Browsing Category

ଜିଲ୍ଲା

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଏ ବି ଏମ୍ ତଥା ଵାୟୋଇନଫର୍ମାଟିକ୍ସ ବିଭାଗର ମୂଖ୍ୟ ସୁକାନ୍ତ ପ୍ରଧାନଙ୍କ ଅକାଳ…

ପଟ୍ଟାମୁଣ୍ଡାଇ ୩/୯ :ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ମଣ୍ଡପଡ଼ା ଗ୍ରାମର ବିଶିଷ୍ଟ ଶିକ୍ଷାବିତ୍ ତଥା ଓଡ଼ିଶା କୃଷି ବୈଷୟିକ ବିଶ୍ଵବିଦ୍ୟାଳୟ ଏ ବି ଏମ୍ ଓ ଵାୟୋଇନଫର୍ମାଟିକ୍ସ ବିଭାଗର ମୂଖ୍ୟ ସୁକାନ୍ତ ପ୍ରଧାନଙ୍କ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ…

ଗୋଷ୍ଠୀ ସଂଘର୍ଷରେ ୧୦ ଆହତ,୨ ଗିରଫ ୧୦ ଥାନାରେ ଅଟକ

ପଟ୍ଟାମୁଣ୍ଡାଇ ୨/୯: କଥା କଟାକଟିକୁ କେନ୍ଦ୍ରକରି ଆଜି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ଗଗୁଆ ଛକ ଠାରେ ଗୋଷ୍ଠୀ ସଂଘର୍ଷ ଘଟିଛି । ସଂଘର୍ଷରେ ଉଭୟପକ୍ଷର ୧୦ରୁ ଅଧିକ‌ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣକୁ ଗୁରୁତର ଅବସ୍ତାରେ କଟକ ସ୍ଥାନାନ୍ତରକରାଯାଇଛି।ଏହି…

ଶିକ୍ଷାଦାନରେ ବାଧକ ସାଜିନାହିଁ ବାର୍ଦ୍ଧକ୍ୟ, ଅନାଥାଶ୍ରମର ଛାତ୍ରୀଙ୍କୁ ମାଗଣାରେ ପଢ଼ାଉଛନ୍ତି ଅବସରପ୍ରାପ୍ତ ଶିକ୍ଷକ ।

ଗଜପତି,୨.୯(ମନୋଜ ପାଢ଼ୀ) :- ବୟସ ବଢ଼ିଛି, କିନ୍ତୁ ଶିକ୍ଷାଦାନର ଆଗ୍ରହ କମିନାହିଁ। ନିଜର ଜ୍ଞାନକୁ ଛାତ୍ରୀମାନଙ୍କ ମଧ୍ୟରେ ବାଣ୍ଟିବାର ଅଦମ୍ୟ ଇଚ୍ଛାଶକ୍ତି ତାଙ୍କୁ ଆଜି ବି ଶିକ୍ଷାଦାନ କ୍ଷେତ୍ରରେ ସକ୍ରିୟ ରଖିଛି। ଏଭଳି ଜଣେ ଶିକ୍ଷାପ୍ରେମୀ ହେଉଛନ୍ତି ପାରଳାଖେମୁଣ୍ଡିର ଅବସରପ୍ରାପ୍ତ ତଥା…

ସ୍ୱତନ୍ତ୍ର ସଘନ ସଂଶୋଧନ ପର୍ଯ୍ୟବେକ୍ଷକଙ୍କ ଗଜପତି ଜିଲ୍ଲା ଗସ୍ତ ।

ଗଜପତି(ମନୋଜ ପାଢ଼ୀ) :-ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁଯାୟୀ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ୨୦୨୬ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିବା ପାଇଁ ଇଡକୋର ପରିଚାଳନା ନିର୍ଦ୍ଦେଶକ ତଥା ଗଜପତି ଜିଲ୍ଲା ସ୍ଵତନ୍ତ୍ର ସଘନ ସଂଶୋଧନ ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ଡି.ପ୍ରଶାନ୍ତ କୁମାର…

ଗୁମ୍ମା ବ୍ଲକର ଦଶମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ।

ଗଜପତି (ମନୋଜ ପାଢ଼ୀ):- ଗଜପତି ଜିଲ୍ଲା ଅନ୍ତର୍ଗତ ଗୁମ୍ମା ବ୍ଲକର ଦଶମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଦୁଲାରାମ ମାରାଣ୍ଡିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଡ଼ଃ ପ୍ରଦୀପ ପାଣିଗ୍ରାହୀ, ପାରଳାଖେମୁଣ୍ଡି…

ଦକ୍ଷିଣାଞ୍ଚଳ ଆଇଜି ଭାବେ ଦାୟିତ୍ୱ ନେଲେ ଜେ.ଏନ୍. ପଙ୍କଜ

ବ୍ରହ୍ମପୁର: ଦକ୍ଷିଣାଞ୍ଚଳ ଆଇଜି ଭାବେ ଆଜି, ସେପ୍ଟେମ୍ବର ୧, ୨୦୨୬ ସକାଳେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ୍ ଅଧିକାରୀ ଶ୍ରୀ ଜେ.ଏନ୍. ପଙ୍କଜ। ସେ ପୂର୍ବତନ ଦକ୍ଷିଣାଞ୍ଚଳ ଆଇଜି ଶ୍ରୀ ନୀତି ଶେଖର, ଆଇପିଏସ୍ଙ୍କଠାରୁ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।ନୂତନ ଆଇଜିଙ୍କ ଦାୟିତ୍ୱ…

ପୁଣି ଖଟିଆରେ ବୁହା ହେଲେ ରୋଗୀ; ରାସ୍ତା ନଥିବାରୁ ନଦୀ ପାର କରି ୨ କିମି ବୋହିଲେ ଗ୍ରାମବାସୀ

କାଶୀପୁର:ବିକାଶର ଡିଣ୍ଡିମ ପିଟୁଥିବା ସରକାରଙ୍କ ଗ୍ରାମାଞ୍ଚଳ ବିକାଶର ବାସ୍ତବ ଚିତ୍ର ପୁଣି ସାମ୍ନାକୁ ଆସିଛି। ରାସ୍ତା ନଥିବାରୁ ଅସୁସ୍ଥ ରୋଗୀଙ୍କୁ ଆମ୍ବୁଲାନ୍ସ ବଦଳରେ ଖଟିଆରେ ବୋହି ନଦୀ ପାର କରି ମୁଖ୍ୟ ରାସ୍ତାକୁ ଆଣିବାକୁ ପଡ଼ିଛି। ଏଭଳି ଅଭାବନୀୟ ଘଟଣା ରାୟଗଡ଼ା ଜିଲା କାଶୀପୁର ବ୍ଲକ…

ଜେଲରୁ ମୁକୁଳିଲେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା

ବ୍ରହ୍ମପୁର:ଜେଲରୁ ମୁକୁଳିଲେ ଗଞ୍ଜାମ ଜିଲା ବିଜେଡି ସଭାପତି ତଥା ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା । ମଙ୍ଗଳବାର ସନ୍ଧ୍ୟାରେ ସେ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ବାହାରିଛନ୍ତି । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ସେ ଆଜକୁ ୧୦ ମାସ ହେବ ଜେଲରେ ଥିଲେ ।…

ଜିଲ୍ଲା ପ୍ରଶାସନ ଦ୍ବାରା “ଶିଶୁ ପାଇଁ ଦିନଟିଏ” ପାଳିତ ।

ଗଜପତି,୧।୯(ମନୋଜ ପାଢ଼ୀ) :-ଗଜପତିଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୁଲ୍ୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ “ଶିଶୁ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଗାବରା ତିରୁପତି ରାଓ ସଭାପତିତ୍ବ କରିଥିବା…