Browsing Category

ସମ୍ବଲପୁର

ଝାଡ଼ାବାନ୍ତିରେ ଗଲା ଆଉଜଣଙ୍କ ଜୀବନ, ମୃତ୍ୟୁସଂଖ୍ୟା ୨କୁ ବୃଦ୍ଧି

ସମ୍ବଲପୁର: ଝାଡ଼ାବାନ୍ତିରେ ପୀଡ଼ିତ ଆଉଜଣଙ୍କ ଜୀବନ ଯାଇଛି। ଏବେ ମୃତ୍ୟୁସଂଖ୍ୟା ୨ରେ ପହଞ୍ଚିଛି। ଏହି ମୃତକ ହେଲେ ହୀରାକୁଦ ଭୋଜପାଲିର ଯୁଧିଷ୍ଠିର ଧୁରୁଆ। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ଘଟିଥିଲା। ଦୂଷିତ ପାଇପ୍‌ ପାଣି ପିଇବା ଯୋଗୁ ହୀରାକୁଦରେ ବ୍ୟାପିଛି ଝାଡ଼ାବାନ୍ତି।…

ସମଲେଇ ପ୍ରକଳ୍ପର ଲୋକାର୍ପଣ: ୨୭ରେ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଆସନ୍ତା ୨୭ ତାରିଖରେ ସମଲେଇ ପ୍ରକଳ୍ପ ଉଦଘାଟିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଲୋକାର୍ପଣ କରିବେ।  ମା’ଙ୍କ ପୀଠକୁ ନୂଆ ରୂପରେ ଦେଖିବାକୁ ପାଇବେ ଶ୍ରଦ୍ଧାଳୁ। ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତା ୨୭ ତାରିଖକୁ…

ପଇଡ ପରିବହନ ଆଳରେ ଗଞ୍ଜେଇ ଚାଲାଣ: ବିପୁଳ ଗଞ୍ଜେଇ ଜବତ, ୨ ଗିରଫ

ସମ୍ବଲପୁର: ସମ୍ବଲପୁର ଦେଇ ଦେଶର ବିଭିନ୍ନ ରାଜ୍ୟକୁ ବେଆଇନ ଭାବରେ ଗଞ୍ଜେଇ ଚାଲାଣ ହେଉଥିବାରୁ ଅବକାରୀ ବିଭାଗର ଚେକିଂ କରାଯାଉଥିବାରୁ ଅଭିନବ ଉପାୟରେ ଚାଲାଣକାରୀ ମାନେ ଗଞ୍ଜେଇ ଚାଲାଣ କରିବାର ପ୍ରୟାସ କରୁଥିବାର ଦେଖାଯାଉଛି। ଏଭଳି ଏକ ଘଟଣାରେ ମଙ୍ଗଳବାର ସକାଳ ସମୟରେ ବିଜୁ ଏକ୍ସପ୍ରେସ ୱେ…

୨୦ ଫୁଟ୍‌ ଗଭୀର ପରିତ୍ୟକ୍ତ ନଳକୂପରୁ ସୁରକ୍ଷିତ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା

ସମ୍ବଲପୁର: କଥାରେ ଅଛି ରଖେ ହରି ମାରେ କିଏ? ସମ୍ବଲପୁର ଜିଲା ରେଙ୍ଗାଲି ଥାନା ଅଧୀନ ଲାରିପାଲିସ୍ଥିତ ଶ୍ରୀରାମ ବୁଢା ଜଙ୍ଗଲରେ ମଙ୍ଗଳବାର ଦିନ ଘଟିଥିବା ଘଟଣା ଏହି ଉକ୍ତିକୁ ପ୍ରମାଣିତ କରିଛି। ନବଜାତକୁ ମାରିବା ପାଇଁ ହୋଇଥିବା ଯୋଜନା ବିଫଳ ହୋଇଛି। ଉଦ୍ଧାରକାରୀ ଟିମ୍‌ ସଫଳତାର ସହିତ…

ଶ୍ରମ ମନ୍ତ୍ରୀଙ୍କ ଅଚାନକ ସମ୍ବଲପୁର ଓ ହୀରାକୁଦ ସ୍ଥିତ ଇ.ଏସ.ଆଇ ହସ୍ପିଟାଲର ପରିଦର୍ଶନ !!

ସମ୍ବଲପୁର : ଆଜି ମାନ୍ୟବର ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଅଚାନକ ସମ୍ବଲପୁର ଓ ହୀରାକୁଦ ସ୍ଥିତ ଇ.ଏସ.ଆଇ ହସ୍ପିଟାଲର ପରିଦର୍ଶନ କରି ତଦାରଖ କରିଥିଲେ,ବିଭିନ୍ନ ସମସ୍ୟା ଗୁଡିକ ଉପରେ ଆଲୋଚନା କରିବା ସହ ଅପେକ୍ଷାରତ ହେଉଥିବା ଶ୍ରମିକ ମାନଙ୍କ ଯେପରି ଅସୁବିଧା ନ ହୁଏ ତା ଉପରେ ଗୁରୁତ୍ୟ…

ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡକୁ ଦାନ ୧୧ ଲକ୍ଷ ୧୧ ହଜାର ୧୧୧ ଟଙ୍କା ଦାନ କଲେ ମାଁ ସମଲେଶ୍ୱରୀ ଦଶହରା କମିଟି

ସମ୍ବଲପୁର : ମାଁ ସମଲେଶ୍ୱରୀ ମନ୍ଦିର ଦଶହରା କମିଟି ତରଫରୁ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡକୁ ୧୧ ଲକ୍ଷ ୧୧ ହଜାର ୧୧୧ ଟଙ୍କା ଦାନ କରାଯାଇଛି । ମାଁ ସମଲେଶ୍ୱରୀ ଓ ମାଁ ଭୁବନେଶ୍ୱରୀଙ୍କ ପର୍ଭା ନିର୍ମାଣ ସକାଶେ ଏହି ସହଯୋଗ ରାଶି ମାଁ ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁଙ୍କୁ…

ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ; ଶିକ୍ଷକ ଅଟକ

ସମ୍ବଲପୁର: ବରେଇପାଲି ଥାନା ଅନ୍ତର୍ଗତ ଏକ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ଇଂରାଜୀ ବିଭାଗର ଅରୁଣ ଯୋଶୀ ନାମକ ଜଣେ ଶିକ୍ଷକ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ଆଣିଛନ୍ତି ଛାତ୍ରୀଙ୍କ ଅଭିଭାବକ। ଘଟଣାର ଗମ୍ଭୀରତାକୁ ଦେଖି ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଥାନାରେ ଏକ ମାମଲା ରୁଜୁ ହେବା ସହ…

ନେତାଙ୍କ ହାତ ଥିବା ଅଭିଯୋଗ, ଝାରସୁଗୁଡା ଉଦ୍ୟୋଗମାନଙ୍କର ବର୍ଜ୍ୟବସ୍ତୁ ରେଙ୍ଗାଲିରେ ସ୍ଥାନୀୟ ଲୋକଙ୍କର ଉପରେ ପଡୁଛି…

ରେଙ୍ଗାଲି: ରେଙ୍ଗାଲି ଅଞ୍ଚଳ ରେ ଗଢି ଉଠିଥିବା କଳକାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ ପରିଚାଳନା ଅସମ୍ଭାଳ ହେଉଥିବା ବେଳେ ଝାରସୁଗୁଡା ରେ ଥିବା କାରଖାନାର ପାଉଁଶ ରେଙ୍ଗାଲି ଅଞ୍ଚଳ ରେ ଡମ୍ପିଂ କରାଯାଉଛି । ଏଥିପାଇଁ ଅସ୍ୱାସ୍ଥ୍ୟକର ପରିସ୍ଥିତି ସୃଷ୍ଟି ହୋଇଛି । ପରିବେଶ ପ୍ରେମୀ,ସଚେତନ…

ଅପରାଧିଙ୍କ ପୁଲିସକୁ ଖୋଲା ଚ୍ୟାଲେଞ୍ଜ -ସ୍ପଷ୍ଟ ଦିବାଲୋକରେ ସୁନା ଦୋକାନରୁ ୨୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ ସୁନାଗହଣା ଲୁଟ…

ସମ୍ବଲପୁର: ସମ୍ବଲପୁର ପୁଲିସର ଢିଲା କାର୍ଯ୍ୟଶୈଳୀ ତାହା ଉପରେ ଦିନକୁ ଦିନ ଭାରି ପଡୁଛି ଏବଂ ଏଥିପାଇଁ ଜନତାଙ୍କ ସୁରକ୍ଷା ବାଜିରେ ଲାଗି ଯାଇଛି। ରବିବାର ପୁଲିସକୁ ୫ ଜଣ ଅପରାଧି ଖୋଲାଖୋଲି ଭାବରେ ଚ୍ୟାଲେଞ୍ଜ କରି ସହରର ଉପକଣ୍ଠସ୍ଥ ମାନେଶ୍ୱର ସ୍ଥିତ ମାନଧାତା ବାବା ଜ୍ୟୋଲେରୀ ଦୋକାନରୁ…

ଜଙ୍ଗଲରେ ପଡ଼ିଥିଲା ମୃତଦେହ, ପାଖରେ ଥିଲେ ସଂଜ୍ଞାହୀନ ମହିଳା!

କୁଚିଣ୍ଡା ଥାନା ଡନସନାଡିହି ଜଙ୍ଗଲରେ ପଡିଥିଲା ଜଣେ ପୁରୁଷ ବ୍ୟକ୍ତିଙ୍କ ମୃତଦେହ। ଆଉ ମୃତଦେହ ପାଖରେ ଜଣେ ମହିଳା ଶୋଇଥିଲେ। ମହିଳା ଜଣକ ସଂଜ୍ଞାହୀନ ଅବସ୍ଥା ପଡ଼ିଥିଲେ।  ଆଉ ସେହି ମୃତଦେହ ପାଖରେ ସଂଜ୍ଞାହୀନ ଅବସ୍ଥାରେ ପଡ଼ିଥିଲେ ଜଣେ ମହିଳା। ହେଲେ ମହିଳା ଜଣକ କେମିତି ମୃତଦେହ ପାଖରେ…