Browsing Category

ଜିଲ୍ଲା

ଖଣ୍ଡଗିରି ଆସିବା ପୂର୍ବରୁ ନାଟ୍ୟ ମଣ୍ଡପ ଗାଡ଼ି ଦୁର୍ଘଟଣାଗସ୍ତ, ୪ ଜଣ ଗୁରୁତର

ଯାଜପୁର : ଯାଜପୁରରେ ଓଲଟିଲା ରାଣୀ ପଣ୍ଡାଙ୍କ ଯାତ୍ରା ପାର୍ଟି ଟ୍ରକ। କୋରେଇରୁ ଯାତ୍ରା ସାରି ଫେରୁଥିବା ଗୋଲେଇପୁର ନିକଟ ନାଟ୍ୟ ମଣ୍ଡପ ଗାଡ଼ି ଦୁର୍ଘଟଣାଗସ୍ତ। ଟ୍ରକ୍ ଉପରୁ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ରାସ୍ତାକଡ଼କୁ ଓଲଟି ପଡିଲାଥିଲା ଦୁର୍ଘଟଣାରେ ଏକାଧିକ କଳାକର ଓ ଚାଳକ ଗୁରୁତର…

ଆନନ୍ଦପୁର ନିଆଳି ଝରଣା ଗାଁରେ ଟ୍ରିପଲ୍‌ ମର୍ଡର

କେନ୍ଦୁଝର  : କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଖାଳିଆମେଣ୍ଟା ପଞ୍ଚାୟତ ନିଆଳି ଝରଣା ଗାଁରେ ତିନି ଜଣଙ୍କୁ ହତ୍ୟା କରାଯାଇଛି । ମୃତକ ହେଲେ ଗୋଟିଏ ପରିବାରର ଝିଅ ସସ୍ମିତା ସୋରେନ (୧୪), ବାପା ଜିତେନ୍ଦ୍ର ସୋରେନ (୫୦), ମାଆ ମାଳତୀ ସୋରେନ (୪୬) । ପାରିବାରିକ ଗଣ୍ଡଗୋଳ କାରଣରୁ ଏଭଳି…

ବୌଦ୍ଧରେ ୭୭ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ।

ବୌଦ୍ଧ :  ୨୬।୧ - ବୌଦ୍ଧରେ ୭୭ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସହରର ଜିଲ୍ଲା ଷ୍ଟାଡିୟମଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ପରେଡ୍‌ର ମୁଖ୍ୟଅତିଥି ଭାବରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ…

ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

କଟକ : ବାରବାଟୀରେ ଷ୍ଟାଡିୟମରେ ଆୟୋଜିତ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ରଖି କହିଛନ୍ତି ଯେ ଅଗଷ୍ଟ ୧୫, ୧୯୪୭ ମସିହାରେ ପରାଧୀନତାର ଜଞ୍ଜିରରୁ…

ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ: ୩୨ ଗୋରୁ ଉଦ୍ଧାର,

ଭଦ୍ରକ : ଭଦ୍ରକ ଜିଲା ଗୋରକ୍ଷା ସଂଗଠନର ସୂଚନା ଆଧାରରେ ଧାମନଗର ଥାନା ଅଧୀନ ଏନଏଚ୍‌-୧୬ ବାରିକପୁର ଛକ ନିକଟରେ ଏକ ଗୋରୁ ବୋଝେଇ ଗାଡ଼ିକୁ ଜବତ କରାଯାଇଛି। ଗାଡ଼ି ଭିତରୁ ମୋଟ ୩୨ଟି ଗୋରୁ ଉଦ୍ଧାର କରାଯାଇଥିବା ବେଳେ, ତାହାମଧ୍ୟରୁ ୨ଟି ଗୋରୁ ମୃତ ଅବସ୍ଥାରେ ମିଳିଛି। ସୂଚନା ଅନୁସାରେ,…

ଓଡିଶା ସାହିତ୍ୟ ଏକାଡେମୀ ଓ ମେଘମହ୍ଲାର ଆନୁକୂଲ୍ୟରେ ସାରସ୍ୱତ ଆସର ଅନୁଷ୍ଠିତ

ଖୋର୍ଦ୍ଧା( ୨୪/୧) : ବୋଲଗଡ ବ୍ଲକର ସର୍ବାଧିକ ସ୍ୱାଧୀନତା ସଂଗ୍ରାମୀ ଗ୍ରାମ ଚମ୍ପାଇଲୋ ସଂଲଗ୍ନ ସାନବାଡ଼ ଗ୍ରାମରେ "ଓଡିଶା ସାହିତ୍ୟ ଏକାଡେମୀ" ଓ ରାଜ୍ୟସ୍ତରୀୟ ସାହିତ୍ୟ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ "ମେଘମହ୍ଲାର" ମିଳିତ ସହଯୋଗରେ ଏକ ଦିବସୀୟ ସାହିତ୍ୟ ଆଲୋଚନା ଓ କବିତା ପାଠୋତ୍ସବ ମନୋଜ…

ଜଣେ ଶିକ୍ଷକଙ୍କୁ ଦୁଇଟି ପେନ୍‌ସନ

ମୋହନା: ରାଜ୍ୟ ସରକାରଙ୍କ ରାଜକୋଷରୁ ହରିଲୁଟ କରି ଚାଲିଛନ୍ତି ସରକାରୀ କର୍ମଚାରୀ। ଏଭଳି ଏକ ଦୁର୍ନୀତି ତଥା ସରକାରୀ ଅବହେଳାର ଚିତ୍ର ସାମ୍ନାକୁ ଆସିଛି ଗଜପତି ଜିଲା ମୋହନା ବ୍ଲକରେ। ଯାହାକି ସରକାରୀ ବାବୁମାନଙ୍କ କାର୍ଯ୍ୟକଳାପ ପ୍ରତି ଆଙ୍ଗୁଳି ନିର୍ଦେଶ କରିଛି। ମୋହନା ବ୍ଲକ ଶିକ୍ଷା…

ଅନୁକୂଳ ହେଲା ପ୍ରଥମ ରଥକାଠ

ପୁରୀ : ଚଳିତ ବର୍ଷ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଅନୁକୂଳ ହେଲା ପ୍ରଥମ କାଠ । ଶ୍ରୀକ୍ଷେତ୍ରରେ ରଥକାଠ ପହଞ୍ଚିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ସେବାୟତଙ୍କ ଉପସ୍ଥିତିରେ କରାଗଲା ଅନୁକୂଳ । ଆଜି ପବିତ୍ର ଶ୍ରୀ ପଞ୍ଚମୀ ଉପଲକ୍ଷେ ଶ୍ରୀମନ୍ଦିରରେ ଚଳିତ ଚଳିତ ବର୍ଷର ରଥଯାତ୍ରା…

ନେତାଜୀଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

କଟକ : କଟକ ମହାନଦୀ ରିଭର ଫ୍ରଣ୍ଟ ପ୍ରକଳ୍ପରେ ନଦୀକୂଳ ନୂଆ ରୂପ ପାଇବ । ଆଜି ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାକୁ ସାଂସ୍କୃତିକ ଓ ମନୋରଞ୍ଜନ ସ୍ଥଳରେ ପରିଣତ କରାଯିବ, ଏହା ଦ୍ୱାରା ପର୍ଯ୍ୟଟନକୁ ପ୍ରୋତ୍ସାହନ ମିଳିବ । ସାମଗ୍ରିକ ସହରୀ ପରିବେଶରେ ଉନ୍ନତି ଆସିବ ।…

ଶ୍ବଶୁର ପେଟ୍ରୋଲ ଢାଳି ପୋଡ଼ି ମାରିଦେବାକୁ ଉଦ୍ୟମ ।

ପଟ୍ଟାମୁଣ୍ଡାଇ :  ବୋହୂର ଅଭିଯୋଗ ଶ୍ବଶୁର ପେଟ୍ରୋଲ ଆଣିଲେ, ଶୋଇବା ଘରେ ଢାଳି ଜାଳିଦେଲେ । ଶାଶୁ ପାଖରେ ଥିଲେ ହେଲେ ପ୍ରତିବାଦ କଲେନି । ସବୁ କିଛି ଜଳିଗଲା କିନ୍ତୁ ସେ ବାହାରକୁ ଆସିବାରୁ ବଞ୍ଚିଗଲେ । ଏଥିଲା ଜଣେ ବୋହୂର ଅଭିଯୋଗ । ଆଉ ଶ୍ବଶୁର ଓ ସ୍ବାମୀଙ୍କ କଥା ଶୁଣିଲେ ଆପଣଙ୍କୁ…