନ ଗସ୍ତ କରିଥିବା ନେଇ ରିପୋର୍ଟରେ ପ୍ରକାଶ ପାଇଛି ।ରିପୋର୍ଟ ଅନୁଯାୟୀ, ହର୍ମୁଜ୍ ପ୍ରଣାଳୀରେ…

୧୩ରୁ ଲଘୁଚାପ ବର୍ଷା

ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ। ଏହା ପ୍ରଭାବରେ ଆସନ୍ତା ୧୩ ତାରିଖରୁ ୪ଦିନ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବ। ବିଶେଷକରି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଆଦି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା…