Browsing Category

ଜିଲ୍ଲା

ଆଜି ଖୋଲିବ ରତ୍ନ ଭଣ୍ଡାରର ସିନ୍ଧୁକ : ହେବ ଗଣତିମଣତି

ଭୁବନେଶ୍ବର : ଆଜି ପ୍ରଭୃ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାରର ଗଣତିମଣତି କରାଯିବ। ଏ ନେଇ ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ କରାଯାଇଛି। ଆଜି ଚୈତ୍ର ଶୁକ୍ଳ ସପ୍ତମୀ ତିଥି ହୋଇଥିବାରୁ ଏହି ରତ୍ନଭଣ୍ଡାରର ଅଳଙ୍କାର ଗଣତି ହେବ କରଯିବ ବୋଲି ନିଷ୍ପତି କରାଯାଇଛି। ସେହି ଅନୁସାରେ ଏହି ଶୁଭ କାର୍ଯ୍ୟ…

ମାସିକ କ୍ଲଷ୍ଟର୍ ସ୍ତରୀୟ ବୈଠକ ଅନୁଷ୍ଠିତ

ନୟାଗଡ଼ (୨୩/୦୩): ରିପୋର୍ଟ-ସନାତନ ମହାକୁଡ଼ । ଓଡ଼ଗାଁ ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ସମସ୍ତ ପନ୍ଦରଟି କ୍ଲଷ୍ଟରରେ ନବମ ତଥା ଚଳିତ ଶିକ୍ଷାବର୍ଷର ଅନ୍ତିମ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି।କ୍ଲଷ୍ଟର୍ ଅଧୀନସ୍ଥ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସମେତ ଏଫଏଲଏନ ଶିକ୍ଷକ…

ବ୍ରହ୍ମପୁରରେ ପୁଣି ଆତଙ୍କରାଜ। ରାସ୍ତା ଉପରେ ଗୋଡ଼େଇ ଗୋଡ଼େଇ ଆକ୍ରମଣ।

ବ୍ରହ୍ମପୁର : ବ୍ରହ୍ମପୁର ରେ ପୁଣି ଆତଙ୍କରାଜ। ରାସ୍ତା ଉପରେ ଗୋଡ଼େଇ ଗୋଡ଼େଇ ଆକ୍ରମଣ। ବଡ଼ ବଜାର ଥାନା ଅନ୍ତର୍ଗତ ଆନନ୍ଦ ନଗର ଛକରେ ଘଟିଛି ଘଟଣା। ଦୁଇ ଦିନ ତଳେ ରାତିରେ ସେହି ଅଞ୍ଚଳର ପିଣ୍ଟୁ ରାଉଳ କାମ ସାରି ଘରକୁ ଫେରୁଥିବା ବେଳେ ଦୁଇ ଜଣ ଦୁବୃର୍ତ୍ତ ହଠାତ୍ ଖଣ୍ଡା ଓ ମାରଣାସ୍ତ୍ର ଧରି…

ବାଲେଶ୍ୱରରେ ବେଲଗାମ ବାଲି ମାଫିଆ !

ବାଲେଶ୍ୱର : ଅତିରିକ୍ତ  ତହସିଲଦାରଙ୍କୁ ଆକ୍ରମଣ। ବାଲେଶ୍ୱର ସୋରର ଅତିରିକ୍ତ ତହସିଲଦାର ଓ ତାଙ୍କର ଡ୍ରାଇଭରଙ୍କୁ ବାଲି ମାଫିଆ ଆକ୍ରମଣ କରିଥିବା ଜଣାପଡିଛି। ତେଣ୍ଟେଇରୁ କାମ ସାରି ଫେରୁଥିବା ବେଳେ ଅଇଁରୀ ଛକ ରାସ୍ତାରେ ଏକ ବାଲି ଗାଡିକୁ ଧରିଥିଲେ ଅତିରିକ୍ତ ତହସିଲଦାର l ଗାଡ଼ି କାଗଜପତ୍ର…

ମେ ୨୯ରେ ଓଟିଇଟି: ୨୬ରୁ ଆବେଦନ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଆସନ୍ତା ମେ ୨୯ରେ ଅନୁଷ୍ଠିତ ହେବ। ବୋର୍ଡ ପକ୍ଷରୁ ଦୁଇଟି ସିଟିଂରେ ପରୀକ୍ଷା କରାଯିବ। ପୂର୍ବାହ୍ଣ ୯ଟାରୁ ୧୧ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ପେପର-୧ ଏବଂ ଅପରାହ୍ଣ ୨ଟାରୁ ୪ଟା ୩୦…

ଲିଙ୍କରୋଡ ଏଲଆଇସି ଅଫିସରେ ଅଗ୍ନିକାଣ୍ଡ

କଟକ : କଟକ ଲିଙ୍କରୋଡ ଏଲଆଇସି ଅଫିସରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିଶମବାହିନୀ ପକ୍ଷରୁ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି। ବର୍ତ୍ତମାନ୍ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ।  ସୋମବାର ପୁରୀ ବସଷ୍ଟାଣ୍ଡରେ ଅଗ୍ନିକାଣ୍ଡ ଘଟିଥିଲା । ବସଷ୍ଟାଣ୍ଡରେ ଯାତ୍ରୀବାହୀ ବସ୍ ହୁତ୍ ହୁତ୍ ହୋଇ…

ସମ୍ବଲପୁର ମଣ୍ଡଳ କାରାଗାରରେ ଉପଜିଲାପାଳ ଉପସ୍ତିତିରେ ଅତର୍କିତ ଚଢ଼ାଉ

ସମ୍ବଲପୁର : ସମ୍ବଲପୁର ମଣ୍ଡଳ କାରାଗାରରେ ସୋମବାର ଭୋର ସମୟରେ ଉପଜିଲାପାଳ ଡା. ପୁଷ୍ପାଞ୍ଜଳି ପଣ୍ଡାଙ୍କ ଉପସ୍ତିତିରେ ଏକ ଅତର୍କିତ ଚଢ଼ାଉ କରାଯାଇଛି। ସକାଳ ପ୍ରାୟ ୫ଟା ୪୫ ମିନିଟରେ ଦୁଇ ଜଣ ଅତିରିକ୍ତ ଏସପିଙ୍କ ନେତୃତ୍ବରେ ପୋଲିସ ଦଳ ଜେଲ ପରିସର ମଧ୍ୟକୁ ପ୍ରବେଶ କରି ପ୍ରତିଟି କୋଠରୀ ଏବଂ…

ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ

ରଣପୁର : ୩୪ ତମ ବିଶ୍ୱ ଜଳ ଦିବସ ଅବସରରେ ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥାନ ତରଫରୁ ନୟାଗଡ଼ ଜିଲ୍ଲା ରଣପୁର କ୍ଷୁଦ୍ର ଜଳସେଚନ ଉପଖଣ୍ଡ ଅଧୀନ ଦର୍ପନାରାୟଣପୁର ଶୁକ୍ର ବେହେରା ପାଣିପଞ୍ଚାୟତ ଅଧୀନରେ ଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ତିନି କିଲୋମିଟର ବ୍ୟାପୀ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ…

ପୁରୀ ବସଷ୍ଟାଣ୍ଡରେ ଜଳିଗଲା ଯାତ୍ରୀବାହୀ ବସ୍ ।

ପୁରୀ : ବସଷ୍ଟାଣ୍ଡରେ ହୁତ୍‌ ହୁତ୍‌ ହୋଇ ଜଳିଗଲା ଯାତ୍ରୀବାହୀ ବସ୍ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ବସଷ୍ଟାଣ୍ଡରେ । ସୂଚନା ମିଳିବା ପରେ ତୁରନ୍ତ ପୁରୀ ଅଗ୍ନିଶମ ଓ ଶ୍ରୀଜଗନ୍ନାଥ ଅଗ୍ନିଶମ କେନ୍ଦ୍ରର ୪ ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।…

କବି ପ୍ରଭାତ କୁମାର ଆଚାର୍ଯ୍ୟଙ୍କ “ସଉଦା” ଉନ୍ମୋଚିତ।

ବାଲେଶ୍ୱର ( ୨୨/୩ ) : ରେମୁଣା ସାହିତ୍ୟ ସଂସଦ ଆନୁକୁଲ୍ୟରେ କବି ପ୍ରଭାତ କୁମାର ଆଚାର୍ଯ୍ୟଙ୍କ ନବମ ପୁସ୍ତକ "ସଉଦା"କବିତା ସଙ୍କଳନର ଲୋକାର୍ପଣ ସମାରୋହ ଅଭିମନ୍ୟୁ କଲ୍ଯାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଅଛି। ସାହିତ୍ୟିକ ଡଃ ଭାଗବତ ପ୍ରସାଦ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ…