Browsing Category

ଜିଲ୍ଲା

କରଞ୍ଜିଆରେ କାଳବୈଶାଖୀ ତାଣ୍ଡବ : ୨ମୃତ, ୬ ଗୁରୁତର ଏବଂ ୨୦ରୁ ଉର୍ଦ୍ଧ୍ବ ଆହତ

କରଞ୍ଜିଆ : କରଞ୍ଜିଆ ବ୍ଲକ ବଳା ଓ ତାଟୋ ପଞ୍ଚାୟତରେ ଆଜି ଅପରାହ୍ନ ୪ଟାରେ ଘୁର୍ଣ୍ଣିଝଡ ପ୍ରବଳ କୁଆପଥର ବର୍ଷାହେବା ଫଳରେ ଆକଳନ ବହିର୍ଭୁତ କ୍ଷତି ହେବା ସହ ୨ମୃତ, ୬ ଗୁରୁତର ଏବଂ ୨୦ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ଜଣାଯାଇଛି। ଅପରାହ୍ନ ୪ଟାରେ ବଳା ପଞ୍ଚାୟତର ଡୁମୁରିଆ ଗ୍ରାମରେ ଚକାଭଉଁରୀ ଖେଳି…

ଶ୍ରୀମନ୍ଦିରରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍

ପୁରୀ : ଶ୍ରୀମନ୍ଦିରରେ ପ୍ରବଳ ଭିଡ଼। ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍। ରବିବାର ହୋଇଥିବାରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭିଡ ଜମାଇଛନ୍ତି ଭକ୍ତ। ବଲ୍ଲଭ ନୀତି ପାଇଁ ଏକ ଘଣ୍ଟା ବନ୍ଦ ରହିଥିଲା ଦର୍ଶନ। ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନରେ ଠିଆ ହୋଇଥିଲେ ଶ୍ରଦ୍ଧାଳୁ। ଭିଡକୁ ଦୃଷ୍ଟିରେ ରଖି…

ବଲାଙ୍ଗିର  ଜିଲ୍ଲା କାରାଗାରରେ କଏଦୀ ମୃତ

ବଲାଙ୍ଗିର : ବଲାଙ୍ଗିର  ଜିଲ୍ଲା କାରାଗାର। ହାଇ ସିକ୍ୟୁରିଟି ଜୋନରେ ରହୁଛନ୍ତି ହାର୍ଡକୋର କ୍ରିମିନାଲ । ୨୪ ଘଣ୍ଟିଆ ପ୍ରହରା। ଏତେ ସବୁ ସତ୍ୱେ ଜଣେ କଏଦୀଙ୍କ ଜୀବନ ଚାଲିଗଲା, କେହି ଜାଣିପାରିଲେ ନାହିଁ। ଜେଲ କର୍ତ୍ତୃପକ୍ଷ କହୁଛନ୍ତି ଏହା ଆତ୍ମହତ୍ୟା। ପରିବାର କିନ୍ତୁ ଅଭିଯୋଗ କରିଛନ୍ତି…

ରିଆମାଳ ବ୍ଲକ ଟ୍ରିପଲ ମର୍ଡର ଘଟଣା: ଅଭିଯୁକ୍ତ ଗିରଫ

ଦେବଗଡ଼ : ଦେବଗଡ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଗରିଆପାଲି ଗାଁର ବହୁଚର୍ଚ୍ଚିତ ଟ୍ରିପଲ୍ ମର୍ଡରର ଅଭିଯୁକ୍ତ ରମେଶ ଗରିଆ (୫୨) ଆଜି ଗିରଫ ହୋଇଛି। ଅଭିଯୁକ୍ତ ଜଣକ ଗାଁ ନିକଟସ୍ଥ ଏକ ପାଣିଟାଙ୍କି ଉପରେ ଲୁଚିଥିଲା। ଖବର ପାଇ ଘଟଣା ସ୍ଥଳକୁ ପୁଲିସ୍ ଓ ଦମକଳବାହିନୀ…

ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଲେ ଓଡ଼ିଶା ହାଇକୋର୍ଟ। : ପ୍ରାପ୍ତବୟସ୍କ ଝିଅକୁ ବାପା-ମା’ଙ୍କ ପାଖେ ରହିବାକୁ ବାଧ୍ୟ…

ବି.ବି.ନିୟୁଜ :  ପ୍ରାପ୍ତବୟସ୍କ ଝିଅକୁ ବାପା-ମା’ କିମ୍ବା ଶ୍ବଶୁର ଘରେ ରହିବାକୁ ବାଧ୍ୟ କରାଯାଇ ପାରିବ ନାହିଁ । ଏଭଳି କରିବାକୁ ଆଇନରେ କୌଣସି ବ୍ୟବସ୍ଥା ନାହିଁ । ଏକ ମାମଲାର ବିଚାର କରି ଏଭଳି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ଓଡ଼ିଶା ହାଇକୋର୍ଟ । ନିଜ ପରିବାର ଠାରୁ ଦୁରେଇ ରହୁଥିବା…

ସମାଜସେବୀ ଭିକାରୀ ପାତାଳସିଂହଙ୍କ ସ୍ମୃତିଚାରଣ ସଭା

ନୟାଗଡ଼ (୧୧/୩): ରଣପୁର ବ୍ଲକ କାସନ୍ଦା ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ଭିକାରୀ ଚରଣ ପାତାଳସିଂହଙ୍କ ଏକାଦଶାହ ସ୍ମୃତି ଚାରଣ ସଭା ଶିକ୍ଷାବିତ୍ ସୁରେନ୍ଦ୍ର କୁମାର ବରାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବରେ ଶିକ୍ଷାବିତ୍ କିଶୋର ଚନ୍ଦ୍ର ପରମଗୁରୁ ଯୋଗଦେଇ କହିଲେ ଯେ,…

ନେଉଳପୁର ପାହାଡରେ ବଣୁଆ ହାତୀ

ଯାଜପୁର :  ଯାଜପୁର ଜିଲା ଧର୍ମଶାଳା  ନେଉଳପୁର ପାହାଡ଼ରେ ଏକ ବଣୁଆ ହାତୀ ଦୌରାତ୍ମ୍ୟ ଦେଖିବାକୁ ମିଳିଛି।  ବୁଧବାର ରାତିରୁ ଗୋଟିଏ ବଣୁଆ ହାତୀ ପଶିଆସି ରହିଛି। ଜଙ୍ଗଲ ବିଭାଗ ପକ୍ଷରୁ ହାତୀକୁ ଠାବ କରାଯାଇ ଘଉଡ଼ାଇବାକୁ ଉଦ୍ୟମ କରାଯାଉଥିବା ବୈରୀ ରେଞ୍ଜର ସଚ୍ଚିଦାନନ୍ଦ ସୁବୁଦ୍ଧି ସୂଚନା…

ସମାଜର ମୁଖ୍ୟସ୍ରୋତରେ ସାମିଲ ହେଲେ ୧୦ ମାଓବାଦୀ

ଫୁଲବାଣୀ : ୧୧।୩ -  ରାଜ୍ୟରେ ମାଓବାଦୀଙ୍କ ଦବଦବା କମିବାରେ ଲାଗିଛି । ମାଓ ସଂଗଠନ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଆଜି କନ୍ଧମାଳ ଜିଲ୍ଲା ପୁଲିସ ରିଜର୍ଭ ପଡ଼ିଆଠାରେ ୧୦ ଜଣ ହାର୍ଡକୋର ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏହି ଆତ୍ମସମର୍ପଣକାରୀଙ୍କ ମଧ୍ୟରେ…

ସମାଜର ମୁଖ୍ୟସ୍ରୋତରେ ସାମିଲ ହେଲେ ୧୦ ମାଓବାଦୀ

ଫୁଲବାଣୀ : ୧୧।୩ -  ରାଜ୍ୟରେ ମାଓବାଦୀଙ୍କ ଦବଦବା କମିବାରେ ଲାଗିଛି । ମାଓ ସଂଗଠନ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଆଜି କନ୍ଧମାଳ ଜିଲ୍ଲା ପୁଲିସ ରିଜର୍ଭ ପଡ଼ିଆଠାରେ ୧୦ ଜଣ ହାର୍ଡକୋର ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏହି ଆତ୍ମସମର୍ପଣକାରୀଙ୍କ ମଧ୍ୟରେ…

ଭିଜିଲାନ୍ସ ଜାଲରେ ତହସିଲଦାର

କଟକ : ଭିଜିଲାନ୍ସ ଜାଲରେ କଟକ ଜିଲ୍ଲା କଣ୍ଟାପଡ଼ା ତହସିଲ୍‌ଦାର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତହସିଲ୍‌ଦାର ପ୍ରସନ୍ନ ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି ରଖିଛି।  କଟକ, ଭୁବନେଶ୍ୱର, ପୁରୀ ଓ କେନ୍ଦ୍ରାପଡ଼ା ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ଚାଲିଛି।  ଭୁବନେଶ୍ୱର…