ଇତିହାସ ପୁନର୍ଲିଖନ କରନ୍ତୁ, କେନ୍ଦ୍ର ସରକାର ସାହାଯ୍ୟ କରିବେ: ଐତିହାସିକମାନଙ୍କୁ କହିଲେ ଅମିତ ଶାହ

ନୂଆଦିଲ୍ଲୀ: ଭାରତୀୟ ଚିନ୍ତାଧାରା ଆଧାରିତ ଇତିହାସ ପୁନର୍ଲିଖନ କରିବା ଲାଗି କେନ୍ଦ୍ର ଗୃହମନ୍ତ୍ରୀ ଐତିହାସିକମାନଙ୍କୁ କହିବା ସହିତ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଏଭଳି ଉଦ୍ୟମ ପାଇଁ କେନ୍ଦ୍ର ସରକାର ସହାୟତା ଯୋଗାଇ ଦେବେ। ଗୁରୁବାର ଦିନ ଦିଲ୍ଲୀରେ ଆସାମ ସରକାରଙ୍କର ଗୋଟାଏ…

ବଲାଙ୍ଗୀର ରେଳ ଷ୍ଟେସନରୁ ୪୪ ଦାଦନ ଶ୍ରମିକ ଉଦ୍ଧାର

ବଲାଙ୍ଗୀର: ବଲାଙ୍ଗୀରରେ ଦାଦନ ଚାଲାଣ ଥମିବାର ନାଆଁ ନେଉନାହିଁ। ପୁଣି ଚାଲାଣବେଳେ ପୁଲିସ ୪୪ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଏମାନଙ୍କ ଘର ବେଲପଡ଼ା ଥାନା ରେଙ୍ଗାଳୀ ଗାଁରେ ବୋଲି ଜଣାଯାଇଛି। ଏହି ଦାଦନ ଶ୍ରମିକମାନେ ଘରୋଇ ବସରେ ବଲାଙ୍ଗୀର ରେଳ ଷ୍ଟେସନକୁ ଆସୁଥିଲେ। ସେମାନେ ଷ୍ଟେସନରୁ…

ବିଧାନସଭାରେ ଚାଷୀ ପ୍ରସଙ୍ଗରେ ବିରୋଧୀ ଓ ଶାସକ ମୁହାଁମୁହିଁ: ୧୧ଟା ୩୦ ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର: ଆଜି ବିଧାନସଭାର ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନ। ଆଜି ଗୃହ ଆରମ୍ଭରୁ ଚାଷୀ ପ୍ରସଙ୍ଗରେ ବିରୋଧୀ ଓ ଶାସକଦଳର ସଦସ୍ୟମାନେ ମୁହାଁମୁହିଁ ହୋଇଥିଲେ। ଶାସକ ଦଳ ପକ୍ଷରୁ ଏମଏସପି ବୃଦ୍ଧି ଦାବି ହୋଇଥିଲା। ଅପରପକ୍ଷରେ ବିଜେପି ଓ କଂଗ୍ରେସ ସଦସ୍ୟମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା…

ଭାରତ-ନିଉଜିଲାଣ୍ଡ୍‌ ପ୍ରଥମ ‘ଓଡିଆଇ’: ୫୦ ଓଭର୍‌ ଖେଳି ୭ ୱିକେଟ୍‌ ବିନିମୟରେ ୩୦୬ ରନ୍‌ ସଂଗ୍ରହ କଲା ଭାରତ

ନୂଆଦିଲ୍ଲୀ: ଆଜି ସକାଳେ ଅକ୍‌ଲାଣ୍ଡ୍‌ସ୍ଥିତ ଇଡେନ୍‌ ପାର୍କରେ ନିଉଜିଲାଣ୍ଡ୍‌ ଏବଂ ଭାରତ ମଧ୍ୟରେ ଆରମ୍ଭ ହୋଇଥିବା ପ୍ରଥମ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଙ୍ଗ୍‌ କରିଥିବା ଭାରତ ୫୦ ଓଭର୍‌ ଖେଳି ୭ ୱିକେଟ୍‌ ବିନିମୟରେ ୩୦୬ ରନ୍‌ ସଂଗ୍ରହ କରିଛି। ଓପେନର୍‌ ଭାବେ ଆସି…

ରାଜଧାନୀରେ ଓଡ଼ିଶା ଉଚ୍ଚନ୍ୟାୟାଳୟ ଓ ଭୁବନେଶ୍ୱରକୁ ଜିଲ୍ଲା ଘୋଷଣା ଦାବିରେ ଓକିଲ ସଂଘର ଆନ୍ଦୋଳନ

ଭୁବନେଶ୍ବର: କଟକରେ ଥିବା ଓଡ଼ିଶା ଉଚ୍ଚନ୍ୟାୟାଳୟକୁ ଭୁବନେଶ୍ୱରକୁ ସ୍ଥାନାନ୍ତର, ନ ହେଲେ ରାଜଧାନୀରେ ହାଇକୋର୍ଟ ବେଞ୍ଚ ଦାବିରେ ଆଇନଜୀବୀଙ୍କ ଆନ୍ଦୋଳନ ଜାରି ରହିଛି। ଆଜି ଭୁବନେଶ୍ୱର କୋର୍ଟରେ ତାଲା ପକାଇ ଧାରଣା ଦେଇଛନ୍ତି ଶହ ଶହ ଆଇନଜୀବୀ। ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ଏହି ଆନ୍ଦୋଳନ…

ଘରେ ପହଞ୍ଚି ପୁଅକୁ କାନ୍ଧରେ ନେଇ ସୋସିଆଲ୍‌ ମିଡିଆ‌ରେ ଫଟୋ ପୋଷ୍ଟ୍‌ କଲେ ପାଣ୍ଡ୍ୟା

ନୂଆଦିଲ୍ଳୀ: କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ଟିମ୍‌ ଇଣ୍ଡିଆ ଟି-୨୦ ସିରିଜ୍‌ରେ ନ୍ୟୁଜିଲାଣ୍ଡ୍‌କୁ ପରାସ୍ତ କରିଛି। ଏବେ ଭାରତୀୟ ଟିମ୍‌ ଦିନିକିଆ ମ୍ୟାଚ୍‌ ସିରିଜ୍‌ରେ କିୱି ଟିମ୍‌କୁ ମୁକାବିଲା କରିବ। ଦିନିକିଆ ମ୍ୟାଚ୍‌ ସିରିଜ୍‌ରେ ଟିମ୍‌ର ଅଧିନାୟିକତ୍ବ କରିବେ ଶିଖର…

ଝିଅ ସମ୍ଭାଳିବାକୁ ମନା କରିବାରୁ ବିସଲେରୀ କମ୍ପାନି ବିକିଦେବେ ରମେଶ ଚୌହାନ

ନୂଆଦିଲ୍ଲୀ: ଭାରତର ବୃହତ୍ତମ ପ୍ୟାକେଜ୍ ୱାଟର କମ୍ପାନି ବିସଲେରୀକୁ ମିଳିବ ନୂଆ ମାଲିକ। ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ନେତୃତ୍ୱ ନେଉଥିବା ରମେଶ ଚୌହାନ ଏହାକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ରମେଶ ଚୌହାନ ଟାଟା ଗ୍ରୁପ୍ ସହିତ କମ୍ପାନି ବିକ୍ରି ପାଇଁ ଚୁକ୍ତି କରିଥିବା ଚର୍ଚ୍ଚା…

ବିମାନ ଟିକେଟ ବାତିଲ କରିବା ମହିଳାଙ୍କୁ ମହଙ୍ଗା ପଡ଼ିଲା, ଖାଲି ହୋଇଗଲା ବ୍ୟାଙ୍କ ଆକାଉଣ୍ଟ

ନୂଆଦିଲ୍ଲୀ: ହରିୟାଣାର ଗୋହାନା କାଠମଣ୍ଡିରେ ରହୁଥିବା ଜଣେ ମହିଳାଙ୍କୁ ବିମାନ ଟିକେଟ ଅନଲାଇନରେ ବାତିଲ କରିବା ମହଙ୍ଗା ପଡ଼ିଛି। ସାଇବର ଠକ ମହିଳାଙ୍କ ଖାତାରୁ ଦୁଇଥର ଟଙ୍କା ଉଠାଇ ପାଖାପାଖି ୧ଲକ୍ଷ ଟଙ୍କା ବାହାର କରି ନେଇଛନ୍ତି। ପୀଡିତା ମହିଳା ଏହି ଘଟଣା ସମ୍ପର୍କରେ ପୁଲିସରେ ଅଭିଯୋଗ…

ଶ୍ରଦ୍ଧା ହତ୍ୟାକାରୀକୁ ଦିଲ୍ଲୀ ପୁଲିସ ସବୁଠୁ କଠିନ ଶାସ୍ତି ଦେବ: ଅମିତ ଶାହ

ନୂଆଦିଲ୍ଲୀ: ଶ୍ରଦ୍ଧା ୱାଲ୍‌କର୍‌ଙ୍କ ହତ୍ୟାକାରୀ ପ୍ରତି ଯେଭଳି ସବୁଠୁ କଠିନ ଶାସ୍ତି ବିଧାନ କରାଯାଏ ସେ ବିଷୟରେ ଦିଲ୍ଲୀ ପୁଲିସ ଓ ବିଚାର ବ୍ୟବସ୍ଥା ନିଶ୍ଚୟ ଯତ୍ନବାନ ହେବେ ବୋଲି ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ଆଜି ‘ଟାଇମ୍‌ସ୍‌ ନାଓଁ ସମିଟ୍‌’ରେ ଅମିତ ଶାହ…

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନାଁରେ ସଂଗୀନ ଅଭିଯୋଗ ଆଣିଲେ ପିଏ: ଥାନାରେ ଏତଲା ଦେଲେ ସ୍ତ୍ରୀ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନାଁରେ ସଂଗୀନ ଅଭିଯୋଗ ଆଣିଛନ୍ତି ପିଏ ହେମନ୍ତ ଭୋଇ। ଏନେଇ ତାଙ୍କ ସ୍ତ୍ରୀ ଆଜି ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି। ପିଏ ହେମନ୍ତ ଭୋଇ କହିଛନ୍ତି ଯେ, ଜିଲ୍ଲାପାଳ ୨ ମାସ ହେଲାଣି ତାଙ୍କୁ ମୋତେ ଜାତିଆଣ ଆକ୍ଷେପ କରି ମାନସିକ ନିର୍ଯାତନା…