Browsing Category

ଜିଲ୍ଲା

ମଝି ସମୁଦ୍ରରୁ ମିଳିଲା ୯ ମତ୍ସ୍ୟଜୀବୀଙ୍କ ମୃତଦେହ, ଏବେ ବି ନିଖୋଜ ବାଲେଶ୍ବରର ୩ ଭାଇ

ବାଲେଶ୍ବର : ମଝି ସମୁଦ୍ରରୁ ମିଳିଲା ୯ ମତ୍ସ୍ୟଜୀବୀଙ୍କ ମୃତଦେହ। ପଶ୍ଚିମବଙ୍ଗ ଦୀଘାରୁ ଇଲିସି ମାରିବାକୁ ସମୁଦ୍ର ଭିତରକୁ ଯାଇଥିବା ୧୫ ମତ୍ସ୍ୟଜୀବୀଙ୍କ ଭିତରେ ୯ ଜଣଙ୍କ ମୃତ୍ୟୁ। ମାଛ ଧରିବାକୁ ଯାଇଥିବା ସେଇ ଟ୍ରଲର ଭିତରୁ ଏମାନଙ୍କ ମୃତଦେହ ରେସ୍କ୍ୟୁ କରାଯାଇଛି। ଏବେ ବି ନିଖୋଜ ରହିଛନ୍ତି…

ସୁସ୍ଥ ହେଲେ ଶ୍ରୀଜୀଉ : ଏ ସଂପର୍କ‌‌ରେ ଆଜି ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜଙ୍କୁ ଅବଗତ କରାଯାଇଛି।

ପୁରୀ : ମହାପ୍ରଭୁ ସୁସ୍ଥ ହୋଇଛନ୍ତି। ପବିତ୍ର ସ୍ନାନ ପୂର୍ଣ୍ଣିମାରେ ୧୦୮ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ବରରେ ପୀଡ଼ିତ ଶ୍ରୀଜୀଉମାନେ ସୁସ୍ଥ ହୋଇଛନ୍ତି। ଏ ସଂପର୍କ‌‌ରେ ଆଜି ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜଙ୍କୁ ଅବଗତ କରାଯାଇଛି। ରବିବାର ଦ୍ବାଦଶୀ ତିଥିରେ ସେବକମାନେ…

ଭଞ୍ଜନଗର ପୋଲିସକୁ ବଡ଼ ସଫଳତା: କାର୍ ସହ ଗଞ୍ଜେଇ ଜବତ, ଜଣେ ଗିରଫ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ପାଟ୍ରୋଲିଂ ସମୟରେ ଖାରିଗୁଡ଼ା ଟୋଲ୍ ଗେଟ୍ ନିକଟରୁ ଏକ ରୂପା ରଙ୍ଗର ଭେଣ୍ଟୋ କାର୍ ସହ ପ୍ରାୟ ୩୬.୮୧୦ କିଲୋଗ୍ରାମ ବେଆଇନ ଗଞ୍ଜେଇ ଜବତ କରାଯାଇଛି। ଏହି ମାମଲାରେ ବୁଗୁଡ଼ା ଅଞ୍ଚଳର ଅଭିଯୁକ୍ତ ସନ୍ତୋଷ କୁମାର…

ଜାତୀୟ ସାହିତ୍ୟ ମହୋତ୍ସବ ସେପ୍ଟେମ୍ବର ୨୬ରୁ ଆରମ୍ଭ: ଡକ୍ଟର ସତ୍ୟବ୍ରତ ଜେନା ସମ୍ପାଦକ ମନୋନୀତ 

ଭୁବନେଶ୍ୱର, ୧୨/୦୭(କୃଷ୍ଣ କୁମାର ମହାନ୍ତି): ସାହିତ୍ୟ ସଂସ୍କୃତି ସମାରୋହର ଆବାହନରେ ଆଜି ସନ୍ଧ୍ୟାରେ ପଞ୍ଚମ ଜାତୀୟ ସାହିତ୍ୟ ମହୋତ୍ସବର ଆୟୋଜନ ସକାଶେ ସମ୍ପାଦକ ପ୍ରଣବ ଛୋଟରାୟ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହେଇଯାଇଛି। ବୈଠକରେ ସଭାପତି ଡ଼କ୍ଟର ଫନୀ ମହାନ୍ତି ଯୋଗଦେଇ ବିଗତ ବର୍ଷ…

ଲୋକାର୍ପିତ ହେଲା ଗାଳ୍ପିକ ଗଙ୍ଗାଧର ବିଶ୍ୱାଳଙ୍କ ଉପନ୍ୟାସ ‘ଖୋଳପା’ : ଲେଖାରେ ପାଠକ ନିଜକୁ ପାଇବା…

ବାଲେଶ୍ଵର, ୧୨/୭(କୃଷ୍ଣ କୁମାର ମହାନ୍ତି): ଲେଖକର ଲେଖାରେ ପାଠକ ନିଜକୁ ଖୋଜି ପାଇବା ହେଉଛି ଭଲ ଲେଖାର ଆଉ ଏକ ଆଲୋକିତ ବୈଶିଷ୍ଟ୍ୟ ଏବଂ ଏହାର ବିସ୍ତାରିତ ଦିଗଟି ହେଉଛି ସେଇ ଲେଖାର ବିଭବ। ଏ ଧରଣର ଲେଖା ଲେଖକର ପ୍ରତିବିମ୍ବିତ ବ୍ୟକ୍ତିତ୍ଵର ଆଉ ଗୋଟିଏ ଦିଗକୁ ଉନ୍ମୋଚନ କରିଥାଏ ବୋଲି…

ଫକୀରମୋହନ ବିଶ୍ବବିଦ୍ୟାଳୟର ୨୮ତମ ପ୍ରତିଷ୍ଠା ଦିବସ ଅବସରରେ କବିତା ପାଠ କଲେ ବାଲେଶ୍ଵରର ୨୦ କବି

ବାଲେଶ୍ଵର, ୧୨/୭(କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ବବିଦ୍ୟାଳୟର ୨୮ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଗତକାଲି ବିଶ୍ବବିଦ୍ୟାଳୟ ପକ୍ଷରୁ ଏକ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଏହି କବିତା ଆସରରେ ବାଲେଶ୍ଵରର ନିମନ୍ତ୍ରିତ କବିମାନେ ଯୋଗ ଦେଇ ନିଜ ନିଜର କବିତା ପାଠ କରିଥିଲେ।…

ହାଡଭାଙ୍ଗି ଗଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ ବିଧାୟକ ।

ଗଜପତି,୧୨.୭(ମନୋଜ କୁମାର ପାଢୀ):– ଆଜି ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ହାଦଭାଙ୍ଗି ଗଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ ବିଧାୟକ ବିଧାୟକ ରୁପେଶ ପାଣଗ୍ରାହୀଙ୍କ , ଏହି ଗଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ରେ ଅବ୍ୟବସ୍ଥା ନେଇ ସ୍ଥାନୀୟ ଲୋକେ ଓ ସ୍ଥାନୀୟ ସରପଞ୍ଚ ଟେଜେଶ୍ୱର୍ ରାଓ…

ରଥ ନିର୍ମାଣ ସମୀକ୍ଷା କଲେ ବିଧାୟକ ରିପେଶ ପାଣିଗ୍ରାହୀ

ଗଜପତି,୧୧.୭ – ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରେ ହେବାକୁ ଥିବା ରଥ ଯାତ୍ରା ପୂର୍ବରୁ ରଥ ନିର୍ମାଣ କିଭଳି ନିର୍ମାଣ ଚାଲିଛି ତାର ତଦାରଖ କଲେ ବିଧାୟକ ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ । ଆଜି ସକାଳୁ ବିଧାୟକ ଜଗନ୍ନାଥ ମନ୍ଦିର ପହଞ୍ଚି ଜଗତର ନାଥ ଜଗନ୍ନାଥ ମନ୍ଦିର ଯାଇ ମହା…

ଅମୃତଭାରତ ଷ୍ଟେସନ ଯୋଜନାରେ ଶୋଭା ପାଉଥିବା ପାରଳା ରେଳଷ୍ଟେସନ 17 ରେ ଉଦଘାଟନ ହେବ ।

ଗଜପତି,୧୨.୭(ମନୋଜ ପାଢ଼ୀ)-:ଗଜପତି ଜିଲ୍ଲାର ଐତିହାସିକ ପାରଳଳାଖେମୁଣ୍ଡି ରେଳଷ୍ଟେସନର ଅମୃତ ଭାରତ ଷ୍ଟେସନ ଯୋଜନାରେ ନବକଳେବରରେ ଶୋଭା ପାଉଛି. ଆଗାମୀ 17 ତାରିଖ ଦିନ ଏହି ରେଳଷ୍ଟେସନ ଉଦ୍ଘାଟନ ହେବାକୁ ଯାଉଛି । ସଫଳତାର ସହ ଏହାର ଉଦଘାଟନକୁ ନଜରରେ ରଖି ପୂର୍ବତଟ ରେଳପଥ ରାୟଗଡା ଡିଭିଜନର…

ଗଜପତିରୁ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ବେଳେ ଅବକାରୀ ବିଭାଗ ଦ୍ଵାରା ଜବତ, ଜଣେ ଗିରଫ ।

ଗଜପତି, 12/7(ମନୋଜ ପାଢ଼ୀ):ଗଜପତି ଜିଲ୍ଲାରୁ ରାଜ୍ୟ ବାହାରକୁ ଗଞ୍ଜେଇ ଚୋରାଚାଲାଣ ପାଇଁ ବସକୁ ଅପେକ୍ଷା କରିଥିବା ବେଳେ ଜଣେ ଗିରଫ ହେବା ସହ 21 କିଲୋ ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି । ଗଜପତି ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ସାହୁଙ୍କ ନିର୍ଦେଶକ୍ରମେ ସାରା ଜିଲ୍ଲାରେ ଚୋରା…