Browsing Category

ଜିଲ୍ଲା

ବିଶ୍ବ ନାଟ୍ଯ ଦିବସରେ ଦର୍ଶକଙ୍କ ମନ ମୋହିଲା ନାଟକ “ଅବୋଲକରା”

ଉମରକୋଟ (୨୭/୩): ନବରଙ୍ଗପୁର ଜିଲ୍ଲାର ଅଗ୍ରଣୀ କଳା ଓ ସାଂସ୍କୃତିକ ଅନୁଷ୍ଠାନ "ଭାରତୀ କଳା ନିକେତନ"ଦ୍ବାରା ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର ଠାରେ ବିଶ୍ବ ନାଟ୍ଯ ଦିବସ ମହାସମାରୋହରେ ଆୟୋଜିତ ହୋଇଛି ।ଇତ୍ଯବସରରେ ଉଦ୍ଘାଟନ କାର୍ଯ୍ଯକ୍ରମରେ ପୌରାଧ୍ଯକ୍ଷା ରାଧା ଭତ୍ରା ମୁଖ୍ଯ…

ବାବା ପଞ୍ଚଲିଙ୍ଗେଶ୍ୱର ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ସ୍ଵତନ୍ତ୍ର ଶୀତକାଳୀନ ଶିବିର ସଫଳତାର ସହ…

ବାଲେଶ୍ୱର (୨୭/୩) : ରିପୋର୍ଟ-ସନାତନ ମହାକୁଡ଼ ।ନୀଳଗିରି ସନ୍ତରଗଡିଆ ସ୍ଥିତ ବାବା ପଞ୍ଚଲିଙ୍ଗେଶ୍ଵର ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (NSS) ଅଧୀନରେ ଆୟୋଜିତ ସ୍ଵତନ୍ତ୍ର ଶୀତକାଳୀନ ଶିବିର ୨୬ ମାର୍ଚ୍ଚ ୨୦୨୬ ଶୁକ୍ରବାର ଦିନ ସଫଳତାର ସହ ଉଦ୍ୟାପିତ ହୋଇଯାଇଛି। ଏହି ସାତଦିନିଆ…

ସୂଚନାର ସମୟୋଚିତ, ସ୍ୱଚ୍ଛ ଏବଂ ସୁଲଭ ପ୍ରସାରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ପିଆଇବି ଏଡିଜି

କୋରାପୁଟ : ଚାରିଦିନିଆ ଗୁରୁତ୍ୱପୂର୍ଣ୍ଣ କୋରାପୁଟ ଗସ୍ତ ଅବସରରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଓ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି)ର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ…

ଆଜି ବାର୍ ଆସୋସିଏସନରେ କର୍ମକର୍ତ୍ତା ନିର୍ବାଚନ : ରାଜ୍ୟର ୧୫୫ଟି ବାରରେ ଚାଲିଛି ନିର୍ବାଚନ।

କଟକ : ଆଜି ରାଜ୍ୟର ସମସ୍ତ ବାର୍ ଆସୋସିଏସନରେ କର୍ମକର୍ତ୍ତା ନିର୍ବାଚନ। ରାଜ୍ୟ ଆଇନଜୀବୀ ପରିଷଦ ସହ ଅନୁବନ୍ଧିତ ୧୫୮ଟି ବାର୍ ଆସୋସିଏସନ ମଧ୍ୟରୁ ୧୫୫ଟି ବାରରେ  ନିର୍ବାଚନ ଅନୁଷ୍ଠିତ ହେଉଛି। ଭିନ୍ନଭିନ୍ନ କାରଣରୁ ସୁନ୍ଦରଗଡ଼, ଉମରକୋଟ ଏବଂ ଜଟଣୀ ଓକିଲ ସଂଘକୁ ବାଦ ଦିଆଯାଇଛି। ଏହି…

୧୮ଚୋରି ବାଇକ ଉଦ୍ଧାର; ୨ବାଇକ ଚୋର ସହ ୧୪ଗିରଫ

ଅନୁଗୋଳ : ଅନୁଗୋଳ ସହରର ବିଭିନ୍ନ ସ୍ଥାନରୁ ବିଭିନ୍ନ ସମୟରେ ବାଇକ ଚୋରି କରୁଥିବା ୨ମୁଖ୍ୟ ଅଭିଯୁକ୍ତ ସହ ୧୪ଜଣଙ୍କୁ ଗିରଫ କରାଯାଇ ଥିବା ବେଳେ ମୋଟ ୧୮ଟି ଚୋରି ବାଇକ ଉଦ୍ଧାର କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଜିଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ସୂଚନା ଦେଇଛନ୍ତି। ସହରର ଜିଲା…

ଶ୍ରୀରାମ ନବମୀ ଅବସରରେ ରଥ କାଠ ଚିରଟ ଅନୁକୂଳ ହେବ ।

ପୁରୀ : ଆଗେଇ ଚାଲିଛି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ୨୦୨୬ର ପ୍ରସ୍ତୁତି । ଶୁକ୍ରବାର ଶ୍ରୀରାମ ନବମୀ ଅବସରରେ ରଥ କାଠ ଚିରଟ ଅନୁକୂଳ ହେବ । କଟକ ଖପୁରିଆସ୍ଥିତ କରତ କଳରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ କାଠ ଚିରା ଶୁଭାରମ୍ଭ ହେବ । ଏଣୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ…

ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମ ନୀତି ପାଇଁ ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ : ଆଜି ପବିତ୍ର ଶ୍ରୀରାମ ନବମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମ ନୀତି ପାଳିତ ହେବ। ଏଥିପାଇଁ ମଧ୍ୟାହ୍ନ ଭୋଗ ନୀତି ଉଠିବା ପରଠାରୁ ଶ୍ରୀରାମ ଜନ୍ମ ନୀତି ଶେଷ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତ…

ଧର୍ମ ପରାୟଣା ମହିଳା ଗୁନୁ ଦାସଙ୍କ ପରଲୋକ ଗମନ

ନୟାଗଡ଼ (୨୭/୩) : ଓଡ଼ଗାଁ ଅଞ୍ଚଳରେ ପୁଣିଥରେ ଶୋକର ଛାୟା ଖେଳି ଯାଇଛି। ଶତାୟୁ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ଦାସଙ୍କ ପରଲୋକର ମାତ୍ର ଏକ ମାସ ପରେ, ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ଗୁନୁ ଦାସ ମଧ୍ୟ ଏହି ନଶ୍ୱର ଜଗତକୁ ଚିରବିଦାୟ ଜଣାଇଛନ୍ତି। ସେ ଗତ ବୁଧବାର, ମାର୍ଚ୍ଚ ୨୫,…

ରଘୁନାଥ ହସକ୍ଳବ୍ ର ନୂତନ କର୍ମକର୍ତ୍ତା ଚୟନ

ନୟାଗଡ଼ (୨୬/୩):ରଘୁନାଥ ହସକ୍ଳବ୍ ଓଡ଼ଗାଁରେ ବରିଷ୍ଠ ସଭ୍ୟ ତଥା ପୂର୍ବତନ ସଭାପତି ବସନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ସଭାରେ ସମସ୍ତ ୫୪ ଜଣ ସଭ୍ୟ ଉପସ୍ଥିତ ଥିଲେ।୨୦୨୫-୨୦୨୬ ମସିହାର ଆୟବ୍ୟୟ ହିସାବ ଦେବାପରେ ଶ୍ରୀଯୁକ୍ତ ମିଶ୍ର ଉକ୍ତ କମିଟି କୁ…