Browsing Category

ଜିଲ୍ଲା

ବେଦାନ୍ତ ଆଲୁମିନିୟମ ଦ୍ୱାରା ଝାରସୁଗୁଡାରେ ମହିଳା, ଶିଶୁଙ୍କ କଲ୍ୟାଣ ପାଇଁ ୧୩୦ଟି ନନ୍ଦଘର ଉଦଘାଟିତ

ଝାରସୁଗୁଡ଼ା,: ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ଏକ ସମାରୋହରେ ୧୩୦ଟି ନନ୍ଦଘରକୁ ଉଦଘାଟନ କରିଛି  । ନନ୍ଦଘର ହେଉଛି ଆଧୁନିକ ଅଙ୍ଗନବାଡିର ଏକ ନେଟୱର୍କ ଯାହା ବେଦାନ୍ତ ଦ୍ୱାରା ସମର୍ôଥତ ମହିଳା ଓ ଶିଶୁ କଲ୍ୟାଣ ଉଦ୍ଦେଶ୍ୟରେ କାର୍ଯ୍ୟ କରିଥାଏ  । ଏହି…

ଉଦ୍ୟାନ କୃଷି ବିଭାଗର କୃଷକ ଦକ୍ଷତା ତାଲିମ ଶିବିର

କଟକ: ଆଠଗଡ ଉଦ୍ୟାନ କୃଷି ବିଭାଗ ପକ୍ଷରୁ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ କୃଷକମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଏକ ତାଲିମ ଶିବିର ଖୁଣ୍ଟକଟାଠାରେ ବୁଧବାର ଆୟୋଜିତ ହୋଇଯାଇଛି । ଏଥିରେ ବ୍ଲକ କୃଷି ସୂଚନା ପରାମର୍ଶ କେନ୍ଦ୍ର ଅଧ୍ୟକ୍ଷ ରବିନ୍ଦ୍ରନାଥ…

ଭାରସାମ୍ୟ ହରାଇ ଦୋକାନ ଭିତରେ ପଶିଲା ଟ୍ରଲର, ଦୁଇ ଗୁରୁତର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ତୁରୁମୁଙ୍ଗା ବଜାରରେ ଭାରସାମ୍ୟ ହରାଇ ଏକ ଟ୍ରଲର ଜଳଖିଆ ଦୋକାନ ମଧ୍ୟକୁ ପଶିଯାଇଛି। ଫଳରେ ଦୋକାନଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି। ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ୧୦୮…

ଆମର ସଂସ୍କୃତି ଆମର ଟେକ “ରୁମକୁଝୁମାନା”ର ବାର୍ଷିକୋତ୍ସବ ା

ସୁବର୍ଣ୍ଣପୁର- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ରୁମକୁଝୁମାନା ର ମିଳିତ ସହଯୋଗ ରେ ସୁବର୍ଣ୍ଣପୁର ଜିଲ୍ଲା ସେଲେଡି କଲ୍ୟାଣ ମଣ୍ଡପ ଠାରେ ରାଜ୍ୟ ତଥା ଜିଲ୍ଲାର ସୁନାମଧନ୍ୟ କଣ୍ଠ ଶିଳ୍ପୀ ଶାଶ୍ୱତ ତ୍ରିପାଠୀ ଙ୍କ ସଭାପତିତ୍ବ ରେ ଆମର ସଂସ୍କୃତି ଆମର ଟେକ ର ବାର୍ଷିକୋତ୍ସବ ପାଳନ…

ଜିଲ୍ଲା ମୋଟର ସାଇକେଲ ମେକାନିକ ସଂଘର ବାର୍ଷିକ ସମ୍ମିଳନୀ

 ଉମରକୋଟ (ନିପ୍ର)ତା-୨୪-୦୧-୨୪ରିଖ ବୁଧବାର ଦିନ ପୂର୍ବାହ୍ନ ୧୧ଘ: ସମୟରେ ସ୍ଥାନ -ଉମରକୋଟ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସଂଘ ର ସାଧାରଣ ସଂପାଦକ ଶ୍ରୀ ଯୁକ୍ତ ପର୍ଶୁରାମ ନାୟକଯାଦବ ଙ୍କ ପରିଚାଳନାରେ ଜିଲ୍ଲା ମୋଟର ସାଇକେଲ ମେକାନିକ ସଂଘର ବାର୍ଷିକ ସମ୍ମିଳନୀ ର ଆୟୋଜନ କରାଯାଇଥିଲା ଏଥିରେ…

ଓଡ଼ିଆ ବିଶ୍ୱବିଦ୍ୟାଳୟ ଓଡ଼ିଆ ଜାତିର ଅସ୍ମିତାକୁ ଯୁଗ ଯୁଗ ଧରି ବଞ୍ଚାଇ ରଖିବ: ମୁଖ୍ୟମନ୍ତ୍ରୀ

ସାକ୍ଷୀଗୋପାଳ : ସତ୍ୟବାଦୀର ବକୁଳବନଠାରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ଓଡ଼ିଆ ବିଶ୍ଵବିଦ୍ୟାଳୟ ନୂତନ ସୌଧକୁ ବୁଧବାର  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆଭାସୀ ମାଧ୍ୟମରେ ଲୋକାର୍ପଣ କରିଥିଲେ  । ଏହା ଲୋକାର୍ପଣ କାର୍ଯ୍ୟକ୍ରମ ନିମନ୍ତେ  ସତ୍ୟବାଦୀର…

ସୁବର୍ଣ୍ଣପୁର ଜିଲ୍ଲାରେ ଝିପ ଝିପି ବର୍ଷା ସହିତ କୋହଲା ପାଗ ା

ସୁବର୍ଣ୍ଣପୁର - ରାଜ୍ୟର ବିଭିନ୍ନ ଜିଲ୍ଲା ମାନଙ୍କରେ ପାଣି ପାଗରେ ପରିବର୍ତ୍ତନ ଦେଖିବାକୁ ମିଳୁଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଗତ ତିନିଦିନ ରୁ ଅଧିକ ହେବ ଆକାଶ ମେଘୁଆ ସହ କୁହୁଡିଆ ପାଗ ରହିଥିଲା । ଗତ କାଲି ରାତ୍ରି ସମୟରରୁ ଝିପି ଝିପି ବର୍ଷା ସାଙ୍ଗକୁ ପାଗ କୋହଳା ରହିଛି…

କଟକ ଏସସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ପରଲୋକ

କଟକ: କଟକ ଏସସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ପରଲୋକ ହୋଇଯାଇଛି। ଏସସିବି ମେଡ଼ିକାଲ କଲେଜରେ ୬୯ ବୟସରେ ତାଙ୍କର ଦେହାନ୍ତ ହୋଇଛି। କଟକ ଏସସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ପରଲୋକ ହୋଇଥିବା ନେଇ ହସ୍ପିଟାଲ ଅଧୀକ୍ଷକ ସୁଧାଂଶୁ ଶେଖର…

ଗଜପତିରେ ୫-ଟି ଅଧ୍ୟକ୍ଷ ବିଦ୍ୟାର୍ଥୀଙ୍କୁ ଦେଲେ ସଫଳତାର ମନ୍ତ୍ର ମୋହନା ପାଇଁ ୧୬୦ କୋଟି, ପାରଳାକୁ ୧୧୮ କୋଟିର…

ପାରଳାଖେମୁଣ୍ଡି: ‘ଲୋକମାନେ ଯାହା ଚାହିଁବେ, ସରକାର ସେୟା କରିବେ। ଅନ୍ୟ କୌଣସି ସରକାରରେ ଏହା ହେବ ନାହିଁ। ସାତ ମାସରେ କେବଳ ଗଜପତି ଜିଲ୍ଲାକୁ ୨୭୯ କୋଟି ଟଙ୍କା ଦିଆଯାଇଛି। ଲୋକଙ୍କ ଦରଖାସ୍ତ ଆଧାରରେ ସରକାର ଏହି ଟଙ୍କା ମଞ୍ଜୁର କରିଛନ୍ତି। ଏ ସରକାର ଲୋକଙ୍କର।’ ଆଜି କାଶୀନଗରଠାରେ ଏକ…

ଆଇଟିଡିଏ ପକ୍ଷରୁ ୨ ଦିନିଆ ଯୁବ ଉଦ୍ୟୋଗୀ କର୍ମଶାଳା

ଫୁଲବାଣୀ : କନ୍ଧମାଳ ଜିଲାର ଫୁଲବାଣୀ ସମ୍ମନିତ ଆଦିବାସୀ ଉନ୍ନୟନ ସଂସ୍ଥା ସଭାଗୃହ ଠାରେ ଆଇଟି ଡିଏ ପକ୍ଷରୁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଜରିଆରେ ଫୁଲବାଣୀ ଉପଖଣ୍ଡର ୩ଟି ବ୍ଲକ୍ ରେ କାମ କରୁଥିବା ଆଦିବାସୀ ଯୁବକ ଯୁବତୀମାନଙ୍କୁ ନେଇ ଲଘୁ ଉଦ୍ୟୋଗ ସ୍ଥାପନ ଓ ପରିଚାଳନା ସମ୍ବନ୍ଧୀୟ ୨…