Browsing Category

ଜିଲ୍ଲା

ଆଶା କର୍ମୀଙ୍କ ୯ ଦଫା ଦାବି ନେଇ ଆନ୍ଦୋଳନ : ମାସିକ ୧୮ ହଜାର ଟଙ୍କା ବେତନ ସହ କର୍ମଚାରୀ ମାନ୍ୟତା ଦାବି ।

ଗଜପତି (ମନୋଜ ପାଢ଼ୀ)- : ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ, ଗଜପତି ଜିଲ୍ଲା ଶାଖା ପକ୍ଷରୁ ଆଶା କର୍ମୀମାନଙ୍କ ବିଭିନ୍ନ ସମସ୍ୟା ଓ ଅଧିକାରକୁ ନେଇ ୯ ଦଫା ଦାବି ଉପସ୍ଥାପନ କରାଯାଇଛି । ଏହି ଆନ୍ଦୋଳନ ଭାରତୀୟ ମଜଦୁର ସଂଘର ଗଜପତି ଜିଲ୍ଲା ସଭାପତି ଶ୍ରୀ ସୁଜିତ ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ…

ଗଜପତି ରେ ନୂତନ ମତ୍ସ୍ୟ ଅଧିକାରୀ ଭାବରେ ଅରୁଣ କୁମାର ସାହୁଙ୍କ ଯୋଗଦାନ ।

ଗଜପତି (ମନୋଜ ପାଢ଼ୀ)- : ଗଜପତି ଜିଲ୍ଲାରେ ନୂତନ ମତ୍ସ୍ୟ ଅଧିକାରୀ ଭାବେ ଅରୁଣ କୁମାର ସାହୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ସେ ନୂଆପଡ଼ା ରେ କାର୍ଯ୍ୟରତ ଥିଲେ , ବର୍ତ୍ତମାନ ଗଜପତି ଜିଲ୍ଲାର ଡି ଏଫ ଓ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ! ଜିଲ୍ଲାରେ ବିଭାଗ ରେ ହେଉଥିବା…

ମଦ ପିଇବାକୁ ନେଇ ତୁମୁଳକାଣ୍ଡ : ୫ବର୍ଷର ସଶ୍ରମ କାରାଦଣ୍ଡ ଭୋଗିବେ ମୁଖ୍ୟ ଅଭିଯୁକ୍ତ ।

ଗଜପତି,୧୦.୭ (ମନୋଜ ପାଢ଼ୀ)-: ପାରଳାଖେମୁଣ୍ଡିସ୍ଥିତ ପୁରୁଣାପାଟଣା ଯିବା ରାସ୍ତାରେ ଅବସ୍ଥିତ ରୋୟାଲ ବାର ଏବଂ ରେଷ୍ଟୁରାଣ୍ଟରେ ମଦ ପିଇବାକୁ ନେଇ ୨୦୨୪ମସିହା ମେ ମାସ ୩ତାରିଖରେ ଘଟିଥିବା ତୁମୁଳକାଣ୍ଡ ଭଳି ସମ୍ବେଦନଶୀଳ ମାମଲାର ଶୁଣାଣି କରି ଆଜି ଗଜପତି ଜିଲ୍ଲା ମାନ୍ୟବର ଅତିରିକ୍ତ ଜିଲ୍ଲା…

ଛେଳୀଗଡ ଜଳ ସଚେତନ ଥଇଥାନ ଓ ଉପାନ୍ତ ଅଞ୍ଚଳର ଉନ୍ନୟନ କମିଟି ର ୬ଷ୍ଟ୍ ତମ ବୈଠକ ରେ ଯୋଗଦେଲେ ମୋହନା ବିଧାୟକ

ଗଜପତି,୧୦.୭(ମନୋଜ ପାଢ଼ୀ) :– ଗଞ୍ଜାମ ଜିଲ୍ଲା ଛତ୍ରପୁର ଜିଲ୍ଲା ପରିଷଦ ଋଷିକୂଲ୍ୟା ବୈଠକ ଗୃହ ଠାରେ ଦକ୍ଷିଣ ଓଡ଼ିଶାର ଗଜପତି ଜିଲ୍ଲାରେ ଥିବା ଛେଳୀଗଡ ଜଳସେଚନ ପ୍ରକଳ୍ପ କୁନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଉପାନ୍ତ ଅଞ୍ଚଳରେ ଏହି ଜଳସେଚନ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ସମଗ୍ର…

ନଦୀଗର୍ଭରେ ଏକ ପେପର୍ ମିଲ୍ ପକ୍ଷରୁ ବାଲିବସ୍ତା ପକାଯାଇ ଆଡିବନ୍ଧ ନିର୍ମାଣ ହେଉଥିବା ଅଭିଯୋଗ

ରାୟଗଡ଼ା : ରାୟଗଡ଼ା ଜିଲ୍ଲାର ନାଗାବାଳି ନଦୀକୁ ନେଇ ବିବାଦ। ନଦୀଗର୍ଭରେ ଏକ ପେପର୍ ମିଲ୍ ପକ୍ଷରୁ ବାଲିବସ୍ତା ପକାଯାଇ ଆଡିବନ୍ଧ ନିର୍ମାଣ ହେଉଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକ। ସେମାନଙ୍କ କହିବା ଅନୁସାରେ, ଆଡି ବନ୍ଧ ଦ୍ୱାରା ନଦୀର ସ୍ୱାଭାବିକ ଜଳପ୍ରବାହ ବାଧାପ୍ରାପ୍ତ ହେଉଛି,…

ରେଜିଷ୍ଟ୍ରେସନ ନମ୍ବର ଓ ବକେୟା ପରୀକ୍ଷା ଦାବିରେ ଏଫଏମୟୁ ସମ୍ମୁଖରେ ନର୍ସିଂ ଛାତ୍ରଛାତ୍ରୀଙ୍କ ଧାରଣା 

ବାଲେଶ୍ଵର, ୧୦/୭(କୃଷ୍ଣ କୁମାର ମହାନ୍ତି): ବକେୟା ସେମିଷ୍ଟାର ପରୀକ୍ଷା ଆୟୋଜନ ଏବଂ ତୁରନ୍ତ ରେଜିଷ୍ଟ୍ରେସନ ନମ୍ବର ପ୍ରଦାନ ଦାବିରେ ଫକୀର ମୋହନ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବାଲେଶ୍ଵର ଜିଲ୍ଲାର ୫ଟି ନର୍ସିଂ କଲେଜର ବିଏସସି ନର୍ସିଂ ଛାତ୍ରଛାତ୍ରୀମାନେ ଧାରଣାରେ ବସିଥିଲେ। ଅଭିଯୋଗ…

ଆଜି ଚକାବିଜେ କରିବେ ମହାପ୍ରଭୁ, କାଲି ଦଶମୂଳମୋଦକ ସେବନ ପରେ ସୁସ୍ଥ ହେବେ ଶ୍ରୀଜିଉ

ପୁରୀ: ଶ୍ରୀଜଗନ୍ନାଥଙ୍କ ଅଣସର ନୀତିର ଆଜି ଏକାଦଶ ଦିନ ଏବଂ ଦଶମୀ ତିଥି। ଦଇତାପତି ସେବାୟତମାନଙ୍କ ଗୁପ୍ତ ଉପଚାର ପରେ ମହାପ୍ରଭୁଙ୍କ ଶରୀରରୁ ଜ୍ୱରର ତାତି ହ୍ରାସ ପାଇଥିବା ବିଶ୍ୱାସ କରାଯାଏ। ଏହି ପବିତ୍ର ଦିନରେ ଶୟନ ଅବସ୍ଥାରୁ ଉଠି ଶ୍ରୀବିଗ୍ରହମାନେ ଚକାବିଜେ ନୀତି ସମ୍ପନ୍ନ କରିବେ।…

ଛେଳିଗଡ଼ ଜଳସେଚନ ପ୍ରକଳ୍ପ: ବିସ୍ଥାପିତ ପରିବାରଙ୍କୁ ୮.୪୮ କୋଟିର ପୁନର୍ବାସ ପ୍ୟାକେଜ୍

ଭୁବନେଶ୍ୱର: ଗଜପତି ଜିଲ୍ଲାର ବହୁ ପ୍ରତୀକ୍ଷିତ ଛେଳିଗଡ଼ ଜଳସେଚନ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ହୋଇଥିବା ୭୮ଟି ପରିବାରଙ୍କୁ ପୁନର୍ବାସ ସହାୟତା ପ୍ରଦାନ ପାଇଁ ରାଜ୍ୟ ସରକାର ୮ କୋଟି ୪୮ ଲକ୍ଷ ୬୩ ହଜାର ୯୩୨ ଟଙ୍କାର ସଂଶୋଧିତ ଆର୍ଥିକ ପ୍ୟାକେଜ୍ ଅନୁମୋଦନ କରିଛନ୍ତି। ଏନେଇ ଜଳ ସମ୍ପଦ ବିଭାଗ…

ଗୋ-ମାଂସ ବିକ୍ରିକୁ ବିରୋଧ କରିବାରୁ ଗୁଳି

କୁତ୍ରା : ସୁନ୍ଦରଗଡ଼ ଜିଲାର କୁତ୍ରା ଥାନା ଅନ୍ତର୍ଗତ ଲିଟିବେଡ଼ା ଜଙ୍ଗଲରେ ଭୋର୍‌ ପ୍ରାୟ ସାଢ଼େ ୩ଟାରେ ଏକ ଚିପ୍ସ ବୋଝେଇ ହାଇୱା ଉପରକୁ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଛନ୍ତି। ଅପରାଧୀଙ୍କ ଗୁଳିମାଡ଼ରୁ ଡ୍ରାଇଭର ଅଳ୍ପକେ ବର୍ତ୍ତିଯାଇଛନ୍ତି। ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ…

ମୋହନା ବନ ବିଭାଗ ପକ୍ଷରୁ ବନମହୋତ୍ସବ,ଚ଼ାରା ରୋପଣ ଓ ସବୁଜ ରଥ ଉଦଘାଟନ

ମୋହନା,୧୦.୭ (ମନୋଜ ପାଢ଼ୀ): ମୋହନା ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ବନମହୋତ୍ସବ, ଚ଼ାରାରୋପଣ କରାଯିବା ସହ ସବୁଜ ରଥ ର ଉଦଘାଟନ ହୋଇଯାଇଛି।ଏହି ପରିପ୍ରେକ୍ଷୀରେ ଜିଲ୍ଲା ମୁଖ୍ୟ ବନଖଣ୍ଡ ଅଧିକାରୀ କେ.ନାଗରାଜୁ ସ୍ଥାନୀୟ ବନାଞ୍ଚଳ କାର୍ଯ୍ୟାଳୟରେ ପହଞ୍ଚି ପ୍ରଥମେ ନଡ଼ିଆ ଭାଙ୍ଗି ଓ ଦୀପ…