Browsing Category

ଜିଲ୍ଲା

ବିଜେଡ଼ି ଛାଡ଼ିଲେ ବାଲେଶ୍ଵର ସଦର ବ୍ଲକ ଅଧ୍ୟକ୍ଷା

ବାଲେଶ୍ଵର : ବିଜୁ ଜନତା ଦଳ ପାଇଁ ଏକ ଖରାପ ଖବର ଆସିଛି। ଆଜି ବାଲେଶ୍ଵର ସଦର ବ୍ଲକ ଅଧ୍ୟକ୍ଷା ସୁନିତା ବେହେରା ବିଜେଡ଼ି ରୁ ଇସ୍ତଫା ଦେଇଛନ୍ତି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସୁନିତା ଇସ୍ତଫା ପତ୍ର ପଠାଇଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେହିଭଳି ଜିଲ୍ଲାର…

ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର, ମହାକାଳୀ ବେଶରେ ଦର୍ଶନ ଦେଉଛନ୍ତି ମା’ ତାରାତାରିଣୀ

ଗଞ୍ଜାମ :   ଆଜି ହେଉଛି ଚୈତ୍ର ମାସର ପ୍ରଥମ ମଙ୍ଗଳବାର l ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀ ପୀଠରେ ପ୍ରବଳ ଜନ ସମାଗମ l ଆଜି ମହାକାଳୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ  ଦେଉଛନ୍ତି ମାଆ ତାରାତାରିଣୀ l  ବିଶ୍ୱାସ ରହିଛି ଚୈତ୍ର ମଙ୍ଗଳବାରରେ ଶିଶୁଙ୍କ ପ୍ରଥମ ମୁଣ୍ଡନ ମା…

ଡକ୍ଟର ସ୍ଥିତଧୀ ରଥଙ୍କ କ୍ୟାନଭାସରେ ଗଞ୍ଜାମ କଳା ସଂସ୍କୃତିର ପ୍ରତିଫଳନ ।

ଗଞ୍ଜାମ/ବୁଗୁଡ଼ା : ୧୦/୩ : (ଡ. କୁମୁଦ ଚନ୍ଦ୍ର ବେହେରା ) ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଭଞ୍ଜ ବଂଶୀୟ ଶେଷଦୁର୍ଗ, ସୌରଗଡ଼ "ବୁଗୁଡ଼ା" ଠାରେ ଜନ୍ମ ଗ୍ରହଣ କରିଥିବା ଡ଼କ୍ଟର ସ୍ଥିତଧୀ ରଥ ଶ୍ରୀ ବିରଞ୍ଚି ନାରାୟଣଙ୍କ ଆଶୀର୍ବାଦ କିରଣରେ ଦିପ୍ତିମୟ ହୋଇ ନିଜର ପ୍ରଚଣ୍ଡ ପ୍ରତିଭା ବଳରେ ସାରା…

ଶ୍ରୀବଳଦେବ ଜୀଉଙ୍କ କ୍ଷେତ୍ରରେ ଦୋଳଯାତ୍ରା ଓ ଛାମୁମେଳଣ ଉଦଯାପିତ

କେନ୍ଦ୍ରାପଡା : ଶ୍ରୀବଳଦେବ ଜୀଉଙ୍କ କ୍ଷେତ୍ର କେନ୍ଦ୍ରାପଡାଠାରେ ଦୋଳଯାତ୍ରା ଓ ଛାମୁମେଳଣ ଉଦଯାପିତ ହୋଇଛି। ଏହି ଅବସରରେ ପରମ୍ପରା ଅନୁଯାୟୀ ହୋଲି ଖେଳ ହୋଇଛି। ଶ୍ରୀବଳଦେବ ଜୀଉ ମନ୍ଦିର ରତ୍ନମଣ୍ଡପରେ ବଳଦେବଙ୍କ ସହ ଚତୁର୍ଦ୍ଧାମୂର୍ତ୍ତୀକୁ ସେବାୟତମାନେ ହୋଲି ଲଗାଇଛନ୍ତି।…

ଗୋପାଳପୁର କ୍ରିକେଟ ଟୁର୍ନାମେଣ୍ଟ : କାନ୍ଦୁଲଝରକୁ ହରାଇ ଦିଗଶିରା ଚାମ୍ପିଅନ୍

ଭବାନୀପାଟଣା(୮|୩ ): ଭବାନୀପାଟଣା ବ୍ଳକ ଅନ୍ତର୍ଗତ ମାଟିଆ ପଞ୍ଚାୟତ ସ୍ଥିତ ଗୋପାଳପୁର ମା ଦ୍ୱାରସେନି କ୍ରିକେଟ କ୍ଲବ ଆନୁକୂଲ୍ୟରେ ଗତ ୧ତାରିଖରୁ ଚାଲୁଥିବା କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦଯାପିତ ହୋଇଛି। ଫାଇନାଲ ଖେଳ କାନ୍ଦୁଲଝର ଏବଂ ଦିଗଶିରା ମଧ୍ୟରେ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି…

ଓଡ଼ଗାଁରେ ଖୋଲିଲା ନର୍ସିଂ କକଲେଜ

ନୟାଗଡ଼ (୮/୩):ଓଡ଼ଗାଁ କଲେଜ ରୋଡ଼୍ ମୁଖ୍ୟ ସଡ଼କ ପାର୍ଶ୍ବରେ ଆଜି ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସରକାରୀ ସ୍ବୀକୃତିପ୍ରାପ୍ତ ପଦାରବିନ୍ଦ ପ୍ରତିଷ୍ଠାନ (ସ୍ୱାସ୍ଥ୍ୟ ବିଜ୍ଞାନ ଏବଂ ଗବେଷଣା କେନ୍ଦ୍ର) ର ଶୁଭ ଉଦ୍ଘାଟନ ହୋଇଯାଇଛି।ଏଥିରେ ପ୍ରତିଷ୍ଠାନର ଅଧ୍ୟକ୍ଷ ସ୍ଥିତପ୍ରଜ୍ଞା ଆଚାର୍ଯ୍ୟ…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ରର ଉତ୍ତର ରଖିଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ : ସମ୍ବଲପୁରରେ ଏକ ନୂତନ କେନ୍ଦ୍ର ସରକାରୀ ସ୍ୱାସ୍ଥ୍ୟ ଯୋଜନା (CGHS) ୱେଲନେସ୍ ସେଣ୍ଟର ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ସବୁପ୍ରକାର ଅନୁମୋଦନ ପ୍ରଦାନ କରି ସାରିଛନ୍ତି। ଏହା ଖୁବ ଶୀଘ୍ର ସମ୍ବଲପୁରରେ ସ୍ଥାପନା ହେବାକୁ ଯାଉଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର…

ସୁଭଦ୍ରା ହିତାଧିକାରୀ ପାଇଲେ ଚତୁର୍ଥ କିସ୍ତି

ପୁରୀ : ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା । ପୁରୀ ତାଳବଣିଆ ଠାରେ ଆୟୋଜିତ ବିଶାଳ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହିତାଧିକାରୀଙ୍କ ବ୍ୟାଙ୍କ୍‌ ଖାତାକୁ ଏହି ଟଙ୍କା ପଠାଇଛନ୍ତି । ରାଜ୍ୟର ୧ କୋଟି ୨…

ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ସୁବର୍ଣ୍ଣ ଜୟନ୍ତୀ ମହାସମାରୋହରେ ପାଳିତ

ଖୋର୍ଦ୍ଧା : ଆଜି ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର‌ ସୁବର୍ଣ୍ଣ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଅଛି। ଏହି ଅବସରରେ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ଃ କୃଷ୍ଣଚନ୍ଦ୍ର ମହାପାତ୍ର, ପୁରୀ ଲୋକସଭା ସାଂସଦ ଡ଼ାଃ ସମ୍ବିତ…

ଆମ ପରିବେଶ ଆମ ଦାୟିତ୍ୱ ଶୀର୍ଷକ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ।

କଟକ : ଦୂତୀ ଚାନ୍ଦ ସ୍ପୋର୍ଟ୍ସ ଫାଉଣ୍ଡେସନ ଅଫ ଇଣ୍ଡିଆ ଓ ଏଇ ତ ଜୀବନ ଫାଉଣ୍ଡେସନର ମିଳିତ ଉଦ୍ୟମରେ କଟକର ନେତାଜୀ ସୁଭାସ ଚନ୍ଦ୍ର ବୋଷଙ୍କ ଜନ୍ମପୀଠରୁ “ଆମ ପରିବେଶ ଆମ ଦାୟିତ୍ୱ” ଶୀର୍ଷକ ସଚେତନତାମୂଳକ କାର୍ଯ୍ୟକ୍ରମକୁ ଦୌଡ଼ ରାଣୀ ଦୂତୀ ଚାନ୍ଦ ପତାକା ଦେଖାଇ ଆରମ୍ବ କରିଛନ୍ତି। ପରିବେଶ…