ବୀରଭୂମ ହିଂସାକାଣ୍ଡ ଅଭିଯୁକ୍ତଙ୍କ ହାଜତ ମୃତ୍ୟୁ ଯୋଗୁଁ ‘ସିବିଆଇ’ ଅଧିକାରୀଙ୍କ ନାଁରେ ନରହତ୍ୟା ମାମଲା ରୁଜୁ

କୋଲ୍‌କାତା: ବୀରଭୂମ ହିଂସାକାଣ୍ଡ ଅଭିଯୁକ୍ତ ଲାଲନ୍‌ ଶେଖ୍‌ଙ୍କ ହାଜତ ମୃତ୍ୟୁ ଯୋଗୁଁ ପଶ୍ଚିମବଙ୍ଗ ପୁଲିସ ରେଜିଷ୍ଟ୍ରି କରିଥିବା ‘ଏଫ୍‌ଆଇଆର୍‌’ରେ ଉଚ୍ଚସ୍ତରୀୟ ‘ସିବିଆଇ’ ଅଧିକାରୀଙ୍କ ନାମ ଉଲ୍ଲେଖ କରିଛି। ରାମପୁରହାଟରେ ସଂଘଠିତ ବୋମା ଆକ୍ରମଣ ଯୋଗୁଁ ‘ତୃଣମୂଳ କଂଗ୍ରେସ’ ନେତା…

ନବମ ଶ୍ରେଣୀରେ ପଢ଼ୁଥିବା ଦୁଇ ଭାଇଙ୍କ ପ୍ରଶଂସନୀୟ ପ୍ରୟାସ

କଟକ: ମୋମୋ ଓ ସୁପ୍‌ ବ୍ୟବସାୟ କରୁଛନ୍ତି ନବମ ଶ୍ରେଣୀର ଛାତ୍ର ତଥା ଦୁଇ ଭାଇ ଦର୍ଶିନୀ ପ୍ରଧାନ ଓ ଧ୍ରୁବ ପ୍ରଧାନ। ପାଠପଢ଼ା ବଜାୟ ରଖିବା ସହ ଦୁଇ ପଇସା ରୋଜଗାର କରି ନିଜ ମା’ଙ୍କୁ ସହାୟତା କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଏହି ଦୁଇ ଭାଇ। ନିଜ ସଞ୍ଚୟ ଅର୍ଥରୁ ପ୍ରଥମ କରି ଏହି ମୋମୋ ଓ…

ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ୍‌: ଖାଲେଦ୍‌ଙ୍କ ବଲ୍‌ରେ ଆଉଟ୍‌ ହେବା ପରେ ରାଗରେ ବ୍ୟାଟ୍‌କୁ ମୁଥ ମାରିଲେ କେ. ଏଲ୍‌.…

ନୂଆଦିଲ୍ଲୀ: ଆଜି ବାଂଲାଦେଶର ଚଟ୍ଟଗ୍ରାମସ୍ଥିତ ‘ଜହୁର୍‌ ଅହମଦ୍‌ ଚୌଧୁରୀ ଷ୍ଟାଡିୟମ୍‌’ରେ ଆରମ୍ଭ ହୋଇଥିବା ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ୍‌ ମ୍ୟାଚ୍‌ ସମୟରେ ଖାଲେଦ୍‌ଙ୍କ ବଲ୍ ଖେଳିବାକୁ ଯାଇ ଆଉଟ୍‌ ହୋଇଥିବା କେ. ଏଲ୍‌. ରାହୁଲ୍‌ ରାଗରେ ନିଜ ବ୍ୟାଟ୍‌କୁ ମୁଥ ମାରିଛନ୍ତି। ଟସ୍‌ରେ…

ରାସ୍ତା ପାର୍‌ କରୁଥିବା ବେଳେ ମାଡ଼ିଗଲା ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଭାଲୁର ଜୀବନ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ମାଥିଲି ବନ ବିଭାଗ ଅଧୀନରେ ଥିବା ଜଙ୍ଗଲରୁ ଭାଲୁଟିଏ ରାସ୍ତା ପାର କରୁଥିବା ବେଳେ ଟ୍ରକ ଧକ୍କାରେ ତାର ଜୀବନ ଚାଲିଯାଇଥିବା ଜଣାପଡିଛି। ଘଟଣା ଅନୁଯାୟୀ ଟିଲୁଗୁଡା ଏବଂ ଭୋଇଗୁଡା ମଧ୍ୟରେ ଜଙ୍ଗଲୀ ଭାଲୁ ରାସ୍ତା ପାର କରୁଥିଲା। ରାସ୍ତା ପାର୍‌ ସମୟରେ…

ବାଲିଜୋରି ରେଳ ଧାରଣାରେ ଟ୍ରକ ଧକ୍କାରେ ଫାଟକ ଜଗୁଆଳି ମୃତ

ବ୍ରଜରାଜନଗର: ଝାରସୁଗୁଡା ଜିଲ୍ଲା ଦକ୍ଷିଣପୂର୍ବ ହାୱାଡା ମୁମ୍ବାଇ ରେଳପଥର ଧୁତରା ଓ ଝାରସୁଗୁଡା ଷ୍ଟେସନ ଦ୍ୱୟ ମଝିରେ ଥିବା ୨୫୬ ନଂ.ବାଲିଯୋରୀ ଫାଟକ ଭିତରେ ଟ୍ରକ ଚଢିଯିବାରୁ ଫାଟକ ଜଗୁଆଳିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ କର୍ମଚାରୀ ହେଉଛନ୍ତି ଧୁତରା ସାରସମାଲ ଗ୍ରାମର ଟେକଚାନ୍ଦ…

ଥାନାରେ ମାମଲା ରୁଜୁ କଲେ ଓକିଲ, ଅଡୁଆରେ ଉର୍ଫି

ମୁମ୍ବାଇ: ଉର୍ଫି ଜାବେଦ ନିଜ ପୋଷାକକୁ ନେଇ  ଅନେକଥର ଟ୍ରୋଲ୍‌ର ଶିକାର ହୋଇସାରିଛନ୍ତି। ଏନେଇ ତାଙ୍କୁ କୌଣସି ଫରକ ପଡିନି କି ଆଗକୁ ପଡ଼ିବ ନାହିଁ ବୋଲି ସେ ଅନେକଥର ମିଡିଆ ସାମ୍ନାରେ କହିଛନ୍ତି। ସମ୍ପ୍ରତି ଉର୍ଫି ସର୍ବଜନୀନ ସ୍ଥାନମାନଙ୍କରେ ଅଶ୍ଳୀଳତା ପ୍ରସାର କରୁଥିବା ନେଇ ମାମଲା…

ଝିଅ ବିବାହ ପାଇଁ ରଖାଯାଇଥିବା ଗହଣା ଧରି ମା’ ପ୍ରେମିକ ସହ ଚମ୍ପଟ

ନୂଆଦିଲ୍ଲୀ: ଝିଅ ବିବାହକୁ କିଛି ଦିନ ବାକି ଥିବା ବେଳେ ମା’ ତାର ପ୍ରେମିକ ସହ ଚମ୍ପଟ ମାରିଥିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଝିଅ ବିବାହର ୧୦ଦିନ ପୂର୍ବରୁ ମା’ ତାର ପ୍ରେମିକ ସହ ଫେରାର ହୋଇଯାଇଛି। କେବଳ ଏତିକି ନୁହେଁ, ଫେରାର ହେବା ପୂର୍ବରୁ ସେ ଝିଅ ବିବାହ ପାଇଁ ଯୋଗାଡ଼ି…

ଲକ୍ଷ୍ମୀଙ୍କୁ ଅଭିନୟର ବାଟ ଦେଖାଇଲା ନାଚ

ନିଜର ଲୁକ୍କାୟିତ ପ୍ରତିଭା ପାଇଁ କିଏ କେତେବେଳେ କେଉଁ କ୍ଷେତ୍ରରେ ପ୍ରତିଷ୍ଠିତ ହେବ ତାହାର ଭବିଷ୍ୟବାଣୀ କରିବା ସମ୍ଭବ ନୁହେଁ। ଏ ପରିପ୍ରେକ୍ଷୀରେ ତାମିଲ ସିନେ ଜଗତର ଅଗ୍ରଣୀ ପ୍ରତିଭା ଲକ୍ଷ୍ମୀ ମେନନ୍‌ଙ୍କ ଅଭିନୟ ଜୀବନ ଅନ୍ୟ କଳାକାରମାନଙ୍କ ପାଇଁ ଉତ୍ସାହପ୍ରଦ। ଭଲ ପାଠ ପଢ଼ି…

ଆଇଟି ଇଞ୍ଜିନିୟର ଯାଆଁଳା ଭଉଣୀଙ୍କୁ ବିବାହ କରିବା ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ମହାରାଷ୍ଟ୍ରର ସୋଲାପୁରରୁ ଏକ ବିବାହର ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓରେ ଦୁଇ ଯାଆଁଳା ଭଉଣୀ ଜଣେ ଯୁବକଙ୍କୁ ପସନ୍ଦ କରି ଜୀବନସାଥୀ ଭାବେ ବାଛି ବିବାହ କରିଥିବା ଦେଖିବାକୁ ମିଳିଥିଲା। ଯାଆଁଳା ଭଉଣୀ ଦୁହେଁ ଆଇଟି ଇଞ୍ଜିନିୟର ଭାବେ କାମ କରନ୍ତି। ତେବେ ଏହି ବିବାହକୁ ନେଇ…

ଫାଣ୍ଡି ପରିସରରୁ ଓଏପିଏଫ୍ ଯବାନଙ୍କ ମୃତଦେହ ଉଦ୍ଧାର

ଗୋଲାମୁଣ୍ଡା: କଳାହାଣ୍ଡି ଜିଲ୍ଲାରେ ଜଣେ ପୁଲିସ କର୍ମଚାରୀଙ୍କ ଆତ୍ମହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆଜି ସକାଳେ ତାଙ୍କର ସରକାରୀ କ୍ୱାର୍ଟର୍ସରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସେହି ପୁଲିସ କର୍ମଚାରୀ ହେଲେ ଗୋଲାମୁଣ୍ଡା ଥାନା ଦଶପୁର ଫାଣ୍ଡି ଓଏପିଏଫ୍ ଯବାନ ଦେବରାଜ ନାଏକ…